Ganesha ଚତୁର୍ଥୀ ଘରକୁ ନିଶ୍ଚୟ ଆଣନ୍ତୁ ଏହି 5ଟି ଜିନିଷ, ଧନର ହେବ ବର୍ଷା, ବର୍ଷ ସାରା ରହିବ ନାହିଁ କିଛି ବି ଅଭାବ…

ନମସ୍କାର ଦର୍ଶକବନ୍ଧୁ ଆଗକୁ ଆସୁଛି ଗଣେଷ ପୂଜା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ପାଳନ କରାଯାଏ | ଏହି ତିଥିରେ ପ୍ରଭୁ ଗଣେଶଙ୍କ ପୂଜାକରିବାର ମହତ୍ୱ ରହିଛି ଶାସ୍ତ୍ରରେ ଉଲେଖ ରହିଛିଯେ ଭଗବାନ ଗଣେଶ ଦୁଃଖ କଷ୍ଟ ଓ ଦରିଦ୍ରତାରୁ ମୁକ୍ତି ଦେଇଥାନ୍ତି | ଏହିଦିନ ଉଚିତ ବିଧିବିଧନ ଅନୁସାରେ ପୂଜା କଲେ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ | ତେବେ ଗଣେଶ ପୂଜାରେ ପ୍ରଭୁ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ ଉପାୟ ଓ ପୂଜାର୍ଚନା ମଧ୍ୟ କରାଯାଇଥାଏ |

ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କେଉଁ ଗୋଟିଏ ଜିନିଷ ଘରକୁ ଆଣିଲେ ଘରେ ସୁଖ ସମୃଦ୍ଧି ଆସିବା ସହିତ ମତଳକ୍ଷ୍ମୀଙ୍କ କୃପା ସଦାସର୍ବଦା ଆପଣଙ୍କ ଘରେ ରହିଥାଏ ଏବଂ ଏଥିସହିତ ଆମେ ଜାଣିବା ଏହି ବର୍ଷ ଗଣେଶ ପୂଜା କେବେ ପଡୁଛି ଆଉ ଶୁଭ ମୁହୂର୍ତ କେବେ…ତେବେ ଦର୍ଶକବନ୍ଧୁ ଚଳିତବର୍ଷ ଗଣେଶ ପୂଜାର ତାରିଖକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ ଦେଖା ଦେଇଛି | ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଗଣେଶ ପୂଜା ପ୍ରକୃତରେ ସେପ୍ଟେମ୍ବର 18 ନ 19 |

ଆପଣ ଯଦି କୌଣସି ଓଡ଼ିଆ କ୍ୟାଲେଣ୍ଡର ଦେଖନ୍ତି ତେବେ ସେଥିରେ 19 ତାରିଖ ମଙ୍ଗଳବାର ଦିନ ଗଣେଶ ପୂଜା ଦେଖିବାକୁ ମିଳୁଛି | ତେବେ ଦର୍ଶକ ବନ୍ଧୁ ଏହି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥି 18 ତାରିଖ ସୋମବାର ଦିନ 12:39 ମିନିଟରୁ ଆରମ୍ଭ ହେଉଅଛି ଏବଂ 19 ସେପ୍ଟେମ୍ବର ମଙ୍ଗଳବାର ଦିନ 1:43 ମିନିଟ ପର୍ଯ୍ୟନ୍ତ ରହୁଅଛି | ତିଥି ଓ ନକ୍ଷେତ୍ର ଅନୁସାରେ ଗଣେଶ ପୂଜା ଏହି ବର୍ଷ ସେପ୍ଟେମ୍ବର 19 ତାରିଖ ମଙ୍ଗଳବାର ଦିନ ପାଳନ କରାଯିବ ଉଚିତ |

ଏହିବର୍ଷର ଗଣେଶ ପୂଜାର ଶୁଭ ମୁହୂର୍ତ ହେଉଛି 19 ସେପ୍ଟେମ୍ବର ମଙ୍ଗଳବାର ସଲାକ 5:35 ରୁ ସକାଳ 7:28 ପର୍ଯ୍ୟନ୍ତ ରହୁଛି ଏବଂ ଆଉଗୋଟିଏ ଶୁଭ ମୁହୂର୍ତ ହେଉଛି 19 ସେପ୍ଟେମ୍ବର ମଙ୍ଗଳବାର ସଲାକ 9:2ରୁ ଦିନ 1:33 ପର୍ଯ୍ୟନ୍ତ ରହୁଛି ଏହି ସମୟ ସୀମା ମଧ୍ୟରେ ଆପଣ ବିଧିବିଧାନ ସହିତ ଗଣେଶ ପୂଜା କରିପାରିବେ |

