ନମସ୍କାର ଦର୍ଶକବନ୍ଧୁ ବଞ୍ଚି ଥାଉ ଥାଉ ମାରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ତେବେ ଜୀବିତ ଅଛନ୍ତି ଅଭିନେତ୍ରୀ ନିକଟରେ ସୋସିଆଲ ମେଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ହୃଦଘାତରେ ମୃ-ତ୍ୟୁ ଘଟିଛି |ଏହା ପରେ ସୋସିଆଲ ମେଡିଆ ପ୍ଲାଟଫର୍ମ ଏକ୍ସରରେ ଅଭିନେତ୍ରୀଙ୍କ ଦେ-ହା-ନ୍ତ ପାଇଁ ତାଙ୍କ ପ୍ରଶଂସକ ମାନେ ଶୋକ ପ୍ରକାଶ ଆରମ୍ଭ କରିଥିଲେ |
କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ମୃ-ତ୍ୟୁ ଖବର ମିଛ ବୋଲି ପ୍ରମାଣିତ ହୋଇଛି |ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ ଦିବ୍ୟା ସ୍ପନ୍ଦନା ଜୀବିତ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କର ଦାବିକୁ ପ୍ରମାଣ କରିବା ପାଇଁ ସାମ୍ବାଦିକ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନାଙ୍କ ସହ ତାଙ୍କର ଶେଷ ସାକ୍ଷାତ କାର ଫୋଟ ମଧ୍ୟ ଶେୟାର କରିଛନ୍ତି |
ଦିବ୍ୟା ସ୍ପନ୍ଦନଙ୍କ ଦେ-ହା-ନ୍ତ ଖବର ପାଇବା ପରେ ସାମ୍ବାଦିକ ଟୁଇଟ କରି କହିଛନ୍ତି ଯେ ଅଭିନେତ୍ରୀ ଦିବ୍ୟା ସୁସ୍ଥ ଏବଂ ସମ୍ପୂର୍ଣ୍ଣ ଭଲ ଅଛନ୍ତି |ସାମ୍ବାଦିକ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଦିବ୍ୟା ସ୍ପନ୍ଦନା ଙ୍କ ସହ ସେ କଥା ହୋଇଛନ୍ତି ସେ ଠିକ ଅଛନ୍ତି ସେ ଆସନ୍ତା କାଲି ବ୍ୟାଙ୍ଗଲୋର କୁ ଫେରିବେ |
ଜଣେ ଅଭିନେତ୍ରୀ ବଞ୍ଚିଥିବା ନେଇ ତାଙ୍କୁ ମାରିଦେବା ଏହା ବହୁତ ବଡ଼ ଅପ ପ୍ରଚାର ଅଟେ ତେଣୁ ଏହି କଥାକୁ ନେଇ ସଠିକ ମତ ଦେଇଛନ୍ତି ଜଣେ ସାମ୍ବାଦିକ ଏବଂ ସେ କହିଛନ୍ତି ଦିବ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି |