ନମସ୍କାର ଦର୍ଶକ ବନ୍ଧୁ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏହି ଦିନ ଦୁର୍ଲଭ ମହାସଂଯୋଗ ବନୁଅଛି ଦୀର୍ଘ 172 ବର୍ଷ ପରେ ପ୍ରଭୁ ଶ୍ରୀକୃଷ୍ଣ କିଛି ରାଶିଙ୍କ ଉପରେ ବହୁତ କୃପା ରଖିବାକୁ ଯାଉଛନ୍ତି ଏହି ଜନ୍ମାଷ୍ଟମୀ ଠାରୁ କିଛି ରାଶି ବ୍ୟକ୍ତି ବିଶେଷମାନେ ହେବାକୁ ଯାଉଛନ୍ତି କୋଟିପତି ଏମାନଙ୍କୁ ମିଳିବାକୁ ଯାଉଛି ବହୁତ ବଡ ଖୁସିଖବର | ଏମାନଙ୍କ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଅଛି ଏମାନଙ୍କ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆସିବାକୁ ଯାଉଅଛି | ତେବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଲୀ ରାଶି ଯେଉଁମାନଙ୍କ ଭାଗ୍ୟ ଏହି ଜନ୍ମାଷ୍ଟମୀ ଦିନ ଠାରୁ ବଦଳିବାକୁ ଯାଉଅଛି |
ବୃଷ ରାଶି -ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପା ରହିବ ଏମାନଙ୍କ ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଅଛି ପ୍ରଭୁ ଶ୍ରୀକୃଷ୍ଣ ଏମାନଙ୍କ ଉପରେ ଦୟାଶୀଳ ରହିବେ ଆପଣଙ୍କ ଧନର ଅଭାବ ରହିବ ନାହିଁ | ଯେଉଁ ମାନେ ବିଜନେସ କରୁଥିଲେ ସେ ତାଙ୍କର ବିଜ୍ନେସରେ ଲାଭ କରିବାକୁ ଯାଉଛନ୍ତି | ଆପଣଙ୍କ ଧାର୍ମିକ କାର୍ଯ୍ୟରେ ମନଲାଗିବ ଯେଉଁମାନଙ୍କ କିଛି କୋଟି କଚେରୀ ମାମଲା ରହିଥିଲା ସେମାନେ ଖୁବ ଶୀଘ୍ର ସଫଳ ହେବାକୁ ଯାଉଛନ୍ତି | ଏମାନେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବାକୁ ଯାଉଛନ୍ତି |
ମେଷ ରାଶି – ଏହି ରାଶିର ଜାତକ ଖୁବ୍ ଶୀଘ୍ର ମାଲାମଲ୍ ହେବାକୁ ଯାଉଛନ୍ତି ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିଲା ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଯିବ ମା ଲକ୍ଷ୍ମୀ ଏବଂ ଧନର ଦେବତା ମହାରାଜଙ୍କ କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ | ଯେଉଁ ମାନେ ଚାକିରୀ କରୁଥିଲେ ସେମାନଙ୍କର ପ୍ରମୋଶନ ହେବାକୁ ଯାଉଅଛି ଆପଣଙ୍କ ଜୀବନ ସାଥୀଙ୍କ ସହ ସବୁଠାରୁ ଖୁସିର ସମୟ ବିତେଇବାକୁ ଯାଉଛନ୍ତି |
ସିଂହ ରାଶି – ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ବନୁଅଛି ଭବିଷ୍ୟତରେ ଏହି ରାଶିର ବ୍ୟକ୍ତିମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସଂପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଥିବା ଦୂର ହେବ ଏବଂ ଏମାନଙ୍କ ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ହେବ |
ତୁଳା ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କୁ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅସୀମ କୃପା ରହିବାକୁ ଯାଉଛି | ଏମାନଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ | ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ |
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତିମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏହି ରାଶି ମାନଙ୍କର ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ ଭାଗ୍ୟର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ କୌଣସି ଖୁସୀ ଖବର ପ୍ରାପ୍ତ ହେବ ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭର ମଧ୍ୟ ଯୋଗ ବନୁଅଛି |
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ରହିବାକୁ ଯାଉଅଛି | ଏମାନଙ୍କ ଜୀବନରେ ଖୁବ୍ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ହାସଲ କରିବେ ଏମାନଙ୍କ ଜୀବନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ |