ନମସ୍କାର ଦର୍ଶକବନ୍ଧୁ 2023 ସେପ୍ଟେମ୍ବର 10 ତାରିକରେ ପଡୁଅଛି ପବିତ୍ର କାଳୀୟ ଦଳନ ଏକାଦଶୀ ଏହି ଦିନ ତୁଳସୀରେ ବାନ୍ଧି ଦିଅନ୍ତୁ ବାସ ଗୋଟିଏ ଜିନିଷ ଆପଣଙ୍କ ଭାଗ୍ୟ ବଦଳିଯିବ |ଆପଣଙ୍କୁ ଜଣାଇ ଦେଉଛୁ ଏକାଦଶୀର ବ୍ରତ ଗଙ୍ଗା ଜଳର ବୁନ୍ଦା ପରି ପବିତ୍ର ମନା ଯାଇଥାଏ ମଙ୍ଗଳକାରୀ ମନା ଯାଇଥାଏ ଶୁଭ କାର୍ଯ୍ୟ ମନା ଯାଇଥାଏ |ଭଗବାନ ଶ୍ରୀହରି ବିଷ୍ନୁ ଏବଂ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକାଦଶୀ ସବୁଠାରୁ ବଡ଼ ବ୍ରତ ମନା ଯାଇଥାଏ |ଏହି ବ୍ରତ ନା କେବଳ ଜୀବନରେ ଭୌତିକ ସୁଖ ଶାନ୍ତି ଧନ ଐଶ୍ୱର୍ଯ୍ୟ ସମ୍ପନ୍ନତା ଉତ୍ତମ ଜୀବନ ସାଥି ଏବଂ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ବରଂ ମୋୖକ୍ଷ ପ୍ରାପ୍ତି ମଧ୍ୟ ପ୍ରଦାନ କରିଥାଏ |ଭଗବାନ ବିଷ୍ନୁ ଙ୍କ କୃପାରୁ ପ୍ରତ୍ୟକ ଏକାଦଶୀର ବ୍ରତ ଏକ ଅଲଗା ମହତ୍ତ୍ୱ ରହିଥାଏ |
ଏହି ଦିନ ଆପଣ ଯଦି ତୁଳସୀ ଗଛରେ ବାନ୍ଧି ଦିଅନ୍ତି ଏହି ଗୋଟିଏ ଜିନିଷ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଆପଣଙ୍କୁ ମୁଖ୍ୟ ପ୍ରାପ୍ତି ହୋଇଥାଏ ଧନ ଜନିତ ସମସ୍ୟା କେବେବି ରହି ନଥାଏ ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିଧି ବିଧାନ ବିଷୟରେ |ବନ୍ଧୁଗଣ ତୁଳସୀ ଗଛ ଘରେ ସମସ୍ତ ଲୋକ ଲଗାଇ ଥାଆନ୍ତି କିନ୍ତୁ ଏହି କଥା ବହୁତ କମ ଲୋକ ଜାଣନ୍ତି ଯେ ତୁଳସୀ ଗଛ ତଳେ ଏହି ଗୋଟିଏ ଜିନିଷ ବାନ୍ଧି ଦେବା ଦ୍ୱାରା ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ |
ତା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇ ଥାଆନ୍ତି ଘରକୁ କଷ୍ଟ ଆସି ନଥାଏ |ତୁଳସୀ ଗଛ ତଳେ ଏହି ଜିନିଷ ବାନ୍ଧିଲେ ଏହି ଉପାୟ କରିଲେ ମା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ ଆପଣଙ୍କୁ ସବୁ ଖୁସି ମିଳିଥାଏ |ବନ୍ଧୁଗଣ ଆପଣ ଯଦି ଏହି ଏକାଦଶୀ ଦିନ ଜଳରେ କିଛି କ୍ଷୀର ମିଶାଇ ମା ତୁଳସୀଙ୍କ ଅର୍ପଣ କରିବେ ଏଥି ଦ୍ୱାରା ଭଗବାନ ବିଷ୍ନୁ ଙ୍କ କୃପା ମିଳିଥାଏ |କାରଣ ତୁଳସୀଙ୍କ ବିଷ୍ନୁ ପ୍ରିୟ ମନା ଯାଇଥାଏ ସେଥିପାଇଁ ତୁଳସୀରେ କ୍ଷୀର ଚଢାଇବାର ମାନେ ହେଲା ଭଗବାନ ବିଷ୍ନୁ ଙ୍କୁ କ୍ଷୀର ଅର୍ପଣ କରିବା |
ଏହି ଉପାୟ ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନର ଲାଭ ହୋଇଥାଏ କେବଳ ଏହି ଏକାଦଶୀ ଦିନ ନୁହେଁ ବରଂ ଏହି ଉପାୟକୁ ଗୁରୁବାର ଦିନ କରିବା ଦ୍ୱାରା ଜାତକରେ ବୃହସ୍ପତି ଗ୍ରହ ମଜଭୁତ ହୋଇ ଥାଆନ୍ତି | ଆଉ ଘରର ସବୁ କଳହ ଦୂର ହୋଇ ଯାଇଥାଏ |ଆମେ ଆପଣଙ୍କୁ ଏହି ଉପାୟଟି କହୁଛୁ ଯାହାକି ଆପଣ ସକାଳୁ ଉଠି ଗାଧେଇ ପଡ଼ି ମା ତୁଳସୀଙ୍କ ଦେହରେ ନାଲି ରଙ୍ଗର ସୂତା କିମ୍ବା ଏକ ଢାଗା ବାନ୍ଧିଦେବେ |
ତାପରେ ଏକ ମାଟି ହାଣ୍ଡି ଆଣିବେ ଆଉ ଚାଉଳ ଭରିକି ରଖିବାରେ ଅଛି |ଚାଉଳ ଉପରେ ସିନ୍ଦୁର କଏନ ଆଉ ତିନୋଟି ତୁଳସୀ ପତ୍ର ପକେଇଦେବେ ତାପରେ ଏକ ଚୁନିରେ ଘୋଡେ଼ଇ ଦେବେ ଏହି ସବୁ ଜିନିଷକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ପାଖକୁ ଯିବେ ଆଉ ନିବେଦନ କରିବେ ମୋ ଜୀବନରେ ଧନର କମିକୁ ଦୂର କରନ୍ତୁ ଆପଣଙ୍କ ଆଶୀର୍ବାଦ ମୋ ଉପରେ ଏବଂ ମୋ ପରିବାର ଉପରେ ସର୍ବଦା ବନାଇ ରଖନ୍ତୁ |