ତୁ ମୋ ଆଖିର ତାରା ସିରିଏଲରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଦେଖିବାକୁ ,ଏତେ ସୁନ୍ଦର ଯେ ଦେଖିଲେ ଆପଣଙ୍କ ଆଖି ଲାଖିଯିବ …ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତୁମୋ ଆଖିର ତାରା ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଷ୍ଟାର ମାନେ ସବୁ କେମିତି ଦେଖା ଯାଆନ୍ତି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ମୋହିନୀ ଯିଏ କି ଏହି ସିରିଏଲ ମା ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛି ମୋହିନୀଙ୍କ ରିଏଲ ଲାଇଫର ଫୋଟ |

ନମ୍ବର 2 ରେ ଆସୁଛନ୍ତି ନିକିତା ଆପଣ ମାନେ ନିକିତାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯେ କି ଆଲବମ ଜରିଆରେ ସିରିଏଲ ଜଗତକୁ ଏଣ୍ଟ୍ରି ମାରିଥିଲେ ଏବଂ ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସେ ଇଏ ହେଉଛି ନିକିତାଙ୍କ ରିଏଲ ଫୋଟ |

ନମ୍ବର 3 ରେ ଆସୁଛନ୍ତି ମିସ୍କି ଯାହାଙ୍କ ସୁନ୍ଦର ଅଭିନୟ ଆପଣମାନେ ଟିଭିରେ ନିଶ୍ଚିତ ଭାବରେ ଦେଖିବାକୁ ପାଈଥିବେ ଏବଂ ସେ ଖୁବ ସୁନ୍ଦର ଅଭିନେତ୍ରୀ ମଧ୍ୟ ଇଏ ହେଉଛନ୍ତି ମିସ୍କିଙ୍କ ରିଏଲ ଲାଇଫର ଫୋଟ |

ନମ୍ବର 4 ରେ ଆସୁଛନ୍ତି ତନୁଜା ଆପଣମାନେ ତାଙ୍କର ସୁନ୍ଦର ଅଭିନୟ ଟିଭି ପରଦାରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛି ତନୁଜାଙ୍କ ପ୍ରକୃତ ଫୋଟ |

ନମ୍ବର 5 ରେ ଆସୁଛନ୍ତି ନିଲ -ନିଲ ଜଣେ ହ୍ୟାଣ୍ଡସମ ଅଭିନେତା ସହିତ ଆକ୍ଟିଙ୍ଗ ମଧ୍ୟ ସେ ଖୁବ ପସନ୍ଦ କରନ୍ତି ଏବଂ ବହୁତ ବଡ଼ ଆକ୍ଟର ମଧ୍ୟ ଅଟନ୍ତି ଇଏ ହେଉଛି ନିଲଙ୍କ ପ୍ରକୃତ ଫୋଟ |

ନମ୍ବର 6 ରେ ଆସୁଛନ୍ତି ତାରିଣୀ ଯାହାଙ୍କ ସୁନ୍ଦର ଅଭିନୟ ଆପଣମାନେ ଟିଭି ପରଦାରେ ନିଶ୍ଚିତ ଦେଖିଥିବେ ଏବଂ ତାଙ୍କ ଅଭିନୟ ଲୋକମାନଙ୍କ ମନକୁ ବହୁତ ଆକର୍ଷିତ କରିଥାଏ ଇଏ ହେଉଛନ୍ତି ତାରିଣୀଙ୍କ ରିଏଲ ଲାଇଫର ଫୋଟ |

Leave a Reply

Your email address will not be published. Required fields are marked *