ନମସ୍କାର ଦର୍ଶକବନ୍ଧୁ ବଢି ପାଣି ଭିତରେ ଚାଲିଥିଲା ପ୍ରେମ ସାଙ୍ଗ ହୋଇ ନଦୀ ଭିତରେ ଗାଧୋଇଥିଲେ ସ୍ୱାମୀ ସ୍ତ୍ରୀ ଏପଟେ ସ୍ୱାମୀକୁ ସେପଟେ ପାଞ୍ଚ ମାସର ଗର୍ଭବତୀ ସ୍ତ୍ରୀ ଧରା ଧରି ହୋଇ ପାଣି ଭିତରେ ମଜା ନେଉଥିଲେ ଆଉ ସେହି ବଢି ପାଣିରେ ଗାଧୋଉ ଗାଧୋଉ ଏମିତି କିଛି ଘଟି ଯାଇଥିଲା ଯେଉଁଥି ପାଇଁ ପାଣି ଭିତରେ ପ୍ରେମ କରିବା ଛାଡ଼ି ଯାଇଥିଲା |ଦର୍ଶକବନ୍ଧୁ ସ୍ୱାମୀଙ୍କ ନାମ ହେଉଛି ବଳରାମ ସେଠି ଆଉ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସ୍ୱର୍ଣ୍ଣ ପ୍ରଭା ସୂଚନା ଅନୁସାରେ ଏବେ କିଛି ମାସ ତଳେ ଏହି ଦୁହେଁ କର ବାହାଘର ହୋଇଥିଲା |
ଏପଟେ ପାଞ୍ଚ ମାସର ଗର୍ଭବତୀ ମଧ୍ୟ ଥିଲେ ସ୍ତ୍ରୀ ସ୍ଵର୍ଣ୍ଣପ୍ରଭା ଆଉ ତାଙ୍କ ଛୋଟ ପରିବାରଟିଏ ମଧ୍ୟ ବେଶ ହସ ଖୁସିରେ ଚାଲିଥିଲା |ସେଦିନ ଥିଲା ରାକ୍ଷୀ ପୂର୍ଣିମା ସ୍ତ୍ରୀ ସ୍ଵର୍ଣ୍ଣପ୍ରଭା ତା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ସ୍ୱାମୀଙ୍କୁ ତାଙ୍କ ସାଙ୍ଗରେ ଘରକୁ ଯିବା ପାଇଁ କହିଥିଲା |ରାକ୍ଷୀ ପୂର୍ଣ୍ଣିମା ସରିଥିଲା ଭାଇ ହାତରେ ଭଉଣୀ ରାକ୍ଷୀ ମଧ୍ୟ ବାନ୍ଧି ଦେଇଥିଲା କିନ୍ତୁ ଆଉ କିଛି ଦିନ ଘରେ ରହିଯିବା ପାଇଁ କହିଥିଲେ ପରିବାର ଲୋକେ ସ୍ତ୍ରୀ ସହିତ ସ୍ୱାମୀ ମଧ୍ୟ ରହି ଯାଇଥିଲା ଶଶୁର ଘରେ |
ଗତ କାଲି ସ୍ୱାମୀ ସ୍ତ୍ରୀ ଗାଁ ନଦୀକୁ ଯାଇଥିଲେ ଗାଧେଇବା ପାଇଁ ସ୍ତ୍ରୀ ସ୍ୱର୍ଣ୍ଣପ୍ରଭା ମନା କରିଥିଲେ ମଧ୍ୟ ସ୍ୱାମୀ ବଳାରାମର ଇଛା ଥିଲା ନଦୀରେ ଯାଇ ଗାଧେଇବା ପାଇଁ ଆଉ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଆସିଥିଲେ ନଦୀରେ ଗାଧେଇବା ପାଇଁ ଏପଟେ ସ୍ତ୍ରୀ ପାହାଚ ଉପରେ ବସିଥିଲା ବେଳେ ସେପଟେ ସ୍ୱାମୀ ନଦୀ ଭିତରେ ଗାଧୋଉ ଥିଲା ବଳରାମ |
ଆଉ ଏତିକି ବେଳେ ବଳରାମ ସ୍ତ୍ରୀ ସହିତ କଥା ହେଉଥିବା ବେଳେ ସେପଟେ ନଦୀର ପାଣି ଧୀରେ ଧୀରେ ବଢ଼ିବାରେ ଲାଗିଥିଲା କିନ୍ତୁ ଏହା ଜାଣି ପାରିନଥିଲା ବଳରାମ ସେ ସ୍ତ୍ରୀ ଭିତରେ ଥଟ୍ଟା ମଜା କରି ପାଣି ଭିତରେ ସେମିତି ଗାଧୋଉ ଥିଲା କିନ୍ତୁ ଏତିକି ବେଳେ ହଟାତ ବଢି ପାଣି ଆସିଲା ବଳରାମକୁ ହଟାତ ଭସେଇ ନେଇଗଲା |
ବଳରାମ ନିଜକୁ ବଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ ଆଉ ସ୍ତ୍ରୀ ମଧ୍ୟ ସ୍ୱାମୀକୁ ବଞ୍ଚାଇବା ପାଇଁ ଯାଇ ପାଣିକୁ ଡେଇଁ ପଡ଼ିଥିଲା କିନ୍ତୁ ସେ ମଧ୍ୟ ସ୍ୱାମୀକୁ ବଞ୍ଚାଇ ପାରିନଥିଲା |ଖବର ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜା ଖୋଜି ଆରମ୍ଭ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ସ୍ୱାମୀ ବଳରାମଙ୍କ ପତା ମିଳି ନାହିଁ |