ଓଡ଼ିଶାରେ ଦୁଇ ମୁଣ୍ଡିଆ କୁମ୍ଭୀର ଆତଙ୍କ….ନଈ ଭିତରେ ଏଭଳି କୁମ୍ଭୀର dekhi ଗ୍ରାମ ବାସୀଙ୍କ ଉଡ଼ିଲା ହୋସ ,ଦେଖିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ |

ନମସ୍କାର ଦର୍ଶକବନ୍ଧୁ କୁମ୍ଭୀର ଆତଙ୍କ ଭିତରେ ପୁଣି ଦୁଇ ମୁଣ୍ଡିଆ କୁମ୍ଭୀର ଆତଙ୍କ ବଉଳା କୁମ୍ଭୀରରୁ ଜାତ ହେଲା କି ଦୁଇ ମୁଣ୍ଡିଆ କୁମ୍ଭୀର ଏଥର ଏକା ଥରକେ ଶିକାର କରିବ ଏହି ଦୁଇ ମୁଣ୍ଡିଆ କୁମ୍ଭୀର ରାକ୍ଷସ ପେଟରୁ ଜାତ ହୋଇ ପୁଣି ରାକ୍ଷସ ରୂପ ନେବ କି ଏହି ଦୁଇ ମୁଣ୍ଡିଆ କୁମ୍ଭୀର |ମଣିଷ ମାଂସ ପରି କୁମ୍ଭୀର ଭଳି ପୁଣି ଦେଖାଦେଲା ଦୁଇ ମୁଣ୍ଡିଆ କୁମ୍ଭୀର ଚାରିଆଡ଼େ ଆତଙ୍କ ଖେଳାଉଛି ଏହି ମଣିଷ ଖିଆ ଦୁଇ ମୁଣ୍ଡିଆ କୁମ୍ଭୀର ପୁଣି ଏବେ ଆତଙ୍କରେ ନଈ କୁଳିଆ ଗ୍ରାମବାସୀ |

ମଣିଷ ଖିଆ କୁମ୍ଭୀର ପରେ ଶାନ୍ତିରେ ଟିକେ ନିଶ୍ୱାସ ମାରୁଥିଲେ ନଈ କୁଳିଆ ଗ୍ରାମବାସୀ ପୁଣି ଥରେ ଭୟଭୀତ ହୋଇ ଯାଇଛନ୍ତି ଏହି ଦୁଇ ମୁଣ୍ଡିଆ କୁମ୍ଭୀର ପାଇଁ ଗ୍ରାମବାସୀ |ହଁ ଦର୍ଶକବନ୍ଧୁ ଏବେ ସବୁ ନଦୀ ନାଳରେ ଦେଖିବାକୁ ମିଳିଛି ମଣିଷ ଖିଆ କୁମ୍ଭୀର ଲୋକମାନେ ଛାନିଆ ହୋଇ ନଦୀ କୂଳକୁ ଯିବା ପାଇଁ ଡରୁଛନ୍ତି |

ଆଉ ଦେଖିବାକୁ ମିଳିଛି ଯେ ଏହି ଦୁଇ ମୁଣ୍ଡିଆ କୁମ୍ଭୀର ମଣିଷ ତ ମଣିଷ ପଶୁ ମାନଙ୍କୁ ମଧ୍ୟ ଡରୁଚି |ବର୍ତ୍ତମାନ ସାମ୍ନାକୁ ଆସିଛି ଏହି ଦୁଇ ମୁଣ୍ଡିଆ କୁମ୍ଭୀର ଯିଏ କି ପଶୁକୁ ଶିକାର କରି ଭକ୍ଷଣ କରୁଛି ଏତେ ମାତ୍ରାରେ ଏହି କୁମ୍ଭୀର ଆତଙ୍କ ବଢ଼ାଉଛି ଯେ ମଣିଷ ପଶୁ ପକ୍ଷୀ କାହାରିକୁ ମଧ୍ୟ ଛାଡୁ ନାହିଁ |

ସାଧାରଣ ଲୋକଙ୍କ ଭିତରେ ଏହି ଚର୍ଚ୍ଚା ଚାଲିଥିବା ଦୁଇ ମୁଣ୍ଡିଆ କୁମ୍ଭୀର ଇନ୍ଦ୍ର ଚନ୍ଦ୍ର କାହାରିକୁ ମଧ୍ୟ ମାନୁ ନାହିଁ |କଣ ସତରେ ଘୁରି ବୁଲୁଛନ୍ତି ଦୁଇ ମୁଣ୍ଡିଆ ମଣିଷ ଖିଆ କୁମ୍ଭୀର କିନ୍ତୁ ଏବେ ଯାଏ ଜଣା ପଡ଼ି ନାହିଁ କେଉଁ ନଦୀ କିମ୍ବା ନାଳରେ ଦେଖାଯାଇଛି ଏହି ଦୃଶ୍ୟ ଆମକୁ ସଚେତନ କରୁଛି ଯେ ଭୟଙ୍କର ବଉଳା କୁମ୍ଭୀର ଆତଙ୍କ ପରେ ନଈକୁ ଯାଉଥିଲେ ସାବଧାନରେ ଯିବା ଆସିବା କରନ୍ତୁ |

Leave a Reply

Your email address will not be published. Required fields are marked *