Breaking news : ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ ଖବର, School ଛୁଟିକୁ ନେଇକି ପୁଣି ହେଲା ବଡ ଘୋଷଣା…ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଅପଡେଟ ଆଜିଠୁ ସ୍କୁଲରେ ପଡ଼ିବ ତାଲା ଅର୍ଥାତ ସ୍କୁଲ ଛୁଟି ରହିବ ଏହାକୁ ନେଇ ଆସି ସାରିଛି ବହୁତ ବଡ଼ ଅପଡେଟ |ଆଜିଠାରୁ ପ୍ରାଥମିକ ସ୍କୁଲରେ ତାଲା ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ ଆଜିଠାରୁ କାର୍ଯ୍ୟରତ ଆନ୍ଦୋଳନକୁ ଓଲ୍ହାଇବେ ପ୍ରାଥମିକ ଶିକ୍ଷକ |ତିନି ଦଫା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ କରିବେ ଆନ୍ଦୋଳନ |ଏନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି |

ସଂଘର ଦାବି ଅନୁଯାଇ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ପ୍ରଥା ଉଛେଦ ,କନିଷ୍ଟ ଶିକ୍ଷକଙ୍କୁ ନିୟମିତ ଶିକ୍ଷା କର୍ମୀ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟାଳୟକୁ ନାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ଏକ୍ସ କ୍ୟାଡର ଶିକ୍ଷକ ,କଳା ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଭାବରେ ଶିକ୍ଷକଙ୍କୁ ମାନ୍ୟତା ପ୍ରଦାନ |ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଲ୍ୟ ବେତନ ଲେବଲ -9 ଗ୍ରେଡ଼ ପେ 4200 ଅନୁଯାଇ ପ୍ରଦାନ କରିବାକୁ ସଙ୍ଘ ଦାବି କରିଛି |

ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ଦାବି ହୋଇଛି |ସଙ୍ଘ କହିଛି ତିନି ଦଫା ଦାବି ପୂରଣ ନେଇ ଅଗଷ୍ଟ 5 ତାରିକରେ 314 ବ୍ଲକ ଶିକ୍ଷାଧିକାରୀ ଓ ଅଗଷ୍ଟ 11 ତାରିକରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା |

ସେପ୍ଟେମ୍ବର 5 ତାରିକ ଅର୍ଥାତ ଗୁରୁଦିବସ ଦିନ ଦାବି ପୂରଣ ନେଇ ଆଶା ରଖିଥିଲା ସଙ୍ଘ ମାତ୍ର ସରକାର ସେପରି କିଛି କଲେ ନାହିଁ ଏହା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଗଭୀର ଆଘାତ ଦେଇଛି |ତେଣୁ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ |

ଏନେଇ ଆଜି ବିଦ୍ୟାଳୟ ଗଣ ଶିକ୍ଷାବିଭାଗ ସଚିବଙ୍କୁ ଚିଠି କରିଛି ସଙ୍ଘ ଦାବି ପୂରଣ ନେହବ ଯାଏ ଆନ୍ଦୋଳନ ଚାଲିବ ବୋଲି ସଂଘର ମହା ସଚିବ ଚାରୁଲତା ମହାପାତ୍ର ,ସଂଯୋଜକ ଜ୍ୟୋତିରଞ୍ଜନ ଦାସ ଏବଂ ରାଜେଶ ମହାନ୍ତି ପ୍ରମୁଖ ଚେତାବନୀ ଦେଇଛି ଯଦି ଆନ୍ଦୋଳନ ଜାରି ରହିବ ତାହେଲେ ସମସ୍ତ ସ୍କୁଲରେ ତାଲା ପଡ଼ିବ |

Leave a Reply

Your email address will not be published. Required fields are marked *