ନମସ୍କାର ଦର୍ଶକବନ୍ଧୁ ଆଜିକାଲି ଏହି ଦୁନିଆରେ ଏମିତିବି ଲୋକ ଅଛନ୍ତି ଯାହାଙ୍କ କାର୍ନାମା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଦେଖିବା ଚଳନ୍ତା ଟ୍ରେନରେ ଏକ ଷ୍ଟଣ୍ଟ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି…
ତେବେ ଆଜିର ଅଧିକାଂଶ ଯୁବକ ଜୀବନ ପ୍ରତି ବିପଦ ଥିବା ଜିନିଷ କରି ନିଜର ବାହାଦୁରି ଦେଖାଉଛନ୍ତି | ତେବେ ଭିଡ଼ିଓ ଓ ରିଲସର ଦୁନିଆରେ ଅନେକ ଲୋକ କିଛି ଭିୟୁସ ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି |
ତେବେ ଆପଣମାନେ ସୋସିଆଲ ମିଡିଆରେ ଏହିଭଳି ଅନେକ ଭିଡ଼ିଓ ଦେଖିଥିବେ ଯେଉଁଥିରେ ଲୋକମାନେ ପପୁଲାର ହେବାପାଇଁ ବିପଦ ପୂର୍ଣ୍ଣକାମକରନ୍ତି | ବର୍ତ୍ତମାନ ସେହିଭଳି ଏକ ବିପଦ ପୂର୍ଣ୍ଣ ଷ୍ଟଣ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ |
ତେବେ ଏହି ଭିଡ଼ିଓ ମୁମ୍ବାଇ ଲୋକାଲଟ୍ରେନର ଦୃଶ୍ୟ ବୋଲି କୁହାଯାଉଛି ଯେଉଁଥିରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି | ଏହି ବ୍ୟକ୍ତି କୋଲର ଠାରୁ ମନଖୁଲ ପର୍ଯ୍ୟନ୍ତ ଏକ ଲୋକାଲ ଟ୍ରେନରେ ଝୁଲିରହି ଯାତ୍ରା କରିଥିଲେ |
ଏହି ଭିଡ଼ିଓରେ ଆପଣ ଦେଖିପାରୁଥିବେ ଟ୍ରେନଟି ଉଚବେଗରେ ଚାଲୁଛି ଏହି ବ୍ୟକ୍ତି ପ୍ଲାଟଫର୍ମ ଆସିବା ପୂର୍ବରୁ ଟ୍ରେନ୍ରେ ବିପଦଜନକ ଭାବେ ଟ୍ରେନରେ ଝୁଲିଥିଲେ | ଲୋକଟି ମଝିରାସ୍ତାରୁ ଓଲ୍ହେଇବାକୁ ଚେଷ୍ଟା କରିଥିଲେ | ଟ୍ରେନର ଗତି ଟିକେ କମ ହେବାପରେ ସେହି ବ୍ୟକ୍ତି ଜଣଙ୍କ ଟ୍ରେନରୁ ତଳକୁ ଡେଇଁପଡ଼ି ଥିଲେ |
ଯାହାକି ଭଲ ଖବର ହେଲା ଟ୍ରେନର ଗତି ଅଧିକ ନଥିଲା ଯଦି ଟ୍ରେନର ଗତି ଅଧିକ ଥାନ୍ତା ତେବେ ଏହି ଯୁବକଙ୍କ ସହିତ କଣ ହେଇଥାନ୍ତା ଆପଣମାନେ ଭାବିପାରୁଥିବେ | ତେବେ ଦର୍ଶକବନ୍ଧୁ ସତର୍କ ରୁହନ୍ତୁ ଭଲରେ ରୁହନ୍ତୁ ଧନ୍ୟବାଦ |