ବାଛନ୍ତୁ ଆପଣଙ୍କ ମନକୁ ଛୁଇଁଲା ଭଳି ଗୋଟିଏ ପଥର ଓ Janantu ଆପଣଙ୍କର ଦୁଃଖର ଦିନ କେବେ ସରିବ କଣ ଅଛି |

ନମସ୍କାର ଦର୍ଶକବନ୍ଧୁ ଏହି ଫୋଟରେ ଥିବା ଷ୍ଟୋନରେ ଛଅଟି ଚିତ୍ର ଦିଆଯାଇଛି ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ଷ୍ଟୋନଟି ସବୁଠାରୁ ଅଧିକ ଆକର୍ଷିତ କରିଲା କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ଷ୍ଟୋନ ଉପରେ ଅଟକି ଗଲା ଏହି କଥାଟି ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ |ତେବେ ସମ୍ପୂର୍ଣ୍ଣ ବିଷୟଟି ପାଖକୁ ଯିବା ପୂର୍ବରୁ ଆପଣମାନଙ୍କୁ କହିରଖୁଛୁ ଯେ ଆପଣ ଏହାକୁ ଶେଷ ଯେ ନିଶ୍ଚୟ ଦେଖନ୍ତୁ ଏବଂ ଆପଣଙ୍କ ମନ ପସନ୍ଦର ଷ୍ଟୋନଟିକୁ ବାଛନ୍ତୁ |ଆପଣ ଯେଉଁ କଥାକୁ ନେଇ ସମସ୍ୟା ଭିତରେ ଗତି କରୁଛନ୍ତି କିମ୍ବା ଆପଣ ଯେଉଁ ଚିନ୍ତାରେ ଘେରି ହୋଇ ରହୁଛନ୍ତି ସେହି ସବୁର ସମାଧାନ ଏହି ଷ୍ଟୋନ ମଧ୍ୟରେ ଲୁଚିକି ରହିଅଛି ତ ବାଛନ୍ତୁ ଆପଣଙ୍କ ନିଜ ପସନ୍ଦର ଗୋଟିଏ ଷ୍ଟୋନ |

ପ୍ରଥମ ଷ୍ଟୋନ ଯଦି ଆପଣଙ୍କୁ ଏହି ପ୍ରକାର ଷ୍ଟୋନ ଆକର୍ଷିତ ଲାଗିଲା ଯାହାକି ପ୍ରଥମେ ରହିଛି ତ ଏହାର ଅର୍ଥ ଏହା ଅଟେ କି ଆପଣ ପ୍ରତ୍ୟକ ଜିନିଷ ଠାରୁ ନିଜର ସ୍ୱତନ୍ତ୍ରତାକୁ ଅଧିକ ପ୍ରାଥମିକତା ଦେଇ ଥାଆନ୍ତି |ଏହି ଷ୍ଟୋନ ଆପଣଙ୍କୁ କହିଥାଏ କି ଆପଣଙ୍କ ଜୀବନର ସମସ୍ୟା ଓ ସଭ୍ୟତାର ଜଞ୍ଜାଳରୁ ମୁକ୍ତି ଆବଶ୍ୟକ ଆପଣଙ୍କୁ ଏକ ଏପରି ସ୍ଥାନକୁ ଯିବା ଆବଶ୍ୟକ ଯେଉଁଠାରେ ଆପଣ ବାହାର ଦୁନିଆର ଚିନ୍ତା ଠାରୁ ଭୁଲି ନିଜର ଉପରେ ଧ୍ୟାନ ଦେଇପାରିବେ ନିଜ ଭିତର ଶବ୍ଦକୁ ଶୁଣିପାରିବେ |

ଦ୍ୱିତୀୟ ଷ୍ଟୋନ -ଏହି ଷ୍ଟୋନର ନିର୍ଣ୍ଣୟ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନ ଏବେ ପରିଵର୍ତନର ରୂପ ନେଉଛି ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଅଛି |ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ ଯାହାକୁ କେବଳ ଆପଣ ହିଁ ଅନୁଭବ କରିପାରିବେ ପ୍ରେମ ସମ୍ଵଦରେ ମଧ୍ୟ ଆପଣ ପରିମର୍ଜିତ ମନେ କରିବେ |

