ନିମ୍ବ ଗଛର ପତ୍ର ଆପଣଙ୍କୁ କରିଦେବ କୋଟିପତି ,24 ଘଣ୍ଟାରେ ବଦଳିଯିବ ଆପଣଙ୍କ ଭାଗ୍ୟ ,ସ୍ୱୟଂ ମା Lakhmi ନିଜେ ଆସିବେ ଘରକୁ ,ଥରେ କରିକି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ମହାନ ମୂର୍ଖ ଯିଏ ହୋଇଥିବ ସିଏ ଆମର ଏହି ବିଷୟଟିକୁ ଦେଖିବ ନାହିଁ ଆମର ପ୍ରକୃତ ଉଦେଶ୍ୟ ହେଉଛି ସମାଜରେ ଲୋକମାନଙ୍କ ଭଲ ହେଉ ସମାଜରେ ଲୋକମାନଙ୍କ କଲ୍ୟାଣ ହେଉ କାହିଁକିନା ଆମେ ଆପଣଙ୍କ ପାଇଁ ବନସ୍ପତି ଶାସ୍ତ୍ର ସମ୍ବଦିତ ଅନେକ ପ୍ରକାର ବିଷୟ ବସ୍ତୁ ଉପରେ କହିଛୁ କିନ୍ତୁ ଆଜି ଆମେ ଯାହା ଆପଣଙ୍କୁ କହିବୁ ତାହା ହେଉଛି ନିମ୍ବ ଗଛ ବିଷୟରେ |ନିମ୍ବ ଗଛ ଘରର ଆଖ ପାଖରେ ବହୁତ ଜଲ୍ଦି ମିଳିଯାଏ ଏବଂ ଏହା ଚମତ୍କାରୀ ଗୁଣରେ ଭରି ହୋଇ ରହିଥାଏ ଏହାର ବିଷୟରେ ଆମେ ଆଜି ତାର ଜ୍ୟୋତିଷ ଏବଂ ତାନ୍ତ୍ରିକ ଗୁଣ ବିଷୟରେ କହିବୁ

ଯାହା ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟର ପରିଣତ କରିଦେବ |ଭାଗ୍ୟ ଚମକିବ ଆପଣଙ୍କର ଶନି ,ରାହୁ ,କେତୁର ପୀଡ଼ା ମାନଙ୍କ ପାଖରୁ ଆପଣଙ୍କୁ ମୁକ୍ତି ମିଳିଯିବ ଏହା କୌଣସି ସାଧାରଣ ଗଛ ନୁହେଁ ଏହା ଅନେକ ପ୍ରକାର ରୋଗକୁ ମଧ୍ୟ ଦୂର କରିବାରେ କାମ କରିଥାଏ |ନିମ୍ବ ଗଛରେ ଭରପୁର ଔଷଧୀୟ ଗୁଣ ରହିଥାଏ ଏବଂ ଏହାର ପତ୍ର ପ୍ରତ୍ୟକ ସଂକ୍ରାମକ ରୋଗକୁ ରୋକିବାରେ କାମ କରିଥାଏ କିନ୍ତୁ ହିନ୍ଦୁ ଧର୍ମରେ ଯଦି ଏହାର ଜ୍ୟୋତିଷ ଉପାୟ ବିଷୟରେ ଦେଖାଯାଏ କିମ୍ବା ଏହାର ଧାର୍ମିକ ମହତ୍ୱ ଦେଖାଯାଏ ତ ବହୁତ ବେଶୀ ରହିଥାଏ ଓସ୍ତ ଗଛ ଠାରୁ ମଧ୍ୟ ରହିଥାଏ ଶାସ୍ତ୍ରରେ ଏହାକୁ ତ୍ରିବେଣୀ କୁହାଯାଇଥାଏ |

ଯେମିତି ବ୍ରହ୍ମା ,ବିଷ୍ନୁ ,ମହେଶ୍ୱର ଏମାନଙ୍କୁ ତ୍ରିଦେବ କୁହାଯାଏ ସେହି ପ୍ରକାରରେ ବରଗଛ ,ଓସ୍ତ ଗଛ ଏବଂ ନିମ୍ବ ଗଛ ଏମାନଙ୍କୁ ତ୍ରିବେଣୀ କୁହା ଯାଇଥାଏ ନିମ୍ବ ଗଛକୁ ମା ଦୁର୍ଗାଙ୍କ ସ୍ୱରୂପ ମନା ଯାଇଥାଏ ତେଣୁ ଏହି ଗଛକୁ ଲୋକମାନେ ହିନ୍ଦୁ ଧର୍ମ ଅନୁସାରେ ପୂଜା ମଧ୍ୟ କରି ଥାଆନ୍ତି |ତେବେ ଆସନ୍ତୁ ଆଜି ଆମେ ଜାଣିବା ନିମ୍ବ ଗଛର କିଛି ଗୁପ୍ତ ପ୍ରୟୋଗ ବିଷୟରେ ତ ନିମ୍ବ ଗଛର ଡାଳ ,ବାଡ଼ି ,କାଠି ଆପଣଙ୍କୁ ନେବାର ଅଛି |

ଭଲ ଚଉଡା ଵାଲା ନିମ୍ବ କାଠି ଆପଣ ନେଇ ଆସନ୍ତୁ ଏବଂ ସେହି ନିମ୍ବ କଥା ଉପରେ ଆପଣ ଖୋଳିକି ସ୍ୱୟଂ ଆପଣ ନିଜେ ନିଜର ହାତରେ ଖୋଳି କି ଶ୍ରୀଚକ୍ର ବନାନ୍ତୁ ଏହା କୌଣସି ସାଧାରଣ ଶ୍ରୀଚକ୍ର ରହିବ ନାହିଁ ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ହୋଇ ଯାଇଥାଏ ନିମ୍ବର କାଠରେ ଆପଣ ଯଦି ଶ୍ରୀଚକ୍ର ବନାଇ ଦେବେ ଏବଂ ଏହାକୁ ଆପଣଙ୍କ ଘରେ ସ୍ଥାପନ କରିଦେବେ |

ଏହାର ପୂଜା କରିବେ ତ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ତୁରନ୍ତ ଆସି ଯାଆନ୍ତି ଏବଂ ତାଙ୍କର ଆଶୀର୍ବାଦ ଆପଣଙ୍କୁ ଦେଇ ଥାଆନ୍ତି |ଆପଣଙ୍କ ସମସ୍ତ ଇଛା ପୂରଣ ହୋଇଥାଏ ଧନ ବୈଭବରେ ପରିପୂର୍ଣ୍ଣ ହୋଇ ଥାଆନ୍ତି ଏମିତି ଘରକୁ ମା ଲକ୍ଷ୍ମୀ କେବେବି ତ୍ୟାଗ କରନ୍ତି ନାହିଁ |

Leave a Reply

Your email address will not be published. Required fields are marked *