ଘରକୁ ଅଣାନ୍ତୁ ଏହିଜିନିଷ :-
ଯଦି ଆପଣଙ୍କ ଧନ ସମ୍ବନ୍ଧିତ କୌଣସି ସମସ୍ୟାରେ ରହୁଛନ୍ତି ତେବେ ଏହି ଗଣେଶ ପୂଜା ଦିନ କିଣିକି ଘରକୁ ଅଣାନ୍ତୁ ଏହିସବୁ ଜିନିଷ | ଦେଖିବେ ଆପଣଙ୍କ କୌଣସି ଧନ ସମ୍ବନ୍ଧିତ ସମସ୍ୟା ରହିବ ନାହିଁ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଜିନିଷ 1. ଭଗବାନ ଗଣେଶଙ୍କ ମୂର୍ତି ତେବେ ଆପଣ କୌଣସି ସମସ୍ୟାରେ ଫସିଛନ୍ତି ତେବେ ଗଣେଶଙ୍କର ମୂର୍ତି ନିଶ୍ଚୟ ଘରକୁ ଅଣନ୍ତୁ |

2. ନଢ଼ିଆ – ଯଦି ଭଗବାନ ଗଣେଶଙ୍କ ପୂଜାରେ ନଡ଼ିଆ ଭୋଗ ଲଗାଯାଏ ତେବେ ବହୁତ ମଙ୍ଗଳ କରି ହୋଇଥାଏ ଏହାଦ୍ୱାରା ଆପଣଙ୍କର ସଫଳତାର ଦ୍ୱାରା ଖୋଲିଯାଇଥାଏ | ଘରୁ ସବୁ ନକାରାତ୍ମକ ଉର୍ଜା ବାହାରିଯାଇଥାଏ ଏବଂ ସକାରାତ୍ମକ ଉର୍ଜା ଆସିଥାଏ |

3.ମୟର ପଙ୍ଖ – ଯଦି ଆପଣ ସବୁବେଳେ ଧନକୁନେଇ ଚିନ୍ତିତ ରହୁଛନ୍ତି ତେବେ ଏହି ଗଣେଶ ପୂଜା ଦିନ ମୟର ପଙ୍ଖା ନିଶ୍ଚୟ କିଣି ଘରକୁ ଅଣାନ୍ତୁ | ଧ୍ୟାନ ରଖିବେ ମୟର ପଙ୍ଖା କିଣିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମ ନିଶ୍ଚୟ ନେଇକି କିଣିବେ ଏମିତି କରିବାଦ୍ୱାରା ଆପଣଙ୍କ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ସବୁ କାର୍ଯ୍ୟ ଭଲରେ ସମ୍ପର୍ଣ ହୋଇଥାଏ |

4.ୱିଇଣ୍ଡ ଚାଇମ୍ସ – ଏହାକୁ ଘରେ ଲଗେଇବା ଦ୍ୱାରା ଗୃହର ବାସ୍ତୁଦୋଷ ଦୂରାହୋଇଥାଏ | ପବନରେ ଏହାର ଶବ୍ଦରେ ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ତେବେ ଏହି ଶୁଭ ସମୟରେ ଗୋଟିଏ ୱିଇଣ୍ଡ ଚାଇମ୍ସ ଘରକୁ ନିଶ୍ଚୟ ଅଣାନ୍ତୁ | ଦେଖିବେ ସବୁ ସମସ୍ୟା ଘରୁ ଧୀରେ ଧୀରେ ଶେଷ ହୋଇଯିବ |

5. କ୍ରିଷ୍ଟାଲ ଗ୍ଲୋବ – ଶାସ୍ତ୍ର ଅନୁଯାଇ ନିଜ ଭିତରେ ପ୍ରକାଶ ସମାହିତ କରିରଖିଥାଏ ତେବେ ଆପଣମାନେ ଏହି ପବିତ୍ର ଅବସରରେ ନିଶ୍ଚୟ ଗୋଟିଏ କ୍ରିଷ୍ଟାଲ ଗ୍ଲୋବ ଘରକୁ ଅଣନ୍ତୁ ଏବଂ ଏହାକୁ ଘରର ଉତର ଏବଂ ପୂର୍ବ କୋଣରେ ରଖନ୍ତୁ | ଦେଖିବେ ଆପଣଙ୍କର ଖୁସିର ଦିନ ବହୁତ ଶୀଘ୍ର ଆରମ୍ଭ ହୋଇଯିବ |

Leave a Reply

Your email address will not be published. Required fields are marked *