ପ୍ରେମିକାକୁ ଜଙ୍ଗଲକୁ ଡାକି ନେଇ ଏମିତି କାମ Karile ପ୍ରେମିକ ,ଜାଣିଲେ ଆପଣ ବି କହିବେ ଛିଃ ଛିଃ ଏମାନଙ୍କୁ ଖାଲି…ଦୟାକରି ଛୋଟ ଦେଖନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ପ୍ରେମିକା ଜଣକ ଘରେ ମିଛରେ ବଜାର ଯିବା ବାହାନ କହି ଚାଲି ଆସିଥିଲା ପ୍ରେମିକା ସାଙ୍ଗରେ ଜଙ୍ଗଲକୁ ଟିକେ ଦେ-ହ-ର ପରସୁଖ ହେବା ପାଇଁ ଦୁହେଁ ଜଙ୍ଗଲ ଭିତରେ ଥିବା ଏକ ବୁଦାରେ ପଶିଥିଲେ ଚାରିପଟକୁ ଦେଖିଥିଲେ ଚାରିଆଡ଼େ ଥିଲା ଶୂନଶାନ ଏହାର ସୁଯୋଗ ନେଇ ଦୁହେଁ ବହୁତ ଖୁସି ହୋଇ ଯାଇଥିଲେ |ଫଟାଫଟ ଡ୍ରେସ ଖୋଲି ଦେଇ ଦୁହିଁ ଜଣ ଦେ-ହ ସୁଖରେ ମାତିଗଲେ ସେତେବେଳେ ନା ମନରେ ଥିଲା ଡର |

ଦୁହେଁ ଦୁହେଁଙ୍କୁ ମନ ଭରି ଉପଭୋଗ କରୁଥିଲେ ହେଲେ ଏଭଳି ଖୁସି ତାଙ୍କର ବେଶୀ ସମୟ ଧରି ରହି ନଥିଲା |ସେହି ପାଖ ଗ୍ରାମର ଲୋକମାନେ ସେହି ଜଙ୍ଗଲ ଦେଇ ଯାଉଥିଲେ ହାବୁଡ଼ି ପଡ଼ିଲେ ଏମାନଙ୍କ କଳା କାରନାମାକୁ ଏବଂ ଏହି ପ୍ରେମୀ ଯୁଗଳ କିଛି ନ ଜାଣିଲା ଭଳି ଉଠି ପଡ଼ି ଡ୍ରେସ ପିନ୍ଧି ପକାଇଲେଯେମିତିକି ସେ କିଛି କରି ନାହାଁନ୍ତି କି ଜାଣି ନାହାଁନ୍ତି |

ଲୋକାମାନେ ତାଙ୍କ ପାଖକୁ ଆସି ପ୍ରଶ୍ନ ପରେ ପ୍ରଶ୍ନ ପଚାରିବାରେ ଲାଗିଲେ |ପ୍ରମିକାର ମୁଣ୍ଡ ଏବଂ ଦେହ ସାରା ଶୁଖିଲା ପତ୍ର ଲାଗିଛି ଗଡ଼ାଗଡ଼ି ହେଲେ ବଢିଆ ଲାଗିବ ତ ସ୍ୱାଭାବିକ ପ୍ରେମୀ ଯୁଗଳଙ୍କୁ ଏଠି କଣ ହେଉଥିବାର ପଚାରୁଥିବାରୁ କିଛି ଉତ୍ତର ନଦେଇ ନିରବ ରହିଲେ ଭୁଲ ତ କରିଛନ୍ତି କହିବେ କଣ |

ଯଦି ତୁମକୁ ଇଜ୍ଜତକୁ ଏତେ ଡର ତେବେ କାହିଁକି ଆସୁଥିଲ ତୁମେ କଣ ଭାବୁଛ ଏଠାକୁ ଆସି ନିରୋଳରେ ଖରାପ କାର୍ଯ୍ୟ କରି ଦେଇ ଚାଲିଯିବ ତୁମେ ଯାହା କରିବ କେହି ଦେଖିପାରିବେ ନାହିଁ ତୁମର ଏହି ଖରାପ ମନୋଭାବ ପାଇଁ ତୁମେ ଆଜି ହିନସ୍ଥା ହେଉଛ ଏଥର ନାମ ନିଅ |

ତୁମେ କଣ ଭାବୁଛ ତୁମକୁ ଉଚିତ ଶାସ୍ତି ଦେବା ଦରକାର ତୁମକୁ ଛାଡ଼ିବା କଥା ନୁହଁ ଏଭଳି କାର୍ଯ୍ୟ କରି ତୁମେ ଆମ ସମାଜକୁ ଖରାପ କରୁଚ |ଏହା କହି ତାଙ୍କ ଭିଡିଓକୁ ସୋସିଆଲ ମେଡିଆରେ ଭାଇରଲ କରିଦେଲେ |

Leave a Reply

Your email address will not be published. Required fields are marked *