ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହାକି ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |58 ବର୍ଷ ବୟସରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି ସକାଳ ପ୍ରାୟ 8 ଟା 30 ସମୟରେ ସେ ଏକ ଟିଭି ସୋ ପାଇଁ ଡବିଙ୍ଗ କରିବା ପାଇଁ ଯାଇଥିଲେ |
ଏହି ସମୟରେ ସେ ତଳେ ପଡ଼ିଗଲେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନାକୁ ନିଆ ଯାଇଥିଲା ତେବେ ଏହି ଲୋକପ୍ରିୟ ଅଭିନେତାଙ୍କୁ ଡାକ୍ତରଖାନାରେ ଡାକ୍ତର ମାନେ ମୃ-ତ୍ୟୁ ର କାରଣ ବୋଲି କହିଛନ୍ତି |ତାଙ୍କର ଶବ ଵିଵେଛିଦ ପରେ ତାଙ୍କର ଚେନ୍ନାଇ ବାସ ଭବନକୁ ନିଆଯିବ |ଏହି କଥା ଶୁଣି ମଧ୍ୟ ତାଙ୍କର ସାଥି ଅଭିନେତା ମଧ୍ୟ ଡାକ୍ତରଖାନାରେ ପହଁଚିଥିଲେ |
ଏହି ଦୁଖଦ ଘଟଣାରେ ସନ ପ୍ରଡକ୍ସନ ହାଉସ ମଧ୍ୟ ସମବେଦନା ଜଣାଇଛି |ଜି ମାରିମୁଦ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ପାଇଁ ଜଣାଶୁଣା ନିକଟରେ ସେ ଜେଲରଙ୍କ ଭିଲିୟନଙ୍କ ସହାୟକ ଭୂମିକାରେ ସେ ଅଭିନୟ ମଧ୍ୟ କରିଥିଲେ |ସେପ୍ଟେମ୍ବର 2 ରେ ସେ ଟିଭି ସୋ ପାଇଁ ଡବିଙ୍ଗ କରୁଥିଲେ ଏହି ଡବିଙ୍ଗ ଚେନ୍ନାଇର ଏକ ଡବିଙ୍ଗ ଫୋଟୋ ସୁଟରେ ହୋଇଥିଲା |
ଜେଲରର ଅଭିନେତା ମାରିମୁଥଙ୍କ ନିର୍ଦ୍ଧନ ହୋଇଛି ଡବିଙ୍ଗ କରୁଥିବା ବେଳେ ହଟାତ ହାର୍ଟ ଷ୍ଟୋକ ହେଲା |ଲୋକପ୍ରିୟ ଅଭିନେତା ମାରିମୁଥଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |
ପୁଣି ଆସିଲା ବହୁତ ବଡ଼ ଦୁଃଖଦ ଖବର, Film ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା, ଦୁଃଖରେ ପୁରା ସିନେମା ଜଗତ, ଆଉ ନାହାଁନ୍ତି ଏହି ବଡ କଳାକାର |
