ଏବେ ଏବେ ପୁଣି School ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା କିଛି ବଡ଼ ଖବର, ସରକାର ନେଲେ ବଡ ନିଷ୍ପତି, ଆଜି ଠାରୁ ସବୁ ସ୍କୁଲ ଛୁଟି ,ଶୀଘ୍ର ଦେଖନ୍ତୁ…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଅପଡେଟ 11 ତାରିକରୁ ସବୁ ସ୍କୁଲ ଛୁଟି ହେବ ଏହାକୁ ନେଇ ଆସି ସାରିଛି ନୂଆ ସୂଚନା ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଟି ଜାଣିବା |ବଢ଼ିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବ୍ଲକ ଶିକ୍ଷା ଅଧିକାରୀ ବା ବିଏମ ଶିକ୍ଷା କାର୍ଯ୍ୟାଳୟରେ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ |ତିନି ଦଫା ଦାବିରେ ରାଜ୍ୟବାସୀ ଆନ୍ଦୋଳନକୁ ଓଲ୍ହାଇ ଛନ୍ତି ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ ଦାବି ପୂରଣ ନେହେବା ଯାଏ ଆନ୍ଦୋଳନ କରାଯିବ |

ସୋମବାର ଠାରୁ ରାଜ୍ୟରେ ସମସ୍ତ ପ୍ରାଥମିକ ଶିକ୍ଷକ ଅନେକ ଛୁଟିରେ ଯିବେ ବୋଲି ସଙ୍ଘ ଚେତାବନୀ ଦେଇଛି |ସଂଘର ଦାବି ଅନୁଯାଇ ପ୍ରାଥମିକ ଶିକ୍ଷାରୁ ଶିକ୍ଷା ନିଯୁକ୍ତି ପ୍ରଥା ଉଛେଦ ପରିଷଦ ଶିକ୍ଷକ ନିୟନ୍ତ୍ରଣ ଶିକ୍ଷା କର୍ମୀ ଏବଂ ଶିକ୍ଷା ସହାୟତଙ୍କ କାର୍ଯ୍ୟାଳୟକୁ ନୋସନାଲ ଇନଟିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଭରଣ କରିବା ସହିତ ଏକ୍ସ ଶିକ୍ଷା ଶିକ୍ଷକ ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷା ପ୍ରଦାନ |

ଶ୍ରମିକ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଲେବଲ-9 ଗ୍ରେଡ଼ ପେ 4,200 ଅନୁଯାଇ ପ୍ରଦାନ କରିବାକୁ ଦାବି କରିଛି |ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁନଃ ବ୍ୟବସ୍ଥାକୁ ଭରଣ କରିବା ପାଇଁ ଦାବି କରାଯାଇଛି |

ସଙ୍ଘ କହିଛି ତିନି ଦଫା ଦାବି ପୂରଣ ଅନୁସାରେ ସଙ୍ଘ -5 ର ଅଗଷ୍ଟ 11 ତାରିକରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ପାଖକୁ ଦାବି ପତ୍ର ପୂରଣ କରାଯାଇଥିଲା |ସେପ୍ଟେମ୍ବର 5 ତାରିକ ଗୁରୁ ଦିବସ ଦିନ ଦାବି ପୂରଣ ହେବା ପାଇଁ ଆଶା ରଖିଥିଲା ସଙ୍ଘ ମାତ୍ର ସରକାର ଏପରି କିଛି କଲେ ନାହିଁ ଏହା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଗଭୀର ଆଘାତ ଦେଇଛି |

Leave a Reply

Your email address will not be published. Required fields are marked *