ବାଘକୁ ମଦ ପିଆଇ ସେଲ୍ଫି ନେବା ହୋଇଗଲା କାଳ ତାହା ପରେ Jaha ହେଲା ,ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ |

ନମସ୍କାର ଦର୍ଶକବନ୍ଧୁ ଯେଉଁ କଲରା ପତରିଆ ବାଘକୁ ଦେଖି ଲୋକ ଦୌଡୁ ଥିଲେ ଭୟରେ ଥରୁଥିଲେ ସେ ବାଘ ସହିତ ସେଲ୍ଫି ନେଉଛନ୍ତି ସେ ବାଘକୁ ନିଜ ସହିତ ଚାଲିବାକୁ କହୁଛନ୍ତି ଶୁଣିବାକୁ ମିଳିଛି ବାଘକୁ କୁଆଡ଼େ ମଦ ପିଆଇ ଦେଇଛନ୍ତି ଗାଁ ଲୋକେ ହେଲେ ଏହି ଦୃଶ୍ୟକୁ ଦେଖିଲେ ଆମକୁ ମଧ୍ୟ ଟିକେ ସନ୍ଦେହ ଲାଗୁଚି ସତରେ କଣ ବାଘ ମଦ ପିଇଛି |ଲୋକମାନେ ନିଜକୁ ବାଘ ଭାବୁଛନ୍ତି ଏବଂ ବାଘ ନିଜକୁ ଛେଳି ଭାବୁଛି |

ସେହି ମଣିଷ ଜାଣିବା ଦରକାର ବାଘ ବର୍ତ୍ତମାନ ଆକ୍ଟିଭ ମୁଡ଼କୁ ଆସିଗଲେ କିଏ କୁଆଡ଼େ ଛୀନ ଛତ୍ର ହୋଇ ଧାଇଁବେ କିନ୍ତୁ ଏବେ ପରିସ୍ଥିତି ଏବେ ଟିକେ ଓଲଟା ହୋଇଯାଇଛି |ଆଉ ବାଘ ମଧ୍ୟ ତାଙ୍କ ପାଖରେ ଛେଳି ପିଲା ପରି ଚାଲୁଥାଏ ଏଠାରେ କହିରଖିବୁ ଯେ ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର |

ଇକୋଲା ନିକଟରେ ଗାଁ କୁ ପଶି ଆସିଥିବା ଏକ ବାଘକୁ ଧରି ନେଇଛନ୍ତି ଯାହାକି ଏକ କଲରା ପତରିଆ ବାଘ ଏଭଳି ବାଘକୁ ହଇରାଣ କରୁଥିବା ବେଳେ ପରେ ଯାଇ ବନ ବିଭାଗ ଉଦ୍ଧାର କରିଥିଲା |ତେବେ ଜଣା ପଡ଼ିଥିଲା ଗାଁର ଲୋକେ ଅସୁସ୍ଥ ହୋଇ ପଡିଥିବା ବାଘଟିକୁ ଘେରି ଯାଇଥିଲେ ଆଉ |

ଏହି କଲରା ପତରିଆ ବାଘଟି କୌଣସି ନିଶା ପିଇ ନଥିଲା ମଦ ପିଇ ନଥିଲା ଅସୁସ୍ଥ ସେଥିପାଇଁ ସେ କାହାକୁ ଆକ୍ରମଣ କରୁ ନଥିଲା |ଆଜି ତାର ଭାଗ୍ୟ ଖରାପ ଏବଂ ପରିସ୍ଥିତି ତାକୁ ଏମିତି କଲା ସେଥିପାଇଁ ଲୋକେ ଆଜି ତାକୁ ବହୁତ ହୈରାନ କରୁଛନ୍ତି |ପରବର୍ତ୍ତୀ ସମୟରେ ଜଙ୍ଗଲ ବିଭାଗର ଦଳ ଆସି ବାଘଟିକୁ ନିରାପଦର ସହିତ ତାକୁ ନେଇ ଯାଇଥିଲେ |

Leave a Reply

Your email address will not be published. Required fields are marked *