ନମସ୍କାର ଦର୍ଶକବନ୍ଧୁ ଯେତେବେଳେ କୌଣସି ଗ୍ରହର ଦଶା ବିଷୟରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ କିନ୍ତୁ ଆମେ ଏହି ପ୍ରଭାବକୁ ବୁଝି ପାରିନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ କିନ୍ତୁ ଏହିଠାରେ ଆମେ କହିଦେଉଛୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ |ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଶନିଗ୍ରହ ବିଷୟରେ କହିବାକୁ ଯାଉଛୁ |ତେବେ ଆପଣମାନେ ଜାଣିଥିବେ ଯେ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ |ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ପଡ଼ିଥାଏ ତାହା ଠାରୁ ଅଧିକ ସେହି ଲୋକମାନେ ଖୁସି ଦେଇ ଥାଆନ୍ତି ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି ବରଂ ମିତ୍ର ଅଟନ୍ତି |ତେବେ ଗ୍ରହମାନଙ୍କ ଚଳନରେ କିଛି ଏପରି ପରିବର୍ତ୍ତନ ହୋଇଛି ଯାହା ଫଳରେ ଶନିଦେବ ଏହି 6 ଟି ରାଶି ଉପରେ ଖୁସିପୂର୍ଣ୍ଣ ରହିବାକୁ ଯାଉଛନ୍ତି |ତେବେ ଆସନ୍ତୁ ଜାଣିବା ସହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
ମେଷ ରାଶି -ଏହି ରାଶିର ଲୋକମାନଙ୍କ ଉପରେ ଶନିଦେବ ଖୁସିରେ ରହିବେ ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ ଆଉ କୌଣସି ଆବଶ୍ୟକତା ନାହିଁ ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କ ଅସୀମ କୃପା ହେବ ଏବଂ ଏହା ପୁଣି ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ |ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନିଦେବ ପୂରଣ କରିଦେବେ କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଭଗବାନ ଶନିଦେବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଏବଂ ବିଶ୍ୱାସ କରିବା ନିହାତି ଦରକାର |
ସିଂହ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ଶନିଦେବଙ୍କ କୃପା ବର୍ଷିବ ଏବଂ ଏମାନଙ୍କ ଭିତରେ କୌଣସି ପ୍ରକାରର ଆତ୍ମ ବିଶ୍ୱାସର ଅଭାବ ଆଉ ରହିବ ନାହିଁ ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନିଦେବଙ୍କ ଦ୍ୱାରା ପୂରଣ ହୋଇଯିବ |କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କର ସମ୍ପୂର୍ଣ୍ଣ ପରିଶ୍ରମ ଏବଂ ନିଜର କାର୍ଯ୍ୟ ଉପରେ ମନ ଧ୍ୟାନ ଦେଇ କରିବା ନିହାତି ଦରକାର |
କନ୍ୟା ରାଶି -ଆପଣଙ୍କ ଉଦ୍ଧାର ଶନି ମହାରାଜ ମଧ୍ୟ କରିବେ କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ଆପଣଙ୍କ ସମୟ ନିଜ ଜୀବନ ସାଥୀଙ୍କ ସହିତ କାଟିବାକୁ ପଡ଼ିବ ତେବେ ଯାଇ ଶନିଦେବଙ୍କ କୃପା ଦ୍ୱାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ ଏବଂ ଆପଣଙ୍କ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ |ଯଦି ଆପଣଙ୍କ ଏବେ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ ତେବେ ଆପଣ ଆପଣଙ୍କ ମାତା ପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ |
ତୁଳା ରାଶି -ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡ଼ା ହୋଇଛି ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ ଯେ କୌଣସି ଝୀଂଜଡ଼ ଏବଂ କଳି ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ ତେବେ ଯାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ |ଶନି ଦେବଙ୍କ କୃପାରୁ ବ୍ୟର୍ଥ କାର୍ଯ୍ୟରୁ ନିବୃତ୍ତ ହୋଇ ନିଜ କାର୍ଯ୍ୟରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ଶନିଦେବଙ୍କ କୃପାରୁ ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ ସୁଖ ଲାଗି ରହିବ |
କର୍କଟ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଗାମୀ ସମୟ ବହୁତ ଭଲ ରହିବ ପଇସା ଏବଂ ଧନ ସମ୍ପତ୍ତିରେ ବିଚାର ଆପଣ ନିଶ୍ଚୟ କରନ୍ତୁ ପଇସା ସହିତ ଜଡ଼ିତ ପ୍ରତ୍ୟକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କ ନିଷ୍ପତି ସଠିକ ବୋଲି ସାବ୍ୟସ୍ତ ହେବ |ପାରିବାରିକ ଜୀବନରେ ଖୁସି ବଢ଼ିଯିବ ଜୀବନ ସାଥିଙ୍କ ଠାରୁ ଭଲ ଉପଦେଶ ଓ ଉପାୟ ମିଳିବାର ଯୋଗ ବନୁଅଛି |
କୁମ୍ଭ ରାଶି -ଆପଣଙ୍କୁ ଭବିଷ୍ୟତରେ ଆଗକୁ ବଢିବାର କୌଣସି ମୌକା ମିଳିବ |ଆପଣଙ୍କ ଜୀବନରେ ଅଧିକ ପ୍ରଗତି କରିବାରେ ନଜର ଆସିବେ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ସହଜ ହେବ ଆପଣଙ୍କ ବିଗିଡ଼ି ଯାଇଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହୋଇଯିବ |ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ ବିବାହିତ ଜୀବନ ଆନନ୍ଦିତ ରହିବ |