ସୁନ୍ଦରୀ ମହିଳାକୁ ଦେଖି ନିଜକୁ ସମ୍ଭାଳିପାରିଲାନି ଝାଡୁଦାର ,ପାଞ୍ଚ ଘଣ୍ଟା ଧରି Kala ଏମିତି କାମ ,ଆପଣ ମଧ୍ୟ କହିବେ ଏମିତି ପାପୀକୁ….ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଏକ ଝାଡ଼ୁ ଦାରକ ହୋଟେଲ ବେଡ଼ ରୁମ ଭିତରକୁ ଝାଡୁ ମାରିବାକୁ ଆସିଥିଲା ଆଉ ହୋଟେଲର ସେହି ରୁମ ଭିତରେ ଥିଲେ ଜଣେ ସୁନ୍ଦରୀ ଯୁବତୀ ଯିଏ କି ଇଣ୍ଡିଆନ ଏୟାର ଲାଇନ୍ସ ର ଜଣେ ଟ୍ରେନର ଏୟାର ହଷ୍ଟେସ ଥିଲେ ଆଉ ସେହି ଏୟାର ସହିତ ଝାଡ଼ୁ ଦାର ଯାହା କିଛି କରିଥିଲା ତାହା ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଦେଇଛି |ଦର୍ଶକବନ୍ଧୁ ଏହି ଯୁବତୀ ଜଣକ ହେଉଛନ୍ତି ରୂପ ଲଵଲୀ ଜଣେ ସୁନ୍ଦରୀ ଏୟାର ହଷ୍ଟେସ ସେଦିନ ଥିଲା ଶନିବାର |

ରୂପଲ ସେଦିନ ସଜବାଜ ହୋଇ ସକାଳୁ ଉଠି ନିଜ ଡ୍ୟୁଟି ଚାଲି ଯାଇଥିଲେ ଆଉ ସବୁଦିନ ଭଳି ସେଦିନ ମଧ୍ୟ ନିଜ କାମରେ ଲାଗି ପଡ଼ିଥିଲେ କିନ୍ତୁ କାହିଁକି କେଜାଣି ସେଦିନ ରୁପଲର ମନ ଭଲ ନଥିଲା କାରଣ ସେ ଜାଣି ନଥିଲା ସେହି ଶନିବାର ଥିଲା ରୁପଲଙ୍କ ଡ୍ୟୁଟି ଯିବାର ଶେଷ ଦିନ ବୋଲି ଦିନ ସାରା କାମ କରି ସନ୍ଧ୍ୟାରେ ନିଜ ଫ୍ଲାଟକୁ ଫେରିଥିଲା ରୁପଲ ଆଉ ସେ ଯେଉଁ ଫ୍ଲାଟରେ ରହୁଥିଲା ସେଠାରେ ତାଙ୍କ ଭଉଣୀ ଏବଂ ପ୍ରେମିକ ମଧ୍ୟ ରହୁଥିଲେ |

ଆଉ ତା ପର ଦିନ ଥିଲା ରବିବାର ଯାହା ଥିଲା ରୁପଲଙ୍କ ଡ୍ୟୁଟିର ଛୁଟି ଦିନ ଆଉ ସେହିଦିନ ରୁପଲଙ୍କ ଭଉଣୀ ଗାଁ କୁ ଯିବାର ଥିଲା ଦେଖୁ ଦେଖୁ ସକାଳ ହୋଇ ଯାଇଥିଲା ରୁପଲର ଭଉଣୀ ଗାଁ କୁ ବାହାରି ଯାଇଥିଲେ ଆଉ ଏପଟେ ରୁପଲ ବେଡ଼ ରୁମ ଭିତରେ ଏକା ସୋଇଥିଲେ |ସମୟ ପାଖାପାଖି ସକାଳ 9 ଟା ହୋଇଥିଲା ଆଉ ସେତେବେଳେ ରୁପଲର କବାଟ ଠକ ଠକ ହୋଇଥିଲା ଆଉ ରୁପଲ ନିଦୁଆ ନିଦୁଆ ଆଖିରେ ଯାଇ କବାଟ ଖୋଲିଥଲା |

ରୁପଲ କିଛି ଭାବିବା ଆଗରୁ ତା ପାଟିକୁ ଚିପିକି ବେଡ ରୁମ ଭିତରକୁ ନେଇ ଆସିଥିଲା ଏକ ଦୁର୍ବୁତ୍ତ ଆଉ ଦେଖିଲା ସେହିଁ ପ୍ଲାଟର ଝାଡ଼ୁଦାର ବୟସରେ ରୁପଲ ଠାରୁ ଅନେକ ଅଧିକ ହୋଇଥିଲେ ମଧ୍ୟ ସେ ରୁପଲକୁ ଦୁ-ଷ୍କ-ର୍ମ କରି ମାରି ଦେଇଛି ବୋଲି ଜଣା ପଡ଼ିଛି |ଏହି ଘଟଣା ଘଟିଛି ମାୟନଗର ମୁମ୍ବାଇ ଠାରେ ରୁପଲ ଜଣେ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେ ଚଳିତ ବର୍ଷ ଏପ୍ରିଲ ମାସ ମୁମ୍ବାଇ ଯାଇଥିଲେ |

ଏୟାର ହଷ୍ଟେସରେ କାମ କରିବା ପାଇଁ କିନ୍ତୁ ମାତ୍ର ପାଞ୍ଚ ମାସ ଭିତରେ ରୁପଲକ ସହିତ ଏମିତି କିଛି ଘଟି ଯାଇଥିଲା ତାହା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ପୋଲିସ ଆସି ସିସିଟିଭି ଜାଞ୍ଜ କରି ଦୋଷୀକୁ ଆରେଷ୍ଟ କରିଛି |ଆଉ ସେଦିନ ରବିବାର ଥିବାରୁ ତାର ବୟ ଫ୍ରେଣ୍ଡ ଡ୍ୟୁଟି ପଳେଇ ଥିଲା ଅବଶ୍ୟ ଯଦି ସେ ଥାଆନ୍ତା ରୁପଲଙ୍କ ଏଭଳି ଅବସ୍ଥା ହୋଇ ନଥାନ୍ତା |

Leave a Reply

Your email address will not be published. Required fields are marked *