ନମସ୍କାର ଦର୍ଶକବନ୍ଧୁ ଖରାପ ସମୟ ଆପଣମାନଙ୍କର ଶେଷ ହେବାକୁ ଯାଉଛି ଆଜି ରାତିଠାରୁ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗ ବାଲି |ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଶନିବାର ଏବଂ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଦିନ ହୋଇଥାଏ ଏବଂ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଗାମୀ ମଙ୍ଗଳବାର ଦିନ ମଙ୍ଗଳକାରୀ ସଂଯୋଗର ଆରମ୍ଭ ହେବ ଯାହା ଫଳରେ କିଛି ରାଶିର ଲୋକମାନଙ୍କର ଜୀବନରେ ଏବେ ମଙ୍ଗଳ ହିଁ ମଙ୍ଗଳ ହେବ |ଏମାନଙ୍କ ଜୀବନରେ ଏବେ ସବୁ ସମସ୍ୟା ଗୁଡ଼ିକ ଏବେ ଦୂର ହୋଇପାରେ ଏମାନଙ୍କୁ ଜୀବନରେ ଲାଭ ହିଁ ଲାଭ ମିଳିବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ କିଛି ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ରାଶିର ଲୋକମାନଙ୍କ ଜୀବନରେ ମଙ୍ଗଳକାରୀ ସଂଯୋଗ ଫଳରେ ରାଶିମାନଙ୍କ କୃପା ହେବାକୁ ଯାଉଅଛି |ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
ତୁଳା ରାଶି -କହିରଖୁଛୁ ଯେ ରାଜନୀତି ସହିତ ଜଡ଼ିତ ଲୋକମାନଙ୍କୁ ସଫଳତା ହାସଲ ହେବ ଆପଣଙ୍କ ଉନ୍ନତିର ମାର୍ଗରେ ଆସୁଥିବା ସମସ୍ୟା ଗୁଡ଼ିକ କମ ହେବ ଜୀବନରେ ଧନ ବୈଭବର ପ୍ରାପ୍ତି ହେବ ବୈବାହିକ ଜୀବନରେ ଦିନକୁ ଦିନ ଭଲ ପାଇବା ବଢ଼ିଯିବ ଧନ ସମ୍ବଦିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ |ବେରୋଜଗାରର ଚିନ୍ତା ଏବେ ସମାପ୍ତ ହୋଇଯିବ ଏବଂ ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ଧନ ଏବଂ ପ୍ରସିଦ୍ଧିର ପ୍ରାପ୍ତ ହେବ କାରବାର ଏବଂ ଚାକିରୀ କ୍ଷେତ୍ରରେ ମନ ଚାହୁଁଥିବା ସଫଳତା ଆପଣଙ୍କୁ ପ୍ରାପ୍ତ ହେବ ଏହି ସମୟରେ ଆପଣାକୁ ସବୁ କରାଜାରୁ ମୁକ୍ତି ମିଳିବ |କ୍ୟାରିୟରରେ ଆପଣଙ୍କୁ ସବୁ କରଜରୁ ମୁକ୍ତି ମିଳିପାରିବ କ୍ୟାରିୟରରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ |
ମେଷ ରାଶି -କହି ରଖୁଛୁ ଯେ ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଅଛି ଏହି ରାଶିର ଲୋକମାନଙ୍କର ଭାଗ୍ୟରେ ଅନେକ ଖୁସି ଆସିପାରେ ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏମାନଙ୍କ ଧନ ଦୌଲତରେ ବୃଦ୍ଧି ହେବ | ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇ ସାରିଛି ଯାହା ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ହେବ ଏମାନଙ୍କ ଜୀବନରେ ଏବେ ସବୁ ସମସ୍ୟା ପ୍ରଭୁ ବଜରଙ୍ଗ ବାଲି ସମାପ୍ତ କରିଦେବେ |
ବୃଷ ରାଶି -ପାରିବାରିକ ଏବଂ ଆର୍ଥିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ଅଟକି ରହିଥିବା ସବୁ କାର୍ଯ୍ୟରେ ଆପଣଙ୍କ ଚାଲୁ ହେବାରେ ଲାଗିବ |ଆପଣଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ ବ୍ୟାପାରରେ ଆପଣଙ୍କୁ ଶୁଭ ଫଳ ମିଳିବାର ଯୋଗ ବନୁଅଛି |ଆପଣଙ୍କ ମନରେ ଏବେ ଆର୍ଥିକ ଯୋଜନା ଆସିପାରେ ଆପଣ ଆପଣଙ୍କ ସବୁ କାର୍ଯ୍ୟ ଏବେ ଯୋଜନା ଭାବରେ ପୂରଣ କରିବେ |ଯାହାକି ଆପଣଙ୍କ ପାଇଁ ଅତ୍ୟଧିକ ଲାଭକାରୀ ସିଦ୍ଧ ହେବ ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ |
ମିଥୁନ ରାଶି -କହିଦେଉଚୁ ଯେ ବହୁତ ଦିନ ପରେ ମିଥୁନ ରାଶିର ଲୋକମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇଯାଇଛି ଯାହା ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ ଏମାନଙ୍କ ଭାଗ୍ୟ ଅଚାନକ ଭାବରେ ଚମକି ପଡ଼ିବ |ପାଠ ପଢ଼ୁଥିବା ପିଲାମାନଙ୍କ ରେଜଲ୍ଟ ମଧ୍ୟ ବହୁତ ଭଲ ଆସିବ ଏମାନଙ୍କ ପରିଶ୍ରମ ଏବେ ଭଲ ଫଳ ଦେବ |ତଥା ବେପାର ବାଣିଜ୍ୟରେ ଏମାନଙ୍କୁ ବହୁତ ବଡ଼ ସଫଳତା ମିଳିବାର ଯୋଗ ବନୁଅଛି ଏହି ସମୟ ଏମାନଙ୍କ ପାଇଁ ବହୁତ ଶୁଭ ଅଟେ |
କନ୍ୟା ରାଶି -ଏହି ରାଶିର ଜୀବନରେ ଏବେ କେବଳ ମଙ୍ଗଳ ହିଁ ମଙ୍ଗଳ ହେବ ପ୍ରେମ ଏବଂ ଟଙ୍କା ପଇସାରେ ଏବେ ଆପଣଙ୍କୁ ସଫଳତା ମିଳିବ ଜୀବନ ସାଥୀଙ୍କ ସହଯୋଗ ଏବେ ଏମାନଙ୍କୁ ଭାଗ୍ୟଶାଳୀ କରି ପାରିବ |ସଚ୍ଚା ମନରେ ଭଗବାନ ହନୁମାନଙ୍କ ନାମ ନେଇ ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କର ଭାଗ୍ୟ ବଦଳାଇ ଦେଲା ଭଳି ସାବ୍ୟସ୍ତ ହେବ |