ପ୍ରଭୁ Hanuman ନିଜେ ଏହିଠାରେ ଟ୍ରେନ ଦୁର୍ଘଟଣାକୁ ଅଟକାଇ ବଞ୍ଚାଇଲେ ଲକ୍ଷ ଲକ୍ଷ ଜୀବନ,ଏହାର ସତ୍ୟତା ଜାଣିଲେ ହାତ ଯୋଡ଼ିଦେବେ ଆପଣ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ପ୍ରଭୁ ହନୁମାନଙ୍କୁ ମାନନ୍ତୁ କିମ୍ବା ନ ମାନନ୍ତୁ ଆଜି ବି ମଧ୍ୟ ପ୍ରଭୁ ହନୁମାନ ଜି ଜୀବିତ ଅଛନ୍ତି ଏବଂ ନିଜର ଅନେକ ଚମତ୍କାର ରେ ଭକ୍ତ ମାନଙ୍କୁ ସର୍ବଦା ପ୍ରସନ୍ନ କରି ଥାଆନ୍ତି ଏବଂ ଭକ୍ତ ମାନଙ୍କ ସର୍ବଦା ରକ୍ଷା ମଧ୍ୟ କରି ଥାଆନ୍ତି |ଆମକୁ ଈଶ୍ୱରଙ୍କ ଆକାର ପ୍ରକାର ବିଷୟରେ ଜଣା ନଥାଉ ମଧ୍ୟ କିନ୍ତୁ ତାଙ୍କ ଶକ୍ତିର ପ୍ରଭାବ ଆମକୁ ଆମ ଚାରିପାଖରେ ଦେଖିବାକୁ ମିଳିଥାଏ ଯେଉଁ କାରଣରୁ କୋଟି କୋଟି ଲୋକଙ୍କ ଇଛା ଗୋଟିଏ ମୂର୍ତ୍ତି ସାମ୍ନାରେ ଆସି ଅଟକି ଯାଇଥାଏ ଏମିତି ଏକ ଚମତ୍କାରୀ ଶକ୍ତି ଯାହାର ସାମ୍ନାରେ ମନୁଷ୍ୟ କଣ ଜୋରରେ ଚାଲୁଥିବା ଟ୍ରେନ ମଧ୍ୟ ନିଜକୁ ନିଜ ଧୀର ହୋଇ ତାଙ୍କୁ ପ୍ରଣାମ କରିବା ପାଇଁ ଅଟକି ଯାଇଥାଏ |

ଏହି ଭଳି ଜୀବନ୍ତ ଉଦାହରଣ ଆମକୁ ମଧ୍ୟପ୍ରଦେଶର ସାଜା ପୁରରେ ଅବସ୍ଥିତ ପୋଲାଇ ଗ୍ରାମର ହନୁମାନଙ୍କ ଜି ଙ୍କ ଏକ ଚମତ୍କାରୀ ମନ୍ଦିରରେ ଦେଖିବାକୁ ମିଳିଥିଲା |ଯେଉଁଠାରେ ଲୋକମାନଙ୍କ ଧାରଣା ରହିଛି ଯେ ଏହି ମନ୍ଦିର ବହୁତ ବଡ଼ ଚମତ୍କାରୀ ମନ୍ଦିର ଅଟେ ଯାହାକି ଆଗକୁ ଘଟିବାକୁ ଯାଉଥିବା ଘଟଣାର ପୂର୍ବରୁ ଆପଣଙ୍କୁ ସୂଚନା ଦେଇ ଦେଇଥାଏ |ପ୍ରତିଦିନ ଏହି ମନ୍ଦିରକୁ ହଜାର ହଜାର ଲୋକ ବାବାଙ୍କ ଆଶୀର୍ବାଦ ନେବା ପାଇଁ ଏହିଠାରେ ଆସି ଥାଆନ୍ତି ଏବଂ ବାବାଙ୍କ ଜୟ ଜୟ କାର ଶବ୍ଦରେ ପ୍ରତିଦିନ କମ୍ପି ଉଠିଥାଏ |

ପ୍ରତିଦିନ ଏହି ମନ୍ଦିରକୁ ହଜାରରୁ ଅଧିକ ଲୋକ ଆଶୀର୍ବାଦ ନେବା ପାଇଁ ଆସି ଥାଆନ୍ତି କୁହାଯାଇଥାଏ ଯେ ଯଦି କୌଣସି ମନୁଷ୍ୟର ନିଜର ଇଛା ଶ୍ରଦ୍ଧାର ସହିତ ନିଜ ମନସ୍କାମନା କହି ଦେଇଥାଏ ତେବେ ତାହାର ସବୁ ମନସ୍କାମନା ପୂରଣ ହୋଇ ଯାଇଥାଏ |କୁହାଯାଏ ଯେ ପ୍ରତିଦିନ ମନ୍ଦିର ପାଖ ଦେଇ ଯାଉଥିବା ରେଲୱେ ଟ୍ରାକ ଦେଇ ଦୁଇଟି ଟ୍ରେନ ଧକା ହୋଇଯିବ

କାରଣରୁ ଗୋଟିଏ ବଡ଼ ଆକ୍ସିଡେଣ୍ଟ ହୋଇ ଯାଇଥାଆନ୍ତା କିନ୍ତୁ ଏହି ଘଟଣାର ପୂର୍ବରୁ ଦୁଇଟି ଟ୍ରେନର ଡ୍ରାଇଭରଙ୍କୁ ଏହା ପୂର୍ବରୁ ଅନୁଭବ ହୋଇ ସାରିଥିଲା |ଏହି ଘଟଣାଟି ଟ୍ରେନର ଦୁଇ ଡ୍ରାଇଭର ସ୍ବପ୍ନରେ ଦେଖିଥିଲେ ସେହିଠାରେ ଦୁଇଟି ଟ୍ରେନର ଗତି ମଧ୍ୟ ଧୀର ହେବାରେ ଲାଗିଲା |

ଯେମିତି ସେହି ମନ୍ଦିର ପାଖରେ ଟ୍ରେନ ପହଁଚିଲା ନିଜକୁ ଧୀରେ ଧୀରେ ରହିବାରେ ଲାଗିଲା ଏବଂ ଏହି ଠାରେ ମଧ୍ୟ କାହାର ଜୀବନ ଯାଇନଥିଲା ଏବଂ ଟ୍ରେନ ଦୁଇଟି ଆକ୍ସିଡେଣ୍ଟ ହେବାରୁ ବଞ୍ଚି ଯାଇଥିଲେ |ଲୋକମାନଙ୍କ କହିବା ଅନୁସାରେ ଏହା ପ୍ରଭୁ ହନୁମାନଙ୍କ ଚମତ୍କାର ଅଟେ |

Leave a Reply

Your email address will not be published. Required fields are marked *