ତୃତୀୟ ଷ୍ଟୋନ -ଯଦି ଆପଣ ଏହି ଷ୍ଟୋନଟିକୁ ବାଛିଛନ୍ତି ତ ଏହି ଷ୍ଟୋନ ଆପଣଙ୍କ ବିଷୟରେ କହୁଛି କି ଆପଣ ବହୁତ ଆଶାବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି ଆପଣଙ୍କ ଭବିଷ୍ୟ ଯେତେ ଉଜ୍ଜଳ ହୋଇପାରେ ତାହା ଅବଶ୍ୟ ହିଁ ହେବ ଆପଣ ଅନ୍ୟ ମାନଙ୍କ ଭାବନା ଏବଂ ଦୁଃଖକୁ ଯେତେ ଅଧିକ ବୁଝି ପାରିବେ ତ ଆପଣଙ୍କୁ ସେତେ ଅଧିକ ହିଁ ଲାଭ ପ୍ରାପ୍ତ ହେବ |

ଚତୁର୍ଥ ଷ୍ଟୋନ -ଆପଣ ଏହାକୁ ବାଛିବାର ଅର୍ଥ ଏହା ଅଟେ କି ଆପଣଙ୍କ ଚେତନା ଆପଣଙ୍କୁ ଏହା କହିବାକୁ ଚାହୁଁଚି କି ବର୍ତ୍ତମାନ ଯେଉଁ ସମସ୍ୟା ଚାଲିଛି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ଏବଂ ପୁରୁଣା ଜୀବନ ଶୈଳୀ ଠାରୁ ଅଳ୍ପ ବ୍ରେକ ନେବାର ଅଛି ଆପଣଙ୍କୁ ନୂଆ ଜୀବନ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ ଓ ପୁରୁଣା କଥାକୁ ଭୁଲି ଆଗକୁ ବଢିବା ପାଇଁ ଚେଷ୍ଟା କରିବା ଆବଶ୍ୟକ |

ପଞ୍ଚମ ଷ୍ଟୋନ -ଯଦି ଆପଣ ଏହି ଷ୍ଟୋନଟିକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ମୃତ ପୂର୍ବଜ କିମ୍ବା ଆପଣଙ୍କ ଅତି ନିକଟ ମୃ-ତ ସମ୍ପର୍କୀୟ ଆପଣଙ୍କ ପାଖକୁ କୌଣସି ନୂତନ ଚେତନା ଦେବାକୁ ପ୍ରୟାସ କରିଛନ୍ତି ତ ଆପଣଙ୍କ ଏପରି କିଛି ଭାବନାକୁ ବୁଝିବା ଓ ଜାଣିବାର ଆବଶ୍ୟକ |

ଛଅ ନମ୍ବର ଷ୍ଟୋନଟିକୁ ବାଛିବାର ଆର୍ଥ ଆପଣଙ୍କ କିଛି ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକି ଆପଣ ସର୍ବଦା ମଜମସ୍ତି କରିବାର ସବୁଠାରୁ ଆଗରେ ଅଛନ୍ତି |ଆପଣ ଯାହା ବି କିଛି ଅନୁଭୂତି ରଖିଛନ୍ତି ପାଇବା ପାଇଁ ତା ପାଇଁ ଆପଣଙ୍କୁ ସେତିକି କଷ୍ଟ କରିବା ଆବଶ୍ୟକ |ଆପଣ ପ୍ରତ୍ୟକ କାର୍ଯ୍ୟରେ ସବୁବେଳେ ତରତର ହେଉଛନ୍ତି ଆରମ ନେଇ ଥଣ୍ଡା ମୁଣ୍ଡରେ କାର୍ଯ୍ୟ କରନ୍ତୁ ନିଶ୍ଚିତ ଭାବରେ ସଫଳ ହେବେ |

Leave a Reply

Your email address will not be published. Required fields are marked *