ନାମର ପ୍ରଥମ ଅକ୍ଷର S,R,B,M ରୁ ଆରମ୍ଭ ହେଉଛି ,ତାହେଲେ ଆପଣଙ୍କ ପାଇଁ ଖୁସିଖବର ,ହୋଇଯିବେ ମାଲାମାଲ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର S ,R ,B ଏବଂ M ରୁ ଆରମ୍ଭ ହୋଇଥାଏ ତାହେଲେ ଆପଣଙ୍କ ପାଇଁ ଖୁସି ଖବର ମନୁଷ୍ୟ ଜନ୍ମ ନେବା ପରେ ତାର ଭାଗ୍ୟ ରେଖାକୁ ନେଇ ଦୁନିଆକୁ ଆସିଥାଏ ଯେତେବେଳେ ସେ ଜନ୍ମ ହୁଏ ଜନ୍ମ ହେବାର 20 ଦିନ ପରେ ତାହାର ନାମ କରଣ ହୋଇଥାଏ |ଜନ୍ମ ସମୟ ,ଜନ୍ମ ସ୍ଥାନ ଏବଂ ଗ୍ରହ ନକ୍ଷତ୍ର ମାନଙ୍କ ଅବସ୍ଥିତିକୁ ଆକଳନ କରାଯାଇ ବ୍ୟକ୍ତିର ନାମ କରଣ କରାଯାଏ ତେବେ ନାମ କରଣ ପାଇଁ ବହୁତ ବଡ଼ ଆୟୋଜନ ହୋଇଥାଏ ଯେମିତିକି ସତ୍ୟ ନାରାୟଣ ପୂଜା ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ନାମ ଗୁଡ଼ିକର ବହୁତ ମହତ୍ତ୍ୱ ରହିଛି | ସେଥିପାଇଁ ନାମର ଅକ୍ଷର ମାନଙ୍କୁ ଆଧାର କରି ବ୍ୟକ୍ତିର ଚରିତ୍ର ଏବଂ ସ୍ଵଭାଵ ବିଷୟରେ ଆକଳନ କରା ଯାଇଥାଏ |ତେବେ ଆଜିର ବିଷୟରେ ଆମେ ଜାଣିବା ଯେ ବ୍ୟକ୍ତିର ନାମର ପ୍ରଥମ ଇଂରାଜୀ ଅକ୍ଷର ଏବଂ ସେମାନଙ୍କ ସ୍ଵଭାଵ ବିଷୟରେ |ତେବେ ଆସନ୍ତୁ ଜାଣିବା ବ୍ୟକ୍ତିମାନଙ୍କ ବିଷୟରେ ଯେଉଁ ମାନଙ୍କ ନାମ S ,R ,B ଏବଂ M ରୁ ଆରମ୍ଭ ହୋଇଛି |

S ଅକ୍ଷର -ଏହି ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇ ଥାଆନ୍ତି ପରିଶ୍ରମ ଦ୍ୱାରା ଅତି କଷ୍ଟ କାର୍ଯ୍ୟକୁ ମଧ୍ୟ ସହଜ କରି ଦେଇ ଥାଆନ୍ତି ପ୍ରେମ ମାମଲାରେ ଏମାନେ ଟିକେ ଲାଜ କୁଳା ସ୍ୱଭାବର ହୋଇ ଥାଆନ୍ତି |ନିଜର ଭଲ ପାଇବାକୁ କାହାକୁ କହି ପାରନ୍ତି ନାହିଁ ଏହି ନାମର ବ୍ୟକ୍ତି ମାନେ ଅନ୍ୟକୁ ସାହାଯ୍ୟ କରିବାକୁ ସବୁବେଳେ ଭଲ ପାଇ ଥାଆନ୍ତି |ଏମାନେ କାହା ବିଷୟରେ କେବେବି ଖରାପ କୁହନ୍ତି ନାହିଁ କିମ୍ବା ଖରାପ ଭାବନ୍ତି ନାହିଁ ଏହି ବ୍ୟକ୍ତିମାନେ ନିଜ ଜୀବନ ଉପରେ ଧ୍ୟାନ ଦେବାକୁ ସର୍ବଦା ପସନ୍ଦ କରି ଥାଆନ୍ତି |

R ଅକ୍ଷର -ଯେଉଁମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ସେମାନେ ନିଜ କଥା ଭାବିବା ପୂର୍ବରୁ ଅନ୍ୟ ମାନଙ୍କ କଥା ଭାବି ଥାଆନ୍ତି ଏମାନେ ଖୁସି ବିନ୍ଦାସର ବ୍ୟକ୍ତି ଅଟନ୍ତି ନିଜେ ଯେମିତିରେ ଥାଅନ୍ତୁ ନା କାହିଁକି ଅନ୍ୟକୁ ସବୁବେଳେ ହସାଉ ଥାଆନ୍ତି |ଏହି ନାମର ବ୍ୟକ୍ତି ମାନେ ବହୁତ ଖାଦ୍ୟ ପ୍ରିୟ ହୋଇ ଥାଆନ୍ତି |ଏମାନେ ନିଜେ କର୍ତବ୍ୟ ନିଷ୍ଠ ସହାୟତାରେ ସମ୍ପାଦନ କରି ଥାଆନ୍ତି |

B ଅକ୍ଷର ଆରମ୍ଭ ବ୍ୟକ୍ତିମାନେ ନିଜ କଥା କାହା ଆଗରେ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ ସେଥିପାଇଁ ଏହି ନାମର ବ୍ୟକ୍ତିମାନେ ସମସ୍ତଙ୍କୁ ପସନ୍ଦ କରିବା ପାଇଁ ସାହାଯ୍ୟ କରିବାକୁ ପସନ୍ଦ କରି ଥାଆନ୍ତି |ଏହି ନାମର ବ୍ୟକ୍ତି ମାନେ ହୃଦୟରୁ ବହୁତ କୋମଳ ହୋଇ ଥାଆନ୍ତି କିନ୍ତୁ ବାହାରକୁ ସିଧା ଭଳି ହୋଇ ଥାଆନ୍ତି |

M ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନଙ୍କ ବିଷୟରେ ଯେଉଁ ଲୋକମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ସେମାନେ ଅଧିକାଂଶ ଖେଳ ପ୍ରେମୀ ହୋଇ ଥାଆନ୍ତି ଏହି ନାମର ବ୍ୟକ୍ତିମାନେ ପଢାପଢି କରିବାରେ ଅଧିକ ସମୟ ବିତାଇ ଥାଆନ୍ତି |ଏମାନଙ୍କ ମନ ସବୁବେଳେ ବିଚଳିତ ରହିଥାଏ ଏହି ନାମର ବ୍ୟକ୍ତିମାନେ ସବୁବେଳେ ଭାବିଚିନ୍ତି ନିଷ୍ପତି ନେଇ ଥାଆନ୍ତି |

Leave a Reply

Your email address will not be published. Required fields are marked *