ଭଗବାନଙ୍କୁ ଛାଡ଼ିଲାନି ଯୁବକ, ଝିଅ ନ ମିଳିବାରୁ ଚୋରାଇ ନେଲା ଶିବ ଲିଙ୍ଗ ,ଆଉ ତାହା ପରେ ଯାହା ହେଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ |

ନମସ୍କାର ଦର୍ଶକବନ୍ଧୁ ଭଗବାନଙ୍କୁ ମଧ୍ୟ ଛାଡ଼ିଲାନି ଯୁବକ ମନସ୍କାମନା ନ ପୂରିବାରୁ ଘଟେଇ ବସିଲା ଜଘନ୍ୟ କାଣ୍ଡ ଝିଅ ମିଳିଲାନି ବୋଲି ଶିବ ମନ୍ଦିରରୁ ଚୋରେଇ ନେଲା ଶିବଲିଙ୍ଗ |ହଁ ଦର୍ଶକବନ୍ଧୁ ଶ୍ରାବଣ ମାସରେ ମାସ ଯାକ ଯାଏ ଶିବ ମନ୍ଦିରରେ ପୂଜା କରୁଥିଲା ଯୁବକ ଜଣକ ପୁରା ମାସଟା ଯାକ ଯାଇ ପୂଜା କରିଥିଲା ଭଗବାନ ଶିବଙ୍କୁ |ଯୁବକଙ୍କ ମନରେ ଥିଲା ଯଦି ଶ୍ରାବଣ ମାସରେ ଶିବଙ୍କ ପୂଜା କରିବି ତାହେଲେ ସେ ଖୁବ ଶୀଘ୍ର ବିବାହ କରିପାରିବେ |

ତାଙ୍କୁ ଭଲ ଝିଅଟିଏ ମିଳିଯିବ ବାହାହେବା ପାଇଁ କିନ୍ତୁ ସେଥିରେ ସଫଳ ହୋଇ ପାରି ନଥିଲେ ଯୁବକ ଜଣକ ଫଳରେ ରାଗି ଯାଇଥିଲେ ସେହି ଯୁବକ |ରାଗିଯାଇ ଘଟାଇ ବସିଲେ ଏଭଳି ଏକ ଜଘନ୍ୟ କାଣ୍ଡ ତେବେ ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶ କୋୖସାଙ୍ଗି ଜିଲ୍ଲାର |ଘଟଣାଟି ହେଉଛି ଏକ ଯୁବକ ଜଣକ ମନସ୍କାମନା ପୂରଣ ନେହବାରୁ ଶିବ ଲିଙ୍ଗ ଚୋରେଇ ନେଇଛନ୍ତି ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ଶିବ ଲିଙ୍ଗକୁ ଜବତ କରିଛି |

ତେବେ ପଚରା ଯିବାରୁ ଯୁବକ ଜଣକ ଚୋରି ପଛର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି |ତେବେ ଯୁବକ ଜଣକ କହିବା ଅନୁସାରେ ଶ୍ରାବଣ ମାସର ସାରା ସେ ଶିବଙ୍କୁ ପୂଜା ମନ୍ଦିରରେ ପୁଜି ଥିଲେ ସେ ବିବାହ କରିବା ପାଇଁ ଚାହୁଁଥିଲେ ଏଥିପାଇଁ ସେ 8 ଗୋଟି ସୋମବାର ଉପବାସ ପାଳନ କରିଥିଲେ ଦିନକୁ ଦୁଇ ଥର ମନ୍ଦିର ଯାଇ ପୂଜା ଅର୍ଚନା କରୁଥିଲେ |

ଏହା ସତ୍ୱେ ଭଗବାନ ତାଙ୍କ ଇଛା ପୂରଣ କଲେ ନାହିଁ ଯେଉଁ କାରଣରୁ ସେ ଶିବଲିଙ୍ଗ ଚୋରି କରି ଦେଇଥଲେ |ସକାଳେ ଯେତେବେଳେ ଲୋକମାନେ ପୂଜା ଅର୍ଚନା ପାଇଁ ଯାଇଥିଲେ ସେତେବେଳେ ଶିବ ଲିଙ୍ଗ ଦେଖି ନଥିଲେ ଏହା ଦେଖି ରାଗି ଯାଇଥିଲେ

ଲୋକମାନେ ବହୁ ଖୋଜାଖୋଜି ପରେ ଯେତେବେଳେ ଶିବ ଲିଙ୍ଗ ମିଳି ନଥିଲା |ସେତେବେଳେ ସେମାନେ ପୋଲିସକୁ ଖବର ଦେଇଥିଲେ |379 ଧାରା ଅନୁଯାଇ ଚୋରି ମାମଲା ରୁଜୁ କରା ଯାଇଥିଲା |ଏହି ମାମଲାରେ ରବିବାର ଦିନ ପୋଲିସ ଛୋଟୁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା |

Leave a Reply

Your email address will not be published. Required fields are marked *