ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ ଖବର ପାଣିପାଗ ତରଫରୁ ଆହୁରି ଦୁଇଦିନ ବରଷିବ ପ୍ରବଳ ବର୍ଷା ଆସନ୍ତା 24 ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡ଼ିଶାରେ ହେବ ଭାରୀବର୍ଷା ଏହି 14ଜିଲ୍ଲାକୁ yellow warning ଜାରିକାଲା ପାଣିପାଗ ବିଭଗ | ଏହାରି ପ୍ରଭାବରେ ରାଜ୍ୟର ବଭିନ୍ନ ଜିଲ୍ଲାରେ ଜାରିରହିବ କାଳବୈଶାଖୀ ଜନିତ ଝାଡ଼ବର୍ଷା ଏବଂ ବଜ୍ରପାତ | ଏଥିସହିତ 12 ତାରିଖରୁ ବର୍ଷାର ପରିମାଣ ବଢିବା ବୋଲି ଏକ ସତର୍କ ସୂଚନା ଜାରିକରିଛି ଭାରତୀୟ ପାଣିପାଗ ବିଭାଗ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କେଉଁସବୁ ଜିଲ୍ଲାକୁ ବର୍ଷା କିପରି ରହିବ |
ରାଜ୍ୟରେ ମୌସୁମୀ ପ୍ରଭାବ ସକ୍ରିୟ ଆହୁରି ଦୁଇଦିନ ପ୍ରବଳ ବର୍ଷା ଆଜି ପ୍ରବଳରୁ ଅତିପ୍ରବଳ ବର୍ଷାନେଇ 14ଟି ଜିଲ୍ଲାକୁ ହାଇଆଲର୍ଟ ଜାରିହୋଇଛି | 70ରୁ 110 ମିଲିମିଟର ବର୍ଷା ସମ୍ଭାବନା ଥିବାରୁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼,ଦେବଗଡ଼, କଟକ, ଅନୁଗୁଳ, ଢେ଼ଙ୍କନାଳ, କେଉଁଝର ଏବଂ ମୟୂରଭଞ୍ଜକୁ ସତର୍କ ସୂଚନା ଜାରିହୋଇଛି |
ଗତ 24ଘଣ୍ଟାରେ ରାଜ୍ୟରେ ବିଶୃତ ହେବବର୍ଷା କୋରାପୁଟ ଜିଲ୍ଲାର ସିମିଲିହୁଡ଼ାରେ ସର୍ବାଧିକ 158 ମିଲିମିଟର ବର୍ଷା ରେକଡ଼ ହୋଇଛି | ରାଜ୍ୟର ଅନ୍ୟ 9ଟି ଜିଲ୍ଲା ମାନଙ୍କର କିଛି ସ୍ଥାନରେ ପ୍ରବଳ ବର୍ଷା ରେକଡ଼ ହୋଇଛି | ସକ୍ରିୟ ଘୁଣ୍ଣିବଳୟ ପ୍ରଭାବରେ ରାଜଧାନୀ ଭୁବେନେଶ୍ଵରରେ ଲାଗିରହିଛି ତୀବ୍ର ବୃଷ୍ଟିପାତ |
ଗତକାଲିର ଘୁଣ୍ଣିବଳୟ ଆଜି ଅଭ୍ୟନ୍ତରଣ ଓଡ଼ିଶାର ମଧ୍ୟ ଭାଗ ପାର୍ଶ୍ୱବର୍ତୀ ଛତିଶଗଡ଼ ଅଞ୍ଚଳରେ ବାୟୁମଣ୍ଡଳରେ 7.6 କିଲୋମିଟର ଉଚତା ଯାଏ ସକ୍ରିୟ ରହିବ ଯାହା ପ୍ରଭାବରେ ଆହୁରି 24 ଘଣ୍ଟା ରାଜ୍ୟରେ ଆହୁରି ବିଶୃତି ବର୍ଷା ଲାଗିରହିବ | ପଶ୍ଚିମ ଓଡିଶା କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି |
1 ସେପ୍ଟେମ୍ବରରୁ ଆଜିଯାଏ 84.6 ମିଲିମିଟର ବର୍ଷା ରେକଡ଼ ହୋଇଛି ଯାହାକି ସ୍ୱାଭାବିକ ବର୍ଷା 70 ମିଲିମିଟର ତୁଳନାରେ 20 ପ୍ରତିସଦ ଅଧିକ ରହିଛି | ଏହି ସମୟ ପରିଧିରେ କଟକରେ ସର୍ବାଧିକ 161 ମିଲିମିଟର ବର୍ଷା ରେକଡ଼ ହୋଇଛି | ତେବେ ଏହାର ପ୍ରଭାବରେ ଆହୁରି 24 ଘଣ୍ଟା ରାଜ୍ୟରେ ବର୍ଷାର ପରିମାଣ ବଢିବ | ଯାହା ଜଣାପଡିଛି ବର୍ତ୍ତମାନ ସ୍ୱାଭାବିକ ବର୍ଷାର 65.4ମିଲିମିଟର ତୁଳନାରେ ଏହା 147 ପ୍ରତିସଦ ଅଧିକ ରହିଛି |