ନମସ୍କାର ଦର୍ଶକବନ୍ଧୁ ସୌର ମଣ୍ଡଳର ଜନ୍ମ ଦାତା ହେଉଛି ଗୋଟିଏ ତାରା ଯିଏ ପୃଥିବୀ ଠାରୁ 150 ମିଲିୟନ ବା 15 କୋଟି କିଲୋମିଟର ଦୂରରେ ଥିବା ସୌର ମଣ୍ଡଳରେ ଅବସ୍ଥିତ |ପୃଥିବୀ ଠାରୁ ଆରମ୍ଭ କରି ପ୍ଳିୟୁଟ ପର୍ଯ୍ୟନ୍ତ ସୌର ମଣ୍ଡଳର ସମସ୍ତ ଗ୍ରହ ,ଉପଗ୍ରହ ଏବଂ କ୍ଷୁଦ୍ର ଗ୍ରହ ସମସ୍ତେ ସୂର୍ଯ୍ୟର ପରିକ୍ରମା କରୁଛନ୍ତି ଅବଶ୍ୟ ପୃଥିବୀ ପୃଷ୍ଠରେ ଦଖିଲେ ସୂର୍ଯ୍ୟ ଆମକୁ ଶାନ୍ତ ,ସୁନ୍ଦର ଏବଂ ଚମକୁ ଥିବା କେଶରୀ ରଙ୍ଗର ବଲ ଭଳି ଦିଶେ କିନ୍ତୁ ଅସଲରେ ସୂର୍ଯ୍ୟ ଏତେ ଅଶାନ୍ତ ଯେ ଭୁଲରେ ତା ପାଖାପାଖି ପହଞ୍ଚି ଗଲେ |
ସୂର୍ଯ୍ୟର ତୀବ୍ର ଏବଂ ଛାତି ଥରା ଶବ୍ଦ କୌଣସି ବି ଜୀବକୁ କାଲ ବନାଇଦେବ |ଆଉ ସେ ଏତେ ଶକ୍ତିଶାଳୀ ଯେ କିଛି ସେକେଣ୍ଡରେ ସେ ଯେତେ ବଡ଼ ଗ୍ରହ ହେଉ ଥାଉନା କାହିଁକି ସୂର୍ଯ୍ୟ ତାକୁ ଜାଳି ପାଉଁଶ କରିଦେବ |ଏହି ସୂର୍ଯ୍ୟ ତା ଛାତିରେ କେତେ ବଡ଼ ବଡ଼ ରହସ୍ୟ ଚାପି ରଖିଛି ତାହା ଖୋଜା ଥିବା ନିହାତି ଜରୁରୀ |
ଖାସ ଏଥିପାଇଁ ଯେ ଦୁନିଆର ବଡ଼ ବଡ଼ ବୈଜ୍ଞାନିକ ସୂର୍ଯ୍ୟ ଉପରେ ଗବେଷଣା କରିବା ପାଇଁ ବେଶୀ ଇଛୁକ ଥାଆନ୍ତି |ଆଉ ସୂର୍ଯ୍ୟ ବିଷୟରେ ଜାଣିବା ପାଇଁ ଆଜି ପର୍ଯ୍ୟନ୍ତ ମୋଟ 22 ଟି ସୂର୍ଯ୍ୟ ମିଶନ ହୋଇଛି ଏବେ ଏହି ରେସରେ ଭାରତର ଇସ୍ରୋ ବି ସାମିଲ ହୋଇଯାଇଛି |ଆଉ ପ୍ରଥମ ସୋଲାର ମିଶନ ଭାବରେ ଆଦିତ୍ୟ L -1 କୁ ବି ଲଞ୍ଚ କରାଯାଇଛି |
ଯାହା ସୂର୍ଯ୍ୟର ବହୁତ ରହସ୍ୟ ବିଷୟରେ ପରଦା ଉଠାଇବ ଏଭଳି ସ୍ଥିତିରେ ଆଜି ଆମେ ସୂର୍ଯ୍ୟର ଏମିତି ତିନୋଟି ସ୍ଥିତି ଶବ୍ଦ ଭୟଭୀତ ହୋଇଯାଇଛୁ ଏକଥା ଆମେ କହୁନୁ ବୈଜ୍ଞାନିକ ମାନେ ଦେଖିବାକୁ ସୂର୍ଯ୍ୟର ମୋଟ ଛଅଟି ଶବ୍ଦ ରେକର୍ଡିଙ୍ଗ ହୋଇଛି ଯାହାକୁ ଶୁଣି ବୈଜ୍ଞାନିକ ମାନେ ଡରି ଯାଇଛନ୍ତି |