ଶ୍ରୀଲଙ୍କା ଠାରୁ ହାରିବା ଆମର ହଜମ ହେଉ ନାହିଁ ,ଏଭଳି କହି କରିଦେଲେ ଏପରି କାମ ,ଜାଣିଲେ ଆପଣଙ୍କୁ ମଧ୍ୟ ଝଟକା ଲାଗିପାରେ |

ନମସ୍କାର ଦର୍ଶକବନ୍ଧୁ ମ୍ୟାଚ ହାରିବା ପରେ ଫାସି ଲଗାଇ ମରିଗଲେ ଭଲ ହେବ ବୋଲି କହିଲେ ରଶିଦ ଖାନ ଏସିଆ କପ 2023 ରେ ଶ୍ରୀଲଙ୍କା ବିପକ୍ଷରେ ଆଫଗାନିସ୍ତାନ କ୍ରିକେଟ ଦଳ ଏକ ରୋମାଞ୍ଚକର ପରାଜୟରେ ସମୁଖୀନ ହୋଇଛି ସୁପର ଫୋରରେ ନିଜ ସ୍ଥାନ ପାଇବା ପାଇଁ ଉଭୟ ଦଳ ପାଇଁ ବିଜୟ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଥିଲା ଏଭଳି ପରିସ୍ଥିତିରେ ଲଢେଇ କଣ୍ଟା ଭଳି ଥିଲା |

ପ୍ରଥମେ ବ୍ୟାଟିଙ୍ଗ କରି ଶ୍ରୀଲଙ୍କା 292 ରନ ସଂଗ୍ରହ କରିଥିଲା ଯାହା ଆଫଗାନିସ୍ତାନ କୁ 37.1 ଓଭରରେ ହାସଲ କରିବାକୁ ପଡ଼ିଥିଲା କିନ୍ତୁ ବ୍ୟାଟିଙ୍ଗ କରୁଥିବା ଦଳ 2 ରନରେ ହାରି ଯାଇଥିଲା ଯାହାକି ଆଫଗାନିସ୍ତାନ ଦଳକୁ ଏକ ବଡ଼ ଝଟକା ଲାଗିଥିଲା ଏବଂ ଖେଳାଳି ମାନେ ପଡ଼ିଆରେ ଭାଙ୍ଗି ପଡ଼ିଥିଲେ |

ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମେଡିଆରେ ଭାଇରଲ ଏବଂ ଖେଳାଳି ମାନଙ୍କ ଆଖିରେ ଲୁହ ଟଳମଳ ହୋଇ ଯାଇଥିଲା |ଏହା ସହିତ ରସିଦ ଖାନ ପଡ଼ିଆରେ 27 ରନ କରି ଦଣ୍ଡାୟମାନ ଥିଲେ ଏବଂ ଦଳକୁ ସହଜରେ ଜିତାଇ ପାରିଥାଆନ୍ତି |

ବର୍ତ୍ତମାନ ଏହା ବହୁତ ଜୋରରେ ଭାଇରଲ ହେବାରେ ଲାଗିଛି ରସିଦ ଖାନ ଦଣ୍ଡାୟମାନ ଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସ ମ୍ୟାନ ଉଇକେଟ ସମ୍ଭାଳି ପାରି ନଥିଲେ ଏବଂ ରସୀଦ ଖାନ ଆଖିରେ ଲୁହ ଆସି ଯାଇଥିଲା ଏବଂ ସେହି କ୍ରିଜରେ କାନ୍ଦି ଉଠିଥିଲେ ଉଠିଥିଲେ |

Leave a Reply

Your email address will not be published. Required fields are marked *