ସଚିନଙ୍କୁ ପଛରେ ପକାଇ ବିଶ୍ୱ ରେକର୍ଡ଼ କଲେ Rohit Sharma, ଭାଙ୍ଗିଦେଲେ ସାହିନ ଆଫ୍ରିଦଙ୍କ ଗର୍ବ ,ଖାଲି ଛକା ଉପରେ ଛକା ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରୋହିତ ଭାଙ୍ଗି ଦେଲେ ସାହିନ ଆଫ୍ରିଦଙ୍କ ଗର୍ବ କ୍ୟାରିୟରରେ ପ୍ରଥମ ଥର ପାଇଁ ହେଲା ଏମିତି ଆଉ 12 ରନ କଲେ ରୋହିତ ରଚିବେ ଇତିହାସ |ଏସିଆ କପ 2023 ର ସୁପର -4 ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ଭଲ ଆରମ୍ଭ କରିଥିଲା |ଟଚ ହାରିବା ପରେ ପ୍ରଥମ ବ୍ୟାଟିଙ୍ଗ କରିବାକୁ ଆସିଥିବା ଟିମ ଇଣ୍ଡିଆ ପ୍ରଥମ ଓଭର ରୁ ଆକ୍ରମଣାତ୍ମକ ବ୍ୟାଟିଙ୍ଗ କରିଥିଲା |

ରୋହିତ ଶର୍ମା ଏବଂ ଶୁଭମନ ଗିଲ ଧୂଆଁଦାର ଅର୍ଦ୍ଧ ଶତକ ହାସଲ କରିଥିଲେ ଏହି ମ୍ୟାଚରେ ରୋହିତ ଶର୍ମା ପାକିସ୍ତାନର ଦ୍ରୁତ ବୋଲର ସହୀଦ ଆଫ୍ରିଦଙ୍କ ବିପକ୍ଷରେ ଏକ ବଡ଼ ପ୍ରଦର୍ଶନ କରିଥିଲେ |ରୋହିତ ଭାଙ୍ଗି ଦେଇଛନ୍ତି ଆଫ୍ରିଦଙ୍କ ଗର୍ବ ଏହି ମ୍ୟାଚରେ ରୋହିତ ଶର୍ମା ଆରମ୍ଭ ଇନିଂସ ଛକାରୁ କରିଥିଲେ |

ରୋହିତ ସାହିନ ଆଫ୍ରିଦଙ୍କ ପ୍ରଥମ ଓଭରରେ ଛକା ମାରିଥିଲେ ଏବଂ ଏହା କରି ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଏହା ପୂର୍ବରୁ ସାହିନ ଆଫ୍ରିଦଙ୍କ ବିପକ୍ଷ ଓଡିଆଇ ମ୍ୟାଚରେ ପ୍ରଥମ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ ଛକା ମାରି ନଥିଲେ ଏହି ଛକା ମାରି ରୋହିତ ବଡ଼ ବ୍ୟାଟ୍ସମ୍ୟାନ ହୋଇ ପାରିଛନ୍ତି |

ODI ମ୍ୟାଚରେ 10,000 ରନ କରିବାରୁ ରୋହିତ ମାତ୍ର ଅଳ୍ପ ଦୂରରେ |ରୋହିତ ଶର୍ମା ଏପର୍ଯ୍ୟନ୍ତ 247 ମ୍ୟାଚରେ 244 ଇନିଂସରେ ହାରାହାରି 39.91 ରେ 9978 ରନ ସଂଗ୍ରହ କରିଛନ୍ତି |ତେବେ ସେ ଯଦି ଆଉ 22 ରନ କରନ୍ତି ତେବେ ସେ 10,000 ରନ ପୂରଣ କରିବେ |

Leave a Reply

Your email address will not be published. Required fields are marked *