ନମସ୍କାର ଦର୍ଶକବନ୍ଧୁ ମହିଳା ମାନଙ୍କ ସେହି ଦୁଇଟି ଜିନିଷ ଛୁଇଁ ଦେଲେ ସେ ହୋଇଯାଏ ବହୁତ ଖୁସି ଏବଂ ତାର ମନରୁ ଦେଇ ଦେଇଥାଏ ଗୋଟିଏ ଜିନିଷ ଯାହା ଫଳରେ ସେହି ବ୍ୟକ୍ତିର ଭାଗ୍ୟ ଖୋଲି ଯାଇଥାଏ ତେବେ ଚାଲନ୍ତୁ ବନ୍ଧୁଗଣ ଜାଣିବା କଣ ସେହି ଦୁଇଟି ଜିନିଷ ଏବଂ ତାର ଅର୍ଥ କଣ |ବନ୍ଧୁଗଣ ଜଣେ ମହିଳାଙ୍କ ପାଖରେ ଆପଣଙ୍କୁ ଦେବାର କଣ ନାହିଁ ଯଦି ଆମେ ଦେଖିବା ଯେ ତାକୁ ଦେଖିବା ଦୁନିଆର ସବୁଠାରୁ ବଡ଼ ଖଜାନା ଲୁଚି ରହିଛି ଆପଣଙ୍କୁ କେବଳ କହିରଖୁଛୁ ଯେ ଆପଣ କେବଳ ଗୋଟିଏ କାର୍ଯ୍ୟ କରନ୍ତୁ ଯାହା ଦ୍ୱାରା ରାତାରାତି ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ |କାରଣ ଆଜି ଆମେ ଆପଣଙ୍କୁ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ |
ତାହା ଆପଣ ଭଲ ଭାବରେ ଜାଣିଛନ୍ତି କିନ୍ତୁ ଏହାର ପ୍ରଭାବ ଆପଣ ଆଦୌ ଜାଣି ନାହାଁନ୍ତି |ଏହା ସହିତ ଅନେକ ଲୋକ ମଧ୍ୟ ଏହି ଜିନିଷକୁ ପାଇବା ପାଇଁ ଅନେକ ଲାଜ ମଧ୍ୟ କରି ଥାଆନ୍ତି ତଥାପି ସେହି ଜିନିଷ ମଣିଷ ମାନଙ୍କୁ ମିଳିପାରି ନଥାଏ ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ପାଖରେ ଥିବା ସେହି ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଟଚ କରିବା ଦ୍ୱାରା ଆପଣଙ୍କ ଚାଲୁଥିବା ଖରାପ ସମୟ ବା ଦୁର୍ଭାଗ୍ୟ ସୌଭାଗ୍ୟର ବଦଳି ଯାଇଥାଏ ଆପଣଙ୍କ ଭାଗ୍ୟ ଉଦୟ ମଧ୍ୟ ହୋଇ ଯାଇଥାଏ |
ଜାଣନ୍ତୁ ଏହି ଦୁଇଟି ଜିନିଷର ପ୍ରଭାବ ବନ୍ଧୁଗଣ ମହିଳା ହେଉଛନ୍ତି ଖୋଲା ଖଜାନା ଯାହାକୁ କେବଳ ଆପଣ ବୁଝିବା ଦରକାର ଆମ ଶାସ୍ତ୍ରରେ ଏହା କୁହାଯାଇଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରିଥାଏ ଆପଣଙ୍କୁ କହିରଖୁଛୁ ଯେ ମହିଳାଙ୍କ ଏହି ଦୁଇଟି ପାଦକୁ ଛୁଇଁବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ହୋଇ ଯାଇଥାଏ | କୌଣସି ମହିଳା ନିଜ ଦୁଇ ହାତକୁ ମୁଣ୍ଡରେ ଆଶୀର୍ବାଦ ଦେବା ପାଇଁ ଯଦି ରଖେ ତାର ହାତରେ ରହିଥିବା ଶକ୍ତି ଏବଂ ମନରେ ରହିଥିବା ଆପଣଙ୍କ ପାଇଁ ଆଶୀର୍ବାଦ ବ୍ୟକ୍ତିର ଉପରେ ବାସ କରିଥାଏ |
ଯାହା ଫଳରେ ସେହି ବ୍ୟକ୍ତିକୁ ଭଲ ଭଲ ସୁଫଳ ନିଶ୍ଚିତ ଭାବରେ ମିଳିଥାଏ |ସେହିଠାରେ ମହିଳା ମାନଙ୍କ ଦୁଇ ପାଦକୁ ଛୁଇଁବା ଦ୍ୱାରା ଆମର ଭିତରେ ଏକ ଶକ୍ତି ଜାତ ହୋଇଥାଏ ଯାହାକି ଆମ ପାଇଁ ଅତ୍ୟଧିକ ଲାଭଦାୟକ ଅଟେ |ଯଦି ଆମେ ବିଜ୍ଞାନ ଅନୁସାରେ କହିବା ତେବେ ଆମେ ଯଦି କୌଣସି ଆଦରଣୀୟ ବ୍ୟକ୍ତିର ଚରଣ ଛୁଇଁ ଥାଉ ତେବେ ସେ ଆଶୀର୍ବାଦ ଦେବା ଦ୍ୱାରା ତାଙ୍କର ହାତ ଆମ ମୁଣ୍ଡ ଉପରେ ଓ ଆମର ହାତ ତାଙ୍କ ଚରଣ ଛୁଇଁ ଥାଏ |
ଯାହାକୁ ଆମର ସକାରାତ୍ମକ ଉର୍ଜାର ପଜେଟିଭ ଏନର୍ଜି ଉତ୍ପନ କରାଇଥାଏ |ଏହା ସହିତ ମଧ୍ୟ ଆମର ମାନସିକ ବିକାଶ ବଢିଥାଏ ଏହି ଠାରେ ଆମେ ଏକ ସୂଚନା କହିରଖୁଛୁ ଯେ ଜାଣିରଖନ୍ତୁ ଆପଣ କେବଳ ଆପଣଙ୍କ ସ୍ତ୍ରୀଙ୍କ ପାଦ ଛାଡ଼ି ଅନ୍ୟ ଗୁରୁଜନ ମହିଳା ମାନଙ୍କ ପାଦ ଛୁଇଁ ପାରିବେ |ଆପଣ ଯଦି ନିଜ ମାତାଙ୍କ ପାଦ ଛୁଇଁ ସବୁ କାର୍ଯ୍ୟରେ ଆଗେଇ ଯିବେ ତେବେ ଆପଣଙ୍କ ସବୁ କାର୍ଯ୍ୟ ସୁଫଳ ହେବ |