ନମସ୍କାର ଦର୍ଶକବନ୍ଧୁ ଏସିଆ କପରେ ହେବାକୁ ଯାଉଛି ଭାରତ ପାକିସ୍ତାନ ଲଢେଇ ଏହି ତିନି ଭାରତୀୟ ଖେଳାଳି ପାକିସ୍ତାନ ପାଇଁ ସାଜିବେ କାଳ ଏମାନେ ଏକୁଟିଆ ଜିତାଇ ପାରିବେ ମ୍ୟାଚ |2023 ଏସିଆ କପ ଭାରତ ଏବଂ ପାକିସ୍ତାନ ମଧ୍ୟରେ 10 ସେପ୍ଟେମ୍ବରରେ ଏକ ମ୍ୟାଚ ହେବ ସୁପର 4 ରେ ଉଭୟ ଦଳ ମୁକାବିଲା କରିବେ ଏହା ପୂର୍ବରୁ ଯେତେବେଳେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ବର୍ଷା ମ୍ୟାଚରେ ବାଧା ଦେଇଥିଲା ଏବଂ ମ୍ୟାଚ ବାତିଲ କରା ଯାଇଥିଲା |
ବର୍ତ୍ତମାନ ସେପ୍ଟେମ୍ବର 10 ରେ ଭାରତ ଏବଂ ପାକିସ୍ତାନ ସୁପର -4 ରେ ମୁହାଁମୁହିଁ ହେବେ ଏହି ଭାରତୀୟ କ୍ରିକେଟ ଖେଳାଳି ନିଜ ଦମରେ ଟିମ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷରେ ବିଜୟ ଦେଇପାରିବେ |ପ୍ରଥମେ ରହିଛନ୍ତି ଈଶାନ କିଷାନ -ଯେତେବେଳେ ଲିଗ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ ସେତେବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ସାହିନ ଆଫ୍ରିଦଙ୍କ ଆଗରେ ଶାନ୍ତ ହୋଇ ଯାଇଥିଲା |
ଏଥି ସହିତ ହରିଶ ରଫ ମଧ୍ୟ ଶ୍ରେୟସ ଆୟାର ଏବଂ ଶୁଭମନ ଗିଲଙ୍କୁ ଖୁବ ସହଜରେ ଆଉଟ କରିଥିଲେ ଏହା ପରେ ଈଶାନ କିଷାନ ନିର୍ଭର ବ୍ୟାଟିଙ୍ଗ କରି ଦଳକୁ ଫେରାଇ ଆଣିଥିଲେ ସେ ଜବରଦସ୍ତ ଇନିଂସ ଖେଳିଥିଲେ ସେ ପୁଣି ଥରେ ପାକିସ୍ତାନ ପାଇଁ |ବିରାଟ କୋହଲି ବିରାଟ ଭଲ ବ୍ୟାଟିଙ୍ଗ କରିନଥିଲେ ମଧ୍ୟ ଏହି ଖେଳାଳି ଦଳକୁ ଯେକୌଣସି ପରିସ୍ଥିତିରେ ନିଜେ ଆଡ଼କୁ ନେଇ ପାରନ୍ତି |
ସମସ୍ତେ ଜାଣନ୍ତି ଯେ ବିରାଟ କୋହଲି ଜଣେ ମହାନ ଖେଳାଳି ଏଭଳି ପରିସ୍ଥିତିରେ ସେ ପାକିସ୍ତାନ ବିପକ୍ଷରେ ବିଜୟର ନେତୃତ୍ୱ ନେଇପାରିବେ |ଏହା ପୂର୍ବରୁ ବିରାଟ କୋହଲି ଅନେକ ଠାର ପାକିସ୍ତାନ ବିପକ୍ଷରେ ବିଜୟ କରିଛନ୍ତି |ହାର୍ଦିକ ପାଣ୍ଡ୍ୟା ଷ୍ଟାର ଅଲରାଉଣ୍ଡର ବିସ୍ପୋରକ ବ୍ୟାଟିଙ୍ଗ ପାଇଁ ଜଣାଶୁଣା ଆବଶ୍ୟକ ହେଲେ ହାର୍ଦିକ ତାଙ୍କ ଖେଳରେ ପରିବର୍ତ୍ତନ ମଧ୍ୟ କରିପାରିବେ |
ସେ 2023 ଏସିଆ କପ ଲିଗ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ଯେତେବେଳେ ଇଣ୍ଡିଆର ଚାରୋଟି ଉଇକେଟ ଶୀଘ୍ର ଆଉଟ ହୋଇଥିଲା ହାର୍ଦିକ ପୁରା ମଜଭୁତ ଭାବରେ ବ୍ୟାଟିଙ୍ଗ କରିଥିଲେ |ଦଳ ଭଲ ସ୍ଥିତିରେ ପହଁଚିବା ପରେ ଭଲ ସଟ ଖେଳିଥିଲେ |ହାର୍ଦିକ ପାକିସ୍ତାନ ବିପକ୍ଷରେ 87 ରନର ଚମତ୍କାରୀ ଇନିଂସ ଖେଳିଥିଲେ |