ପ୍ରଥମ ଥର ପାଇଁ ଓଲିଉଡ଼କୁ ଏଣ୍ଟ୍ରି ମାରୁଛନ୍ତି ଦୀପ୍ତିରେଖା ,ସିରିଏଲ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏହି ହିରୋଙ୍କ ସହ …ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଗୀତ ଗାଇବା ଛାଡ଼ି ଏବେ ଓଡ଼ିଆ ସିରିଏଲ ରେ ଅଭିନୟ କରିବେ ଓଡ଼ିଆ ସିଙ୍ଗର ଦୀପ୍ତି ରେଖା ତ ବନ୍ଧୁଗଣ ଆପଣମାନେ ତ ଦୀପ୍ତିରେଖାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ବହୁତ ସାରା ଗୀତ ଗାଇଛନ୍ତି ଦୀପ୍ତି ରେଖା ତାହେଲେ ଛୋଟ ବେଳରୁ ସେ ଗୀତ ଗାଇବା ସହିତ ଅଭିନୟକୁ ବହୁତ ଭଲ ପାଆନ୍ତି |ଛୋଟ ବେଳରୁ ସେ ସ୍କୁଲ ଏବଂ କଲେଜରେ ବହୁତ ସାରା ଅଭିନୟ କରି ଆୱାର୍ଡ ମଧ୍ୟ ପାଇଛନ୍ତି |

ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ସେ ପ୍ରଥମେ ଅଭିନୟ କରିବା ପାଇଁ ଆସିଥିଲେ କିନ୍ତୁ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିବା ଠାରୁ ସେ କେବେବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି |ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ସେ ପ୍ରାୟ 500 ରୁ ଅଧିକ ଗୀତ ଗାଇ ଓଡ଼ିଶାର ଲୋକମାନଙ୍କ ପାଖରୁ ବହୁତ ସାରା ଭଲ ପାଇବା ପାଇ ସାରିଛନ୍ତି ଦୀପ୍ତିରେଖା ତାହେଲେ ଏବେ ବର୍ତ୍ତମାନ ଦୀପ୍ତିରେଖାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି|

ସେ ପ୍ରଥମ ଥର ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାରେ ନଜର ଆସିବେ |ତାହେଲେ ଆଗାମୀ ଦିନ ମାନଙ୍କରେ ଏକ ନୂଆ ସିରିଏଲ ପ୍ରଚଳିତ ହେବ ଯାହାର ନାଁ ରହିଛି ସନ୍ଧ୍ୟା ରାଗିନୀ ଆଉ ଏହି ସିରିଏଲରେ ଆପଣମାନେ ଦୀପ୍ତି ରେଖଙ୍କୁ ଅଭିନୟ କରୁଥିବାର ଦେଖିବାକୁ ପାଇବେ

ସିରିଏଲର ଟ୍ରେଲର ଏବେ ଚ୍ୟାନେଲରେ ପ୍ରଚଳିତ ହେଉଥିବାର ଦେଖିବାକୁ ପାଇଥିବେ |ତାହେଲେ ଜି ସାର୍ଥକର ଏହି ସିରିଏଲରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତି ସଫଳ ହୋଇପାରିବେ ଓଲିଉଡ଼ର ଏହି ସଫଳ ଅଭିନେତ୍ରୀ ଦୀପ୍ତିରେଖା |ଗୀତ ଗାଇକି ମଧ୍ୟ ତାଙ୍କର ଅଭିନୟ ଆପଣମାନେ ଦେଖିବାକୁ ପାଇବେ

Leave a Reply

Your email address will not be published. Required fields are marked *