ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମନୋରଞ୍ଜନ ଦୁନିଆକୁ ଆସିଛି ଏକ ବଡ଼ ଦୁଖଦଃ ଖବର ଅଭିନେତ୍ରୀଙ୍କ ମୃ-ତ୍ୟୁ ରେ ତାଙ୍କ ବନ୍ଧୁ ଏବଂ ତାଙ୍କର ଫ୍ୟାନ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି |ସୂଚନା ମୁତାବକ ବହୁତ କମ ବୟସରେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃ-ତ୍ୟୁ ଆଶ୍ଚର୍ଯ୍ୟ ଜନକ କରାଇ ଦେଇଛି |
ସେ ଦୀର୍ଘଦିନ ହେବ ଗୁରୁତର ଭାବରେ ଅସୁସ୍ଥ ଥିଲେ ଏବଂ କିଛିଦିନ ହେବ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହେଉଥିଲେ |କସମେଟିକ ସର୍ଜରୀ ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା କିଛି ବର୍ଷ ପୂର୍ବେ ତାଙ୍କର କରାଯାଇଥିବା କସମେଟିକ ସର୍ଜରୀ ସମୟରେ ଅଭିନେତ୍ରୀଙ୍କର ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରା ଯାଇଥିଲା |
ପ୍ଲାଷ୍ଟିକ ସର୍ଜରୀ କରିବା ଏବେ କା ସମୟରେ ସାଧାରଣ କଥା ହୋଇଗଲାଣି |ବିଶେଷ କରି ସେଲିବ୍ରେଟି ମାନେ ପ୍ରାୟତଃ ପ୍ଲାଷ୍ଟିକ ସର୍ଜରୀ କରି ନିଜକୁ ସୁନ୍ଦର ଦେଖାଇବାକୁ ଚେଷ୍ଟା କରନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ଶିନିଭିନା ଲୋନାଙ୍କ ଦେ-ହା-ନ୍ତ ହୋଇଛି ତାଙ୍କୁ ମାତ୍ର 43 ବର୍ଷ ବୟସ ହୋଇଥିଲା |
ଗଣ ମାଧ୍ୟମ ରିପୋର୍ଟ ଅନୁଯାଇ ସେ କିଛି ବର୍ଷ ପୂର୍ବେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଏହା ପରେ ଅଭିନେତ୍ରୀଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା |ଗତକାଲି ହସ୍ପିଟାଲରେ ତାଙ୍କର ଦେ-ହା-ନ୍ତ ହୋଇଛି ଯାହାକି କଳାକାର ଜଗତରେ ଶୋକର ଲହରୀ ଖେଳି ଯାଇଛି |
ଚଳଚ୍ଚିତ୍ର ଜଗତ ପାଇଁ ଆସିଲା ବହୁତ ବଡ଼