ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ଏପରି ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଆସିଯିବଲୁହ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ ଏକ କୁନିଝିଅ ନିଜ ଟିଫିନରୁ ଖାଦ୍ୟ କାଢି ଭିକାରୀକୁ ଖୁଆଇଦେଉଛି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ….
ତେବେ ଦର୍ଶକ ବନ୍ଧୁ ଆମେ ସୋସିଆଲ ମିଡିଆରେ କିଛିନା କିଛି ଭିଡ଼ିଓ ଦେଖିଥାଉ କିନ୍ତୁ ଏହିଭିଡ଼ିଓ ଆମମାନଙ୍କୁ କିଛି ଶିଖାଉଛି କିଛି ମନେପକେଇଦେଉଛି ଆଉ ହୃଦୟ ସ୍ପର୍ଶି ଭିଡ଼ିଓ | ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆମେ ଏହିପରି ଅନେକ ଭିଡ଼ିଓ ଦେଖିଥାଉ ଯାହାକୁ ଦେଖିବା ପରେ ଆମେମାନେ ବହୁତ ଖୁସି ହୋଇଥାଉ |
କିନ୍ତୁ ବର୍ତମାନ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଆମ ଦୃଷ୍ଟି ଆକର୍ଷଣ କରିଛି | ଏହି ଭିଡ଼ିଓରେ ଏକ ସ୍କୁଲ ଛାତ୍ରୀ ନିଜ ଟିଫିନରୁ ଖାଦ୍ୟ କାଢି ଭିକାରୀକୁ ଖୁଆଇ ଦେଉଥିବାର ଭିଡ଼ିଓ ଦେଖିବାକୁ ମିଳିଛି | ଏହି ହୃଦୟ ସ୍ପର୍ଶି ଭିଡ଼ିଓଟି ଭାଇରାଲ ହେବା ପରେ ସମସ୍ତେ ଏହି କୁନି ଝିଅର ପ୍ରଶଂସା କରୁଛନ୍ତି |
ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛିଯେ ଏହି କୁନି ଝିଅଟି ପ୍ରଥମେ ଭିକାରିକୁ କିଛି ଟଙ୍କା ଦେଇଥିଲା ଆଉ ତାହାପରେ ସେହି କୁନିଝିଅ ନିଜ ଟିଫିନରୁ ସ୍ୟାଣ୍ଡବିଜ କାଢି ଭିକାରୀକୁ ଖାଇବାକୁ ଦେଲା | ଯେତେବେଳେ ଭିକାରି ଜଣଙ୍କ ଖାଇବାକୁ ଟିକେ ସଂକୋଜ କଲା ଝିଅଟି ନିଜ ହାତରେ ସେହି ଭିକାରିକୁ ଖୁଆଇଦେଇଥିଲା |
ଏହି ଭିଡ଼ିଓରେ ଆହୁରି କିଛି ଦେଖିବାକୁ ମିଳିଛିଯେ ଶେଷରେ ସେହି କୁନିଝିଅ ସେହି ଭିକାରି ସହିତ ହାତମିଳେଇ ସେଠାରୁ ପଳେଇଯାଉଛି | ଭିଡ଼ିଓରେ ଅନେକ ପ୍ରତିକ୍ରିୟା ମିଲିଚାଲିଛି ଅନେକ ଲୋକ ବିଦ୍ୟାଳୟର ଏହି କୁନିଝିଅର ଦୟଭାବାପାଇଁ ପ୍ରଶଂସା କରିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |