Malika Bachana:ଜାଣନ୍ତୁ ଅସଲି ସତ ଆସିଲା ସାମ୍ନାକୁ ,ହୀରାକୁଦରୁ ଧରା ପଡିଲା ବଉଳା କୁମ୍ଭୀର ଏବଂ ଚିତ୍ତଳ ମାଛ କେବେ ଦେଖି ନଥିବେ ଏତେ ବଡ ମାଛ…

ନମସ୍କାର ଦର୍ଶକବନ୍ଧୁ ଯେଉଁମାନେ ହୀରାକୁଦ ବନ୍ଧକୁ ନେଇ ଭୟ କରି ରହୁଛନ୍ତି ସେମାନଙ୍କ ହୀରାକୁଦ ବାନ୍ଧ ପାଇଁ ଭୟ କରିବା କିଛି ଆବଶ୍ୟକ ନାହିଁ ଦର୍ଶକବନ୍ଧୁ ଆପଣମାନେ ଏତିକି ଜାଣି ରଖନ୍ତୁ ଯଦି ହୀରାକୁଦ ବନ୍ଧ ଭାଙ୍ଗିଯାଏ ତାହେଲେ ଓଡ଼ିଶାର କେଇଟା ଜିଲ୍ଲା ଜଳମଗ୍ନ ହୋଇଯିବ ବା କ୍ଷୟକ୍ଷତି ହୋଇଯିବ |ହେଇପାରେ ବନ୍ୟା ଦ୍ୱାରା ଗାଈ ଗୋରୁ ମଣିଷ କିଛି ପ୍ରଭାବ ପକାଇ ପାରେ କିନ୍ତୁ ବିଶ୍ୱ ପାଇଁ କଣ ପ୍ରଭାବ ପକାଇବ |ତେବେ ଓଡିଶା ଗୋଟେ ରାଜ୍ୟ ମହାପୁରୁଷ କଣ ଏହି ଚିନ୍ତା ଧାରାରେ ଲେଖିଥିଲେ ହୀରାକୁଦ ବନ୍ଧ ଭାଙ୍ଗିଗଲେ ବିଶ୍ୱରେ ପ୍ରଳୟ ହୋଇଯିବ ଦର୍ଶକବନ୍ଧୁ ଏହି ଭଳି କଥାରେ ଆପଣମାନେ ଚମକି ଉଠିବା ଠିକ ନୁହେଁ ହୀରାକୁଦ ବନ୍ଧରେ କଣ ହେବ ତାହା ବିଚିତ୍ର କଥା |

ହୀରାକୁଦ ବନ୍ଧରେ ପାଣି ବଢ଼ିବାରୁ ଗୋଟେ କଥା ଶୁଣିବାକୁ ମିଳିଥିଲା ଯେ ଗୋଟେ କାଳୀ ନାଗ ହୀରାକୁଦରେ ଖେଳୁଛି ଆଉ ଚିତ୍ତଳ ମାଛ ତାର ଚିତ୍ର ଦେଖାଉଚି |ଦର୍ଶକବନ୍ଧୁ ଏଭଳି କଥା ଶୁଣି ଆପଣ ଭୟଭୀତ ହୁଅନ୍ତୁ ନାହିଁ ମହାପୁରୁଷ ଲେଖିଛନ୍ତି ବଉଳ କୁମ୍ଭୀର ଚିତ୍ତଳ ମାଛ ଯେ ଦିନେ କଳିଯୁଗର ଅନ୍ତିମ ସମୟରେ ଆସିବେ ଯେଉଁ ସମୟରେ ଗୋଟିଏ ବଉଳା କୁମ୍ଭୀର ଆସିବ ସେହି ସମୟ ଏପର୍ଯ୍ୟନ୍ତ ଆସି ନାହିଁ |ପୂର୍ବ ଦିଗ ସମୁଦ୍ରରୁ ଆସିବ ସେ ବଉଳା କୁମ୍ଭୀର କୌଣସି ନଦୀ ନାଳ ଗଡ଼ିଆ ଭିତରେ ନାହିଁ ସେଇଟା ଗୋଟେ ବିଚିତ୍ର କଥା |

ପୂର୍ବ ସମୁଦ୍ରରୁ ସେ କୁମ୍ଭୀର ଆସିବ ଏବଂ ସେତେବେଳେ ଜଳ ପ୍ଲାବିତ ଯୋଗୁ ହୀରା ପାରା ଦୁହେଁ ଏକତ୍ର ରହିବେ |ହୀରାକୁଦ ପାଣି ଆଉ ପାରାଦୀପ ପାଣି ଆସି ଏକତ୍ର ରହିବ ହୀରାକୁଦ ନିକଟରେ ଅଛି ଦଳେଇ ଘାଇ ହୀରାକୁଦ ବନ୍ଧ ଯେ ଉଛୁଳି ପଡ଼ିବ ଗୁପ୍ତେ ଗୁପ୍ତେ ପାତାଳକୁ ସେ ସ୍ରୋତ ଫିଟିବ |ଦଳେଇ ଘାଇରୁ ଚିତ୍ତଳ ମାଛ ଉତ୍ପନ ହେବ ବୋଲି ମାଳିକାରେ ବର୍ଣ୍ଣିତ ଅଛି ଏହି କଥା ମାଳିକାର ଆଗତ ଭବିଷ୍ୟତରେ ଲେଖା ଅଛି |କେଉଁଠୁ ଗୋଟେ କୁମ୍ଭୀର ଦେଖି ଦେଇ ଲୋକେ କହୁଛନ୍ତି ଏଇଟା ଗୋଟିଏ ବଉଳା କୁମ୍ଭୀର ଏହି ବଉଳା କୁମ୍ଭୀର ନଦୀରେ ମଧ୍ୟ ଦେଖା ଯାଉଛନ୍ତି |

କିନ୍ତୁ ଦର୍ଶକବନ୍ଧୁ ଏଇଟା ମାଳିକା ବର୍ଣ୍ଣିତ ବଉଳା କୁମ୍ଭୀର ନୁହେଁ ସେ ଯେଉଁ ପୂର୍ବ ଭାଗରେ ରହିଛି ବଉଳା କୁମ୍ଭୀର ସେ ପୂର୍ବ ସମୁଦ୍ରରେ ରହିଛି ପୂର୍ବ ଦିଗରେ କୁମ୍ଭୀର ରହିଲା କାଳ ସେତେବେଳେ ଦଳାଇ ଘାଇରୁ ଚିତ୍ତଳ ମାଛ ବାହାରି ଯିବ |ଚିତ୍ତଳ ମାଛ ଏବଂ ବଉଳା କୁମ୍ଭୀର ଏହି ଦୁଇଜଣ ହେଉଛନ୍ତି ଭକ୍ତ ତେଣୁ କଳିଯୁଗରେ ଭଗବାନ ତାଙ୍କୁ ବର ଦେଇଛନ୍ତି ଯେ ମୋର କଳ୍କୀ ଅବତାରରେ ତୁମର ଏହି ଲୀଳା ହେବ |ଚିତ୍ତଳ ମାଛ ହାଡ଼ରେ କବାଟ ବନ୍ଧ ତିଆରି ହେବ ଆଉ ଏହି କଥାଟି ଯୁଗ ଯୁଗାନ୍ତରକୁ ରହିଯିବ |

ଦର୍ଶକବନ୍ଧୁ ଏମିତି କଣ କେବେ ହେଇଚି ଓଡ଼ିଶାରେ କେଉଁ ପୀଠ ବା ମଠରେ ଚିତ୍ତଳ ମାଛର କବାଟ ହୋଇଛି କି ବଉଳ କୁମ୍ଭୀର ହାଡ଼ରେ କେଉଁ ଜାଗାରେ ଚଉ ଖୁଣ୍ଟ ହୋଇଛି ଯଦି ହେଇଚି ତାହେଲେ ତ କଳିଯୁଗ ସରି ଯାଇଛି |ବହୁତ ଲୋକମାନେ କହୁଛନ୍ତି ଏଠି ଦେଖିବାକୁ ମିଳିଲା ବଉଳା କୁମ୍ଭୀର ସେଠି ଦେଖିବାକୁ ମିଳିଲା ଚିତ୍ତଳ ମାଛ |ନା ଦର୍ଶକବନ୍ଧୁ ବହୁତ ସମୟ ଅନ୍ତ ଅଛି କଳିଯୁଗ ଶେଷ ହେବା ପାଇଁ କଳିଯୁଗ କେବେ ଅନ୍ତ ହେବ ତାହା କେହି ନିର୍ଣ୍ଣୟ କରିପାରିବେ ନାହିଁ |ଏଭଳି ବିଭ୍ରାନ୍ତ କାର ମତ ଦେଇ ଜନ ସାଧାରଣଙ୍କୁ ଡରେଇବା ଉଚିତ ନୁହେଁ

Leave a Reply

Your email address will not be published. Required fields are marked *