କୁମ୍ଭୀର ଆତଙ୍କ ବର୍ତମାନ ଆମ ଓଡିଶା ରେ ସବୁ ଜିଲ୍ଲା ରେ ଏକ ପ୍ରକାର ଆତଙ୍କ ଖେଳାଇ ଚାଲିଛି, ବିଶେଷ କରି କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ପ୍ରଶାସନ ର ନିଦ ହଜେଇ ଦେଇଥିବା ବେଳେ ପୁଣି ଏକ ବିରଳ ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳିଛି ହଁ ଆଂଜ୍ଞା ଦର୍ଶକ ବନ୍ଧୁ ନଦୀ ମଧ୍ୟରେ ଏକ ଦୁଇ ମୁଣ୍ଡିଆ କୁମ୍ଭୀର ଦେଖିବାକୁ ମିଳିଛି |
ବଉଳା କୁମ୍ଭୀର ରୃ ଜାତ ହେଲା ଏହି ଦୁଇ ମୁଣ୍ଡିଆ ଦାନବ ରୁପି କୁମ୍ଭୀର ଏବେ ଏକାଥରକେ ଦୁଇ ଦୁଇଟି ଶିକାର କରିବା କୁମ୍ଭୀର | ଚାରିଆଡ଼େ ଆତଙ୍କ ଖେଳାଉଛି ଏହି ମଣିଷଖିଆ କୁମ୍ଭୀର ପୁଣିଥରେ ଆତଙ୍କିତ ନଦୀ କୂଳରେ ବସ ବାସ କରୁଥିବା ଲୋକମାନେ | ମଣିଷ ଖିଆ କୁମ୍ଭୀରପାରେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଥିଲେ ନଈକୂଳିଆ ଗ୍ରାମବାସୀ ହେଲେ ଏବେ ପୁଣି ଥରେ ହୋଇଯାଇଛନ୍ତି ଆତଙ୍କିତ |
ଏବେ ପ୍ରତେକ ନଦୀ ନାଳରେ ଦାନବ ରୁପି ରାକ୍ଷସ କୁମ୍ଭୀର ମଣିଷ ଶିକାର କରୁଥିବା ବେଳେ ବାଦ ପଡୁ ନାହାନ୍ତି ବିଭିନ ପଶୁ ପକ୍ଷୀ ମଧ୍ୟ | ହଁ ଆଜ୍ଞା ଦର୍ଶକ ବନ୍ଧୁ ନଦୀ ନାଳ କୁ ଯାଉଥିବା ବେଳେ ଟିକେ ସତର୍କ ହୋଇଯାଆନ୍ତୁ |
କେଜାଣି କେତେବଳେ ଆପଣ ଭି ହୋଇପାରନ୍ତି ଏ ଦାନବ ରୁପି ରାକ୍ଷସ କୁମ୍ଭୀର ର ଶିକାର, କଣ ସତରେ ଦେଖିବାକୁ ମିଳୁଛି ଏହି ମଣିଷ ଖିଆ ଦୁଇ ମୁଣ୍ଡିଆ କୁମ୍ଭୀର, ଏ ଦୃଶ୍ୟ ଆମକୁ ସଚେତନ କରୁଛି ଆପଣ ମାନେ ନଦୀ କୂଳ ରେ ବସ ବାସ କରୁଥିଲେ ହୋଇଯାଆନ୍ତୁ ସାବଧାନ |