ନମସ୍କାର ଦର୍ଶକବନ୍ଧୁ ପାକିସ୍ତାନ ବିପକ୍ଷରେ ଶତକ ମାରି ବିରାଟ କୋହଲି ରଚିଲେ ଇତିହାସ ପୂରଣ କଲେ ସବୁଠାରୁ ଦ୍ରୁତ 13,000 ହଜାର ଦିନିକିଆ ରନ |ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏସିଆ କପ ପାକିସ୍ତାନ ବିପକ୍ଷରେ ସୁପର-4 ମ୍ୟାଚରେ ସବୁଠାରୁ ନିଜର ଚମତ୍କାରୀ ଇନିଂସ ଖେଳିଛନ୍ତି କୋହଲି ୱାନ ଡେ ଇଣ୍ଟରନେଶନାଲରେ ନିଜର 13,000 ରନ ପୂରଣ କରିଛନ୍ତି ଏବଂ ଏହି ସଂଖ୍ୟାରେ ପହଁଚି ସବୁଠାରୁ ଦ୍ରୁତତମ ଖେଳାଳି ହୋଇଛନ୍ତି |
କୋହଲି ତାଙ୍କ ୱାନ ଡେ କ୍ୟାରିୟରରେ 47 ତମ ଶତକ ପୂରଣ କରି ମାହିଲ ଖୁଣ୍ଟ ହାସଲ କରିଛନ୍ତି ବିରାଟ କୋହଲି 267 ଇନିଂସରେ 13,000 ODI ପୂରଣ କରି ବିଶ୍ୱ ରେକର୍ଡ କରିଛନ୍ତି ଏହି ପ୍ରସଙ୍ଗରେ ସେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି |
ରିକି ପଏଣ୍ଟିଙ୍ଗ ,କୁମାର ସାଙ୍ଗାକାରା ,ସନତ ଜଇସୂରିଆଙ୍କ ଭଳି କୋହଲି 13,000 ରନରେ ପହଁଚିଛନ୍ତି |ପାକିସ୍ତାନ ବିପକ୍ଷ ଏସିଆ କପ 2023 ରେ ସୁପର-4 ମ୍ୟାଚରେ ବିରାଟ କୋହଲି ନିଜର 47 ତମ ଶତକ କ୍ୟାରିୟର ହାସଲ କରିଛନ୍ତି |
ଏହି ସ୍କୋରରେ 47 ତମ ଦ୍ରୁତ ଗତିର ଶତକ ହାସଲ କରିଛନ୍ତି ଯାହା ଫଳରେ ସେ ୱାନ ଡେରେ ଏକ ନମ୍ବର ଖେଳାଳି ହୋଇ ପାରିଛନ୍ତି |267 ଇନିଂସରେ ଏହି ସଫଳତା ହାସଲ କରି କୋହଲି 435 ଇନିଂସ ଖେଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି |