ଜାଣନ୍ତୁ ଏହି ତାରିକରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇ ଥାଆନ୍ତି ମହା ଭାଗ୍ୟଶାଳୀ ,ଜୀବନରେ କେବେବି ରହେ ନାହିଁ ଧନର କମି Raja ଭଳି ଜୀବନ ଏମାନଙ୍କର |

ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଙ୍କ ମାନଙ୍କ ବହୁତ ବଡ଼ ଗୁରୁତ୍ୱ ରହିଥାଏ ତେଣୁ ଆଜି ଆମେ ଆପଣଙ୍କୁ ଏହି ଅଙ୍କ ଜରିଆରେ ନିଜ ଭବିଷ୍ୟତ ବିଷୟରେ କହିବାକୁ ଯାଉଛି । ଏହି ସଂଖ୍ୟା ବ୍ୟକ୍ତିର ଜନ୍ମ ତିଥିର ଅଙ୍କକୁ ଦେଖି ଅଙ୍କର ମୂଲ୍ୟାଙ୍କନ ନିର୍ଦ୍ଧାରିତ କରାଯାଏ। ଯେମିତିକି ଆପଣଙ୍କ ର ଜନ୍ମ ତାରିଖ 10 ତାହାକୁ ମୂଲ୍ୟାଙ୍କନ କରିବା 1 ଓ 0 କୁ ଯୋଡି 1 ହେବ । ଆପଣଙ୍କର ଜନ୍ମତିଥି ମାସ ଓ ବର୍ଷକୁ ମିଶାଇ ଭାଗ୍ୟଙ୍କ ନିର୍ଦ୍ଧାରଣ କରାଯାଏ। ଏ ଜ୍ୟୋତିଷ ଜ୍ଞାନ ଆପଣଙ୍କର ଦିନଚର୍ଯ୍ୟାରେ ସହାୟକ ହୁଏ ଓ ଆପଣଙ୍କର ଦିନଚର୍ଯ୍ୟା ରେ ସହାୟକ ହୁଏ ଓ ଆପଣମାନଙ୍କ ର ଆନୁମାନିକ ସମସ୍ୟା ବିଷୟରେ ମଧ୍ୟ ସୂଚାଇଥାଏ । ଏହି ସବୁରୁ ଜୀବନରେ ଆସୁଥିବା ସମସ୍ୟା ବିଷୟରେ ଜାଣିପାରି ତାର ସମାଧାନ ମଧ୍ୟ ହୋଇପାରେ।

ତେବେ ଆସନ୍ତୁ ଜାଣିବା ଚାଲନ୍ତୁ ମୂଲ୍ୟାଙ୍କନ ୧ ବିଷୟରେ:- ଆଜି ଆପଣ ମାନଙ୍କର ଦିନଟି ବୋହୁତ ଭଲରେ ବିତିବ। ଆପଣଙ୍କର ଆଇନଗତ ସମସ୍ୟା ରେ ପଡିପାରନ୍ତି। କିନ୍ତୁ ସମସ୍ୟାର ସମାଧାନ ମଧ୍ୟ ପାଇବେ କିନ୍ତୁ ଚେଷ୍ଟା କଲେକୌଣସି ବଡ଼ ଅଧିକାରୀ ଙ୍କ ନିକଟରୁ ଆପଣ ସମାଧାନ ମଧ୍ୟ ପାଇବେ।ଶୁଭ ଅଙ୍କ-୫୨ ଶୁଭ ରଙ୍ଗ – ସିଲଭର |

ମୂଲ୍ୟଙ୍କ ୨ – ଏହି ମୁଲ୍ୟଙ୍କ ପାଇଁ ଦିନଟି ଶୁଭ ପ୍ରଦ ଅଟେ। ଆର୍ଥିକ ପରିସ୍ଥିତି ରେ ବୃଦ୍ଧି ପାଇବେ, ପରିବାରରେ ଖୁସି ରହିବେ। ଓ ସମ୍ପର୍କୟମାନଙ୍କ ସହ ଦିନଟି ଭଲରେ ବିତିବ ।
ଶୁଭ ଅଙ୍କ – ୨୨ ଶୁଭ ରଙ୍ଗ – ଗ୍ରେ |

କୁଲ୍ୟଙ୍କ ୩:- ଆଜିର ଦିନଟି ବୋହୁତ ଭଲରେ ବିତିବ । କ୍ୟାରିଅର ରେ ମନ ପସନ୍ଦ ପ୍ରସ୍ତାବ ମିଳିବ , ସମ୍ପର୍କୀୟ ମାନଙ୍କ ସହ ଦିନଟି ଭଲରେ ବି ।ଶୁଭ ଅଙ୍କ- ୧୨ ଶୁଭ ରଙ୍ଗ- ନୀଳ

ମଲ୍ୟଙ୍କ ୪:- ଆଜି ଆପଣମାନଙ୍କ ର ଦିନଟି ଲାଭ ଦାୟକ ଅଟେ। ନିଜର ମନକୁ ଦୃଢ଼ ରଖିବେ। କ୍ୟାରିୟର ଉପରେ ଭଲ ଓ ମନ ଚାହାଁ ପ୍ରସ୍ତାବ ମିଳିପାରେ। ବନ୍ଧୁ ମାନଙ୍କ ସହ ସମ୍ପର୍କ ଭଲରେ ଦିନଟି ବିଟିବ ।ଶୁଭ ଅଙ୍କ – ୨ ଶୁଭ ରଙ୍ଗ- ନୀଳ

ମୁଲ୍ୟାଙ୍କ ୫:- ଆଜିର ଦିନଟି ବୋହୁତ ଭଲରେ ବିତିବ ।ଆଜି ନିଜ ସାଙ୍ଗମାନଙ୍କ ସହ ଦିନଟି ବୋହୁତ ଭଲରେ ବିତିବ । ଓ ପରିବାରରୁ ମଧ୍ୟ ଶୁଭ ଖବର ପାଇ ପାରନ୍ତି।ଶୁଭ ଅଙ୍କ-୧୫ ଶୁଭ ରଙ୍ଗ- ହଳଦିଆ

ମୂଲ୍ୟଙ୍କ ୬:- ଏହି ଅଙ୍କ ର ଲୋକମାନଙ୍କୁ ନିଜ କ୍ୟାରିୟର ଓ ବ୍ୟବସାୟ ପାଇଁ ଲାଭ ପ୍ରଦ ଅଟେ। ଆଜି ଆପଣ ମାନେ ନୂଆ ନୂଆ ବନ୍ଧୁ ବନାଇବେ ଓ ଆର୍ଥିକ ପରିସ୍ଥିତି ମଧ୍ୟ ଭଲ ରହିବ।ଶୁଭ ଅଙ୍କ -୩
ଶୁଭ ରଙ୍ଗ- ସୁନେଲି

ମୂଲ୍ୟଙ୍କ ୭:- ଆପଣମାନଙ୍କ ପାଇଁ ଦିନଟି ବୋହୁତ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଭଲ କରିବେ। ସାଙ୍ଗ ଓ ସମ୍ପର୍କୀୟ ମାନଙ୍କ ଠାରୁ ସ୍ନେହ ଓ ଆଦର ପାଇବେ। ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି।
ଶୁଭ ଅଙ୍କ-୨୭ ଶୁଭ ରଙ୍ଗ-ଭାୟୋଲେଟ

ମୂଲ୍ୟଙ୍କ ୮:- ଏହି ମୂଲ୍ୟଙ୍କମାନଙ୍କୁ ନିଜ ପରିବାର ଓ ବନ୍ଧୁମାନଙ୍କ ଠାରୁ ସହାୟତା ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଭଲ କରିବେ। ଆପଣଙ୍କର କାର୍ଯ୍ୟରେ ମଧ୍ୟ ଲୋକମାନେ ପ୍ରଭାବିତ ହେବେ। ଆଜି ନୂଆ ନୂଆ ଅବସର ମଧ୍ୟ ମିଳିବ।ଶୁଭ ଅଙ୍କ-୧୪ ଶୁଭ ରଙ୍ଗ- ଲାଲ୍ |

ମୂଲ୍ୟଙ୍କ ୯:- ଆଜିର ଦିନ ଆପଣମାନଙ୍କ ପାଇଁ ହସଖୁସି ଓ ଉଲ୍ଲାଶ ରେ ବିତିବ । ଓ ବନ୍ଧୁମାନଙ୍କ ସହ ସମୟ ବିତାଇବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନେବେ ଓ ନକାରାତ୍ମକ ରୁ ଦୂରେଇ ରହିବେ।
ଶୁଭ ଅଙ୍କ-୧୨

Leave a Reply

Your email address will not be published. Required fields are marked *