Weather Update: ୧୮ଟି ଜିଲ୍ଲାକୁ ସତର୍କ ଘଣ୍ଟି, ପାଣିପାଗ ବିଭାଗ ଦେଲେ ବଡ ସୁଚନା, ଏହି ଦିନରୁ ଢାଳିବ ପ୍ରବଳ ବର୍ଷା…

ନମସ୍କାର ଦର୍ଶକ ଏବେ ଏବେ ଆସିଲା ପାଣିପାଗକୁ ନେଇ ବଡ ଖବର 12ରେ ଆସୁଛି ଆଉ ଏକ ଭୟଙ୍କର ଘୁର୍ଣ୍ଣିବଳୟ 18ଟି ଜିଲ୍ଲାକୁ Yellow Warning ଜାରିକରିଲା ପାଣିପାଗ ବିଭାଗ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାକୁ ଜାରି କରାଯାଇଯାଇଛି Yellow Warning…

ତେବେ ଦର୍ଶକବନ୍ଧୁ କମୁଛି ବର୍ଷାର ପରିମାଣ ଗତ 24ଘଣ୍ଟାରେ ବର୍ଷାର ପରିମାଣ 3.4ମିଲିମିଟର ରେକଡ଼ କରାଯାଇଛି | ସ୍ୱାଭାବିକ ବର୍ଷା 8.4ମିଲିମିଟର ତୁଳନାରେ ବର୍ଷାର ପରିମାଣ 60ପ୍ରତିସଦ କମ ରହିଛି |

ମୌସୁମୀର ନିମ୍ନ ଚାପରେଖ ଅଜିତାର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିବା ସହିତ ରାଜସ୍ଥାନର ଜଳସେଲ ମେରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ପେନ୍ଦ୍ରରଡ଼, ଝାରସୁଗୁଡା ମଧ୍ୟଦେଇ ପଶ୍ଚିମବଙ୍ଗ ଦିଘାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଉତର ପୂର୍ବ ବଙ୍ଗୋପ ସାଗର ଯାଏ ଲମ୍ବିଛି |

ସୂଚନା ଅନୁସାରେ ସେପ୍ଟେମ୍ବର 12 ତାରିଖ ବେଳକୁ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହି ଘୁର୍ଣ୍ଣିବଳୟଟି ଉତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗର କର୍ମଚାରୀ ଆଗୁଆ ଆକଳନ କରି କହିଛନ୍ତି |

ତେବେ ଏହାର ପ୍ରଭାବରେ 12ରୁ ରାଜ୍ୟରେ କେତେକ ସ୍ଥାନରେ ବର୍ଷାର ପରିମାଣ ବଢିପାରେ | ଏହି ଘୁର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ 18ଟି ଜିଲ୍ଲାକୁ Yellow Warning ଜରିକରାଯାଇଛି |

ତେବେ ଢେ଼ଙ୍କନାଳ, ଯାଜପୁର, କଟକ, ଅନୁଗୁଳ, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ କୋରାପୁଟ ଆଦି ଜିଲ୍ଲାରେ ଘୁର୍ଣ୍ଣିବଳୟ ପ୍ରଭାବରେ ଅତିପ୍ରବଳରୁ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି | ଏହିସବୁ ଜିଲ୍ଲାରେ 70ମିଲିମିଟରରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି |

Leave a Reply

Your email address will not be published. Required fields are marked *