ଏବେ ଏବେ ଓଡ଼ିଆ ଅଭିନେତା ଅରିନ୍ଦମ ରାୟଙ୍କୁ ନେଇ ଆସିଲା ବଡ଼ ଖବର, ଏବେ କେମିତି ଅଛନ୍ତି…Janile ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ଚିନ୍ତାରେ ଓଲିଉଡ଼ର ସୁପରଷ୍ଟାର ଅରିନ୍ଦମ ରାୟ ତେବେ କାହିଁକି ଜାଣିବା ପାଇଁ ହେଲେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ |ଓଲିଉଡ଼ର ସୁପରଷ୍ଟାର ଅରିନ୍ଦମ ରାୟଙ୍କୁ କିଏ ବା ନଜାଣେ ସେ ଅନେକ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଓଡ଼ିଶାରେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି |କିଛି ଦିନର ନୀରବତା ପରେ ଓଲିଉଡ଼ ର ଆକ୍ସନ ଷ୍ଟାର ଅରିନ୍ଦମ ରାୟ ରାମ ଅବତାରରେ ଆସୁଛନ୍ତି |

ରତ୍ନ ଫିଲ୍ମ ବ୍ୟାନରର ଚତୁର୍ଥ ଅବଧାନ ତଥା ଅରିନ୍ଦମଙ୍କ ନିଜ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ଦଶହରାରେ ମୁକ୍ତି ଲାଭ କରିବାକୁ ଯାଉଛି |ଏହି ଚଳଚ୍ଚିତ୍ରର ଅନ୍ୟତମ ଆକର୍ଷଣ ହେଉଛନ୍ତି ବଲିଉଡ ଅଭିନେତା ରାହୁଲ ଦେ |ପୂର୍ବରୁ ରାହୁଲ ଦେ ମଧ୍ୟ ଓଡ଼ିଆ ସିନେମାରେ ଅଭିନୟ କରି ସାରିଛନ୍ତି ଉକ୍ତ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଭରତ ଧ୍ୱଜ ପଣ୍ଡା ଲେଖିଥିବା ବେଳେ ନିର୍ଦେଶନା ଦେଉଛନ୍ତି ଅଶୋକ ପତି |

ଏହାର ସଙ୍ଗୀତ ନିର୍ଦେଶକ ହେଉଛନ୍ତି ଅଶୋକ ଏବଂ ଲିଙ୍କନ |ଆଗକୁ ଆସିବାକୁ ଯାଉଥିବା ସିନେମା ରାମ ଏକ ବିଗ ବଜାର ଫିଲ୍ମ ବୋଲି ମେଡିଆ ପ୍ଲାନର ତଥା କ୍ରିଏଟିଭ ହେଟ ପ୍ରଣୟ ସେଠି ସୂଚନା ଦେଇଛନ୍ତି

ସେ କହିଛନ୍ତି ଏଥର ଦର୍ଶକ ଦେଖିବେ ଓଡ଼ିଆ ବ୍ୟୟା ବହୁଳ ଚଳଚ୍ଚିତ୍ର ତେବେ ଓଲିଉଡ଼ର ସୁପରଷ୍ଟାର ଅରିନ୍ଦମ ରାୟ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ତାଙ୍କର ନୂଆ ଆସୁଥିବା ଓଡ଼ିଆ ଚଳଚ୍ଚିତ୍ର ରାମ ରେ ସେ ନଜର ଆସିବେ |

Leave a Reply

Your email address will not be published. Required fields are marked *