Train ପଛରେ କଣ ପାଇଁ ଥାଏ ବଡ଼ ଚିହ୍ନ ? ଏହା ପଛରେ କଣ ରହିଛି ବଡ଼ କାରଣ, Trainରେ ଯାଉଥିବା ସମସ୍ତେ ଜାଣିବା ଦରକାର…

ନମସ୍କାର ବନ୍ଧୁଗଣ ଟ୍ରେନ X ଚିହ୍ନ ଏଭଳି ଚିତ୍ର ଟ୍ରେନର ଶେଷ ବଗିରେ କାହିଁକି ରହିଥାଏ ଏହାର ପଛରେ କଣ ରହିଛି ବଡ଼ କାରଣ ଭାରତୀୟ ରେଳକୁ ଦେଶର ଲାଇଫ ଲାଇନ୍ ବୋଲି କୁହାଯାଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି କଣ ଆପଣ ଜାଣିଛନ୍ତି କି ଏହା ଆପଣମାନେ ସମସ୍ତେ ଜାଣିଥିବେ ଟ୍ରେନ ପଛରେ ବଡ଼ ଅକ୍ଷରରେ କ ଲେଖା ଯାଇଥାଏ |

ଏମିତି କୌଣସି ଭାରତୀୟ ରେଳ ନାହିଁ ଯାହା ପଛରେ ଏହି X ଚିହ୍ନ ହୋଇନଥିବ ଆପଣ ଜାଣିଛନ୍ତି କି ଏହି ଚିହ୍ନ ପଛରେ ରହିଛି ବିରାଟ କାରଣ ଅଧିକାଂଶ ଯାତ୍ରୀ ଏହି X ଚିହ୍ନ ନିଶ୍ଚିତ ଦେଖିଥିବେ ହେଲେ ଆପଣମାନେ କଣ ଯେବେ ଭାବିଛନ୍ତି କି ଭାରତୀୟ ରେଳର ପ୍ରତିଟି ଟ୍ରେନରେ କଣ ପାଇଁ ଏହା ଲେଖା ଯାଇଥାଏ ଏହି ଚିହ୍ନ କେବଳ ପ୍ୟାସେଞ୍ଜର ଟ୍ରେନରେ ହିଁ କାହିଁକି ରହିଥାଏ।

ଭାରତୀୟ ରେଳର ନିୟମ ମୁତାବକ ଏହି ଚିହ୍ନ ପ୍ରତି ପ୍ୟାସେଞ୍ଜର ବଗିରେ ହେବା ନିହାତି ଜରୁରୀ ଏମିତି ଚିହ୍ନ ରହିବା ହେଉଛି ରେଳବାଇର ଏକ ସିକ୍ୟୁରିଟି କୋଡ଼ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଏମିତି ଚିହ୍ନ କରାଯାଇଥାଏ ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି ଯଦି କୌଣସି ଟ୍ରେନରେ ଏମିତି ଚିହ୍ନ ନଥାଏ ଟ୍ରେନରେ କିଛି ତ୍ରୁଟି ଥିବା ଜଣାଯାଏ କିମ୍ବା ଟ୍ରେନରେ ଗୋଟିଏ ବଗି ମିଶିଂ ଥିବା କଥା ଜଣାଯାଏ ଏହା ସତର୍କ ସୂଚନା ଏମିତି ହେବା ଦ୍ବାରା ଦୁର୍ଘଟଣା ପୂର୍ବରୁ ରେଳ କର୍ମଚାରୀମାନେ ପଦକ୍ଷେପ ନେଇ ଯାଆନ୍ତି |

ଆପଣମାନେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଚିହ୍ନ ଦେଖି ଚଢିବା ଆବଶ୍ୟକ ବଡ X ଚିହ୍ନ ବଳଦରେ LV ମଧ୍ୟ ଲେଖା ଯାଇଥାଏ LV ର ଫୁଲ୍ ଫର୍ମ ହେଉଛି ଲାଷ୍ଟ ଭେଇକିଲ ଯାହାର ମାନେ ହେଉଛି ଶେଷ ବଗି ଏହା ରେଳ କର୍ମଚାରୀଙ୍କୁ ସୂଚନା ଦିଏ ଯେ ଏହା ହେଇଛି ଟ୍ରେନର ଶେଷ ବଗି ଯଦି ଏକ ଟ୍ରେନର କୌଣସି କାରଣରୁ ଏହି ଚିହ୍ନ ନଥାଏ ତେବେ ଏହା ସୂଚନା ଦିଏ ଯେ ବଡ଼ ଦୁର୍ଘଟଣା ହେବାକୁ ଯାଉଛି ବୋଲି |

Leave a Reply

Your email address will not be published. Required fields are marked *