ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟେ ଫୁଲ(Flower ) ଆଉ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଆଗାମୀ ଭବିଷ୍ୟତକୁ ନେଇ ସେ କଣ କହୁଛି |

ନମସ୍କାର ଦର୍ଶକବନ୍ଧୁ ଆଜି ଆପଣମାନଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଅଛି ଯାହାକି ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ କହି ପାରିବୁ ଆପଣ ଫୋଟରେ ଯେଉଁ ତିନୋଟି ରଙ୍ଗର ଫୁଲ ଦେଖୁଛନ୍ତି ତ ପ୍ରଥମେ ଆପଣ ଭଲ ସେ ଦେଖି ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଓ ଆପଣଙ୍କୁ ଯେଉଁ ରଙ୍ଗ ଆପଣଙ୍କୁ ସବୁଠାରୁ ଅଧିକ ଭଲ ଲାଗିବ ସେହି ରଙ୍ଗକୁ ବାଛନ୍ତୁ ଏହି ରଙ୍ଗର ଚୟନରୁ ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବୁ |ଆଜିର ସମୟରେ ଲୋକମାନେ ଯେତେ ପ୍ରଗତି କରୁଛନ୍ତି ଅନ୍ଧ ବିଶ୍ୱାସରେ ମଧ୍ୟ ସମାଜ ସେମିତି ବୃଦ୍ଧି ପାଇବାକୁ ଲାଗୁଚି ପ୍ରତ୍ୟକ ବ୍ୟକ୍ତି ଖୁବ କମ ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟକୁ ଶେଷ କରିବାକୁ ଚାହିଁ ଥାଆନ୍ତି |କିଛି ଲୋକ ଭବିଷ୍ୟତର ଆକଳନ କରି ଲୋକମାନଙ୍କୁ ଧୋକା ମଧ୍ୟ ଦେଇ ଥାଆନ୍ତି |ଆପଣଙ୍କୁ ଯେଉଁ ତିନୋଟି ଫୁଲ ଦେଖାଯାଉଛି ତାହା ମଧ୍ୟରୁ ଆପଣ ଚୟନ କରନ୍ତୁ ଗୋଟିଏ ରଙ୍ଗର ଫୁଲ ଓ ଜାଣନ୍ତୁ ଆପଣ ଆପଣଙ୍କ ଭବିଷ୍ୟତ କିପରି ନିର୍ଦ୍ଧାରିତ କରିବେ |

ପ୍ରଥମେ ଆପଣ ଯଦି ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତ ହଳଦିଆ ରଙ୍ଗର ଫୁଲକୁ ବାଛୁଥିବା ବ୍ୟକ୍ତି ଆପଣଙ୍କ ଆଗାମୀ ଜୀବନରେ ଆପଣଙ୍କର ଅର୍ଥ ସମସ୍ୟା ଲାଗି ରହିବ |ଆପଣ ନିଜ ରୋଜଗାରରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ହଳଦିଆ ରଙ୍ଗଟିକୁ ପସନ୍ଦ କରୁଥିବା ଲୋକ ଲୋଭିଆ ସ୍ଵଭାଵର ହୋଇ ନଥାନ୍ତି ଏବଂ ଆକାଶ ପରି ବିଶାଳ ହୃଦୟ ଏମାନଙ୍କର ହୋଇଥାଏ |ଏହି ଲୋକମାନଙ୍କ ଆର୍ଥିକ ସମସ୍ୟା କାରଣରୁ ସେମାନେ ଚୁପ ରହି ଥାଆନ୍ତି |ଅତି ସହଜରେ ଲୋକମାନଙ୍କ ସହିତ ମିଶି ଯାଇ ଥାଆନ୍ତି |

ଦ୍ୱିତୀୟରେ ରହିଛି ନାଲି ରଙ୍ଗର ଫୁଲ ଯେଉଁ ବ୍ୟକ୍ତି ପ୍ରଥମ ନଜରରେ ନାଲି ରଙ୍ଗର ଫୁଲଟିକୁ ବାଛିଛନ୍ତି ସେହି ଲୋକମାନଙ୍କ ଜୀବନରେ ନାନା ପ୍ରକାର ସମସ୍ୟା ଲାଗି ରହିଥାଏ କେବେ ଭାଗ୍ୟ ଏମାନଙ୍କ ସହିତ ରହିଥାଏ ତ କେବେ ରହି ନଥାଏ |ନାଲି ରଙ୍ଗ ହେଉଛି ଲଭର ପ୍ରତୀକ ଚିହ୍ନ |ଲଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ରଙ୍ଗ ମୁଖ୍ୟ ଅଟେ ଏହି ରଙ୍ଗର ଫୁଲଟିକୁ ପସନ୍ଦ କରୁଥିବା ଲୋକେ ଦେଖିବାକୁ ଖୁବ ସୁନ୍ଦର ହୋଇ ଥାଆନ୍ତି ଏମାନଙ୍କ ହୃଦୟ ବହୁତ ସଚୋଟ ହୋଇଥାଏ ପ୍ରତ୍ୟକ ଲୋକଙ୍କ ଭାବନାକୁ ଗୁରୁତ୍ୱ ଦେଇ ଥାଆନ୍ତି |

ତୃତୀୟରେ ରହିଛି ଆପଣ ଯଦି ସବୁଜ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ସ୍ୱଭାବର ବ୍ୟକ୍ତି ହୋଇ ଥାଆନ୍ତି ଓ ନିର୍ମଳ ହୃଦୟବାନ ବ୍ୟକ୍ତି ହୋଇ ଥାଆ ନ୍ତି ଆପଣ ଅନେକ ବଡ଼ ସମସ୍ୟା ମାନଙ୍କ ସମାଧାନ ବହୁତ ସହଜରେ କରି ପାରନ୍ତି ଏବଂ ଏକ ସୁନ୍ଦର ଭବିଷ୍ୟତ ବିଷୟରେ ଚିନ୍ତା କରି ଥାଆନ୍ତି |ପରିବାର ଲୋକମାନଙ୍କୁ ସମ୍ମାନ ଦେଇ ଥାଆନ୍ତି କିନ୍ତୁ ପ୍ରତି ବଦଳରେ ଆପଣ ମାନଙ୍କୁ ଭଲ ଫଳ ମିଳି ନଥାଏ ଯାହା ଦ୍ୱାରା ଆପଣ ବହୁତ ଉଦାସ ରହି ଥାଆନ୍ତି |ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାକୁ ଯାଉଛନ୍ତି |

Leave a Reply

Your email address will not be published. Required fields are marked *