ଓଡ଼ିଆ ସିରିଏଲ Dibyadrusti ରେ ଅଭିନୟ କରୁଥିବା ଅନନ୍ୟା ଦାସଙ୍କ ପରିବାର ଆଗରୁ ଦେଖି ନ ଥିବେ ,ଦେଖନ୍ତୁ ତାଙ୍କ ପରିବାରରେ କିଏ କିଏ ଅଛନ୍ତି |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ କଥା ହେବା ଦିବ୍ୟଦୃଷ୍ଟି ସିରିଏଲର ଆକ୍ଟ୍ରେସ ଅନନ୍ୟା ଦାସଙ୍କ ପରିବାର ଏବଂ ବାୟୋଗ୍ରାଫି ବିଷୟରେ |ଦର୍ଶକବନ୍ଧୁ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟାଙ୍କ ଜନ୍ମ 13 ନଭେମ୍ବର 2002 ମସିହା ଭୁବନେଶ୍ୱରରେ ହୋଇଥିଲା |ଛୋଟ ବେଳରୁ ଅନନ୍ୟାଙ୍କ ସହିତ ପାଠ ପଢିବା ସହିତ ଅଭିନୟରେ ମଧ୍ୟ ରୁଚି ଥିଲା |

ଅନନ୍ୟା ତାଙ୍କ ଅଭିନୟ ଆରମ୍ଭ ଜି ସାର୍ଥକର ଲୋକପ୍ରିୟ ସିରିଏଲ ଦିବ୍ୟଦୃଷ୍ଟିରୁ କରିଥିଲେ |ଏବେ ଆସନ୍ତୁ ଜାଣିବା ଅନନ୍ୟାଙ୍କ ପରିବାର ବିଷୟରେ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି |ଅନନ୍ୟା ଦାସଙ୍କ ଘରେ ବାପା ମା ଙ୍କ ସହିତ ତାଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି |

ତାଙ୍କ ବାପାଙ୍କ ନାଁ ହେଉଛି ମନୋଜ ଦାସ ତାଙ୍କ ମା ଙ୍କ ନାମ ହେଉଛି ରଶ୍ମିରେଖା ମିଶ୍ର ଅନନ୍ୟା ଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ଅପୂର୍ବା ଦାସ ଯିଏ କି ଜଣେ ଛାତ୍ରୀ ଅଟନ୍ତି ଦର୍ଶକବନ୍ଧୁ ଅନନ୍ୟା ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି |

ତାଙ୍କର କେହି ବୟ ଫ୍ରେଣ୍ଡ ନାହାଁନ୍ତି ତେବେ ଆପଣମାନେ ଏହି ଫୋଟରେ ଦେଖି ପାରୁଥିବେ ଇଏ ହେଉଛି ଅନନ୍ୟା ଦାସଙ୍କ ପୁରା ପରିବାରର ଫୋଟ |

Leave a Reply

Your email address will not be published. Required fields are marked *