ନମସ୍କାର ଦର୍ଶକବନ୍ଧୁ ରାସ୍ତା ଉପରେ ଚାରିଆଡ଼େ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ପୁଳା ପୁଳା ମାଂସ ଆଉ ବହି ଯାଉଛି ରକ୍ତର ନଦୀ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଦେଖେଇବା ସମ୍ଭବ ନୁହେଁ ଏହି ଦୃଶ୍ୟ ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ ଏହି ପରି ଦୃଶ୍ୟ ଦେଖି କିଏ ବା ଧର୍ଯ୍ୟ ଧରି ରହିବ ପରିବାର ଲୋକେ ଏହି ଖବର ପାଇବା ପରେ ହତଭାଗ ହୋଇ ପଡ଼ିଛନ୍ତି ଏଭଳି ବିଭତ୍ସ ଭାବରେ ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ମାଂସକୁ ଦେଖି ମୁଣ୍ଡ ପିଟି କାନ୍ଦୁଛନ୍ତି |
ପରିବାର ଲୋକେ ଏବଂ ସମ୍ପର୍କୀୟ କାନ୍ଦି କାନ୍ଦି ଗଡ଼ି ପଡୁଛନ୍ତି କାନ୍ଦ ବୋବାଳରେ ଫାଟି ପଡୁଛି ପୁରା ଗାଁ ପୁରା ଅଞ୍ଚଳ ହୋଇ ଯାଇଛି ଶୋକାକୂଳ ପରିବେଶ କିଏ ବା ଜାଣିଥିଲା ଏମିତି ଜୀବନଟା ଚାଲିଯିବ ବୋଲି ସକାଳୁ ସକଳୁ ମାଙ୍କଡ଼ ଗୋଡ଼ାଇବା ପାଇଁ ଯାଇ ରାସ୍ତା ପାହାର ହୋଇ ଖେତକୁ ଯାଉଥିବା ବେଳେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି |
ଯେଉଁଥିରେ ଏକ ମାଲ ବୁହା ଟ୍ରକ ଶକ୍ତ ଆଘାତ ହେବା ସହ କେତେ ବାଟ ଯାଇ ଲୋକଙ୍କୁ ଘୋଷାଡ଼ି ନେବା ସହ ପୁରା ରାସ୍ତା ର-କ୍ତ-ରେ ଭିଜି ଯିବା ସହ ତାଙ୍କ ଦେହର ମାଂସ ସବୁ ମାଟିରେ ମିଶି ଯାଇଛି |ଆଜି ସକାଳୁ ଘଟି ଯାଇଛି ଏମିତି ଏକ ମର୍ମାହତ ସଡ଼କ ଦୁର୍ଘଟଣା ରାସ୍ତାରେ ପଡ଼ିକି ରହିଛି ବୃଦ୍ଧଙ୍କ କ୍ଷେତ ବିକ୍ଷତ ମୃ-ତ ଦେହ ଆଖି ବିଜୁଲକେ ଲୋକଟି ଉପରେ ଚଢି ଯାଇଥିଲା |
ମାଲ ବୋଝ ଟ୍ରକ ପରିବାର ଲୋକଙ୍କ କହିବା ଅନୁସାରେ ମାଙ୍କଡ଼ ଗୋଡ଼ାଇବା ପାଇଁ କ୍ଷେତକୁ ଯାଉଥିବା ବେଳେ ଡ୍ରହଲା ସେତ ମାଝୀଙ୍କ ଉପରେ ଚଢି ଯାଇଛି ଟ୍ରକ ଆଉ ସେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୃଦ୍ଧଙ୍କ ଶରୀର ମାଂସ ଖଣ୍ଡ ଏଣେ ତେଣେ ଛିଟିକି ପଡ଼ିଛି |ଏହି ଘଟଣା ଘଟିବା ପରେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଁଚିବା ସହ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖିଛି |
ସେପଟେ ଡ୍ରହଲା ମାଝିଙ୍କ ପରିବାର ଦଶ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ରାସ୍ତା ଉପରେ ବସିଛନ୍ତି | ଆଉ କ୍ଷତି ପୂରଣ ନେହେଲେ ରାସ୍ତାରେ ଉଠିବେ ନାହିଁ ବୋଲି ସିଧା ସଳଖ କହିଛନ୍ତି ଗ୍ରାମବାସୀ ସେପଟେ ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି |