ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ ଖୁସିର ଖବର, ଏହି ଦିନ ମିଳିବ Kalia ଯୋଜନା ଆଗାମୀ କିସ୍ତି…ପାଇବାକୁ ହେଲେ କରନ୍ତୁ ଏହି କାମ !

ନମସ୍କାର ଦର୍ଶକବନ୍ଧୁ କାଳିଆ ଯୋଜନାରେ ଆସିଲା ଆଉ କିଛି ନୂଆ ସୂଚନା ଯାହା ଆପଣମାନେ ଜାଣି ରଖିବା ଜରୁରୀ ତେବେ ଏହି ସେପ୍ଟେମ୍ବର ମାସ 20 ତାରିକରେ କାଳିଆ ଯୋଜନା ଅଧିନସ୍ତ 2,000 ଟଙ୍କା ଆସିବାକୁ ଯାଉଛି |ହେଲେ ଜାଣି ରଖନ୍ତୁ ଏହି ସମସ୍ତ ଚାଷୀଙ୍କୁ ଟଙ୍କା ମିଳିବ ନାହିଁ ତେବେ କାହିଁକି ମିଳିବ ନାହିଁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |ପ୍ରଥମେ ଜାଣି ରଖନ୍ତୁ କାଳିଆ ଯୋଜନାର ବର୍ଷକୁ ଦୁଇଟି କିସ୍ତିର ଟଙ୍କା ମିଳିଥାଏ |

ଗୋଟିଏ ହେଉଛି ଅକ୍ଷୟ ତୃତୀୟାରେ 2,000 ଟଙ୍କା ଆଉ ଗୋଟେ ରହିଛି ନୂଆଖାଇରେ ମିଳିଥାଏ 2,000 ଟଙ୍କା କିନ୍ତୁ ଏହି ଯେଉଁ ସେପ୍ଟେମ୍ବର ମାସ 20 ତାରିକ ରହିଛି ନୂଆଖାଇ ରହିଛି ତେବେ ଏହି ନୂଆଖାଇ ଯୋଜନାରେ ସରକାର ଆପଣଙ୍କୁ 2,000 ଟଙ୍କା ଲେଖାଏଁ ଦେବେ କିନ୍ତୁ କେଉଁ ମାନଙ୍କୁ ମିଳିବ ଆପଣମାନେ ୱେବସାଇଟ ଭିଜିଟ କରିକି ଦେଖିବେ |ଆପଣ ଚାହିଁଲେ Kalia .Gov .in ୱେବସାଇଟକୁ ଯାଇ ଚେକ କରିପାରିବେ |

ସରକାର କହିଛନ୍ତି ଯେ ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ତେଣୁ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଯୋଗ କରନ୍ତୁ ତେବେ ଆପଣଙ୍କୁ ସରକାର ଯେଉଁ ଟଙ୍କା ଦେବାକୁ ଯାଉଛନ୍ତି ତାହା ଆଧାର କାର୍ଡ ମାଧ୍ୟମରେ ଦେଇ ଥାଆନ୍ତି |

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ ହୋଇନଥିବ କିମ୍ବା ଆପଣଙ୍କ E-kyc ହୋଇ ନଥିବ ତେବେ ସରକାର ଯେଉଁ ଟଙ୍କା ଦେବେ ତାହା ଆପଣଙ୍କ ଆକାଉଣ୍ଟରେ ପହଁଚି ପାରିବ ନାହିଁ ତେଣୁ ଏଥିପାଇଁ ଆପଣଙ୍କୁ E-kyc କରିବାକୁ ପଡ଼ିବ |

ଆପଣମାନେ ଯେକୌଣସି ଜନ ସେବା କେନ୍ଦ୍ରକୁ ଯାଇ ଆପଣ E -kyc କରିପାରିବେ ଯେଉଁମାନେ କରିଥିବେ ସେମାନଙ୍କ ଖାତାରେ ମଧ୍ୟ ଜମା ହୋଇଯିବ ସେପ୍ଟେମ୍ବର ମାସର 20 ତରିକା କାଳିଆ ଯୋଜନାର 2,000 ଟଙ୍କା |

Leave a Reply

Your email address will not be published. Required fields are marked *