ସେଲ୍ଫି ନେଉଥିବା ବେଳେ ଖସିଲା Kedarnath ଭକ୍ତଙ୍କ ଗୋଡ଼ ,ତାପରେ ଯାହା ହେଲା ଜାଣିଲେ ହାତଯୋଡ଼ି ଦେବେ ଆପଣ ,ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ସେଲ୍ଫି ନେଉଥିବା ବେଳେ ଖସିଲା କେଦାର ନାଥ ଯାତ୍ରୀଙ୍କ ଗୋଡ଼ ଦେଖନ୍ତୁ ତା ପରର ଦୃଶ୍ୟ ଯାହା ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ଜଣେ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡରୁ କେଦାରନାଥ ଯିବା ରାସ୍ତାରେ ସେଲ୍ଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ପାଖରେ ଥିବା ନଦୀରେ ପାଣି ଅଧିକ ଥିବାରୁ ଯୁବକ ଜଣକ ପାଣିର ସୁଅରେ ଭାସି ଯାଇଥିଲେ |

ହେଲେ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜଣା ପଡ଼ିଛି |ସୂଚନା ମୁତାବକ ରାମପଡା ନିକଟରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କ ସାଙ୍ଗ ଏବଂ ସ୍ଥାନୀୟ ଲୋକମାନେ ଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଘଟଣା ସମୟରେ ଏହି ଭିଡିଓ ଭାଇରଲ ହେଉଥିବା ବେଳେ ସେଥିରେ ଦେଖା ଯାଇଛି ଯେ ପାଣିର ପ୍ରବଳ ସ୍ରୋତରେ ଯୁବକ ଜଣକ ଭାସି ଯାଉଥିବା ବେଳେ ଏକ ବଡ଼ ପଥରକୁ ଜାବୁଡ଼ି ଧରୁଛନ୍ତି |

ପାଣିର ସ୍ରୋତ ତାଙ୍କୁ ଟାଣିନେବା ପାଇଁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ଜୀବନ ବଞ୍ଚାଇବା ପାଇଁ ପଥରକୁ ଧରି ରହୁଛନ୍ତି ଏହା ପରେ ଉଦ୍ଧାର କାରୀ ମାନେ ନିକଟରେ ଏକ ଦୌଡ଼ି ସାହାଯ୍ୟରେ ପହଁଚିବା ସହିତ ତାଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣୁଛନ୍ତି |ତେବେ କୁହାଯାଉଛି ଯେ ସୋମବାର ମନ୍ଦାକିନୀ ନଦୀରେ ଏହି ଘଟଣା ଘଟିଥିଲା |

ଲୋକେ କହୁଛନ୍ତି ଯେ ଯୁବକ ଜଣକ ସେଲ୍ଫି ନେବାକୁ ଯାଉଥିଲେ ଏବଂ ଠିକ ସେହି ସମୟରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ନଦୀକୁ ପଡ଼ି ଯାଇଥିଲେ ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏନଡିଆର ଏଫ ଟିମ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ବୋଲି ଜଣା ପଡ଼ିଛି |

Leave a Reply

Your email address will not be published. Required fields are marked *