ପୁରା ଓଲିଉଡ଼ରେ ହେବ ହଲଚଲ…ମୁହାଁ ମୁହିଁ ହେବେ ଏହି ସୁପର Star ,ସାମ୍ନାକୁ ଆସିଲା ଟ୍ରେଲର ,ଦେଖିକି ବିଶ୍ୱାସ କରିପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଦଶହରାରେ ଧୁମ ନଚାଇବ ଏହି ସୁପର ଷ୍ଟାରଙ୍କ ଚଳଚ୍ଚିତ୍ର ମାଲ୍ୟଗିରି ଓଲିଉଡ଼ ଅଭିନେତା ବାବୁଶାନ ମହାନ୍ତି ଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି |ଏହି ଫିଲ୍ମରେ ବାବୁଶାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଲାନ ଦାସ ସ୍କିନ ସେୟାର କରୁଥିବା ଦର୍ଶକମାନଙ୍କୁ ଦେଖିବାକୁ ମିଳିବ ପୂର୍ବରୁ ଉଭୟଙ୍କ ଲୁକ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା |

ଜଙ୍ଗଲର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ଏହି ସିନେମାରେ ଅମ୍ଲାନଙ୍କ ଏକ ନୂଆ ଲୁକ ଦେଖିବାକୁ ମିଳିଛି ଟ୍ରେଲର ଆରମ୍ଭ ପୃଷ୍ଠ ଭୂମିରେ ଏହି ଭଏସ ଶୁଣିବାକୁ ମିଳିଛି ଯେଉଁଥିରେ ଏକ ପିଲା ତା ଆଈ ମା କୁ ଏକ କାହାଣୀ କହିବା ପାଇଁ କହୁଛି ତାପରେ ଆଈମା କାହାଣୀ ଆରମ୍ଭ କରୁଛନ୍ତି ଏବଂ କହୁଛନ୍ତି ଗୋଟିଏ ଜଙ୍ଗଲରେ ସିଂହ ଏବଂ ବାଘ ରହୁଛନ୍ତି |

ସିଂହ ଏବଂ ବାଘ ରହିବା ବେଳେ ବାବୁଶାନ ଏବଂ ଅମ୍ଲାନଙ୍କ ଝଲକ ଦେଖିବାକୁ ମିଳିଛି |ତେବେ ଟିଜରଙ୍କୁ ଅନେକ ଫିଲ୍ମ ପସନ୍ଦ କରୁଛନ୍ତି |ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ ବାବୁଶାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିବେ |

ଏଥି ସହିତ ଅମ୍ଲାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବରେ ଫିଲ୍ମରେ ଦେଖିବାକୁ ମଧ୍ୟ ମିଳିବ |ତେବେ ପ୍ରଥମ ଥର ପାଇଁ ବାବୁଶାନ ଏବଂ ଅମ୍ଲାନ ଏହି ଫିଲ୍ମରେ ଏକାଠି ନଜରରେ ଆସିବେ ତେବେ ଏହି ଚଳଚ୍ଚିତ୍ରଟି କେମିତି ଧୁମ ନଚାଇବ ତାହା ଆପଣ ନିଶ୍ଚୟ ଦେଖିବେ |

Leave a Reply

Your email address will not be published. Required fields are marked *