ତରଙ୍ଗ TVର ସବୁ ହିରୋ ମାନଙ୍କର ପ୍ରକୃତ ଭଉଣୀ ଦେଖିବାକୁ ବହୁତ ସୁନ୍ଦର , ଆଗରୁ ଦେଖି ନଥିବେ… ସବୁଠୁ ସୁନ୍ଦର ଏହି ହିରୋଙ୍କ ଭଉଣୀ …

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ସବୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏଥିରେ ଅଭିନୟ କରୁଥିବା ହିରୋ ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ପ୍ରକୃତ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ଜଗଜିତ ପଲ ଯିଏ କି ରାଜବିର ଭାବରେ ବନ୍ଧନ ଏହି ଜନ୍ମ ଜନ୍ମ ସିରିଏଲରେ ଅଭିନୟ କରୁଛନ୍ତି ତେବେ ଉପରେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ଜଗଜିତଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ଦିପ୍ତିମୟୀ ପାଲ ଏବଂ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି |

ନମ୍ବର 2 ରେ ଆସୁଛନ୍ତି ସାପ୍ଲିନ ମିଶ୍ର ଯଯାହାକୁ ଆପଣମାନେ ତାରିଣୀ ଆଖିର ତାରା ସିରିଏଲରେ ତୁଷାର ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ତେବେ ଦେଖନ୍ତୁ ଇଏ ହେଉଛନ୍ତି ସାପ୍ଳିନ ଙ୍କ ଭଉଣୀ ଯାହାଙ୍କ ନାମ ହେଉଛି ରାଜଶ୍ରୀ ମିଶ୍ର |

ନମ୍ବର 3 ରେ ଆସୁଛନ୍ତି ଆପଣଙ୍କ ଅତିପ୍ରିୟ ହିରୋ ସନୋଜ କୁମାର ଯାହାକୁ ଆପଣମାନେ ଆରବ ଭୂମିକାରେ ଅଭିନୟ କରୁଥିବାର ବେଶ ଭଲ ଭାବରେ ଜାଣିଥିବେ ତେବେ ଆମେ ଆପଣଙ୍କୁ ଆଜି କହି ରଖୁଛୁ ଯେ ସନୋଜ ଙ୍କ କେହି ବି ଭଉଣୀ ନାହାଁନ୍ତି |

ନମ୍ବର 4 ରେ ଆସୁଛନ୍ତି ମାନବ ରାଉତରାୟ ଯିଏ କି ଚରଣ ଭୂମିକାରେ ମଙ୍ଗଳ ଚରଣ ସିରିଏଲରେ ଅଭିନୟ କରୁଛନ୍ତି ତେବେ ମାନବ ଙ୍କ ଜଣେ ଭଉଣୀ ଅଛନ୍ତି ଯାହାର ଫୋଟ ଆମ ପାଖରେ ହସ୍ତଗତ ହେଇ ପାରୁ ନାହିଁ |

ନମ୍ବର 5 ରେ ଅଭିଜିତ ଦାସ ଯିଏ କି ଶିବ ଭୂମିକାରେ ଝିଅ ଆମର ନୂଆ ବୋହୁ ସିରିଏଲରେ ଅଭିନୟ କରୁଛନ୍ତି ତେବେ ଦର୍ଶକବନ୍ଧୁ ଅଭିଜିତଙ୍କ କେହିବି ଭଉଣୀ ନାହାଁନ୍ତି |ତାଙ୍କର କେବଳ ଜଣେ ଭାଇ ଅଛନ୍ତି |

ନମ୍ବର 6 ରେ ଆସୁଛନ୍ତି ସୁମନ କୁମାର ଯିଏ କି ସାଇ ଭୂମିକାରେ କୁଆଁରୀ ବୋହୂ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସୁମନଙ୍କ ଭଉଣୀ |

Leave a Reply

Your email address will not be published. Required fields are marked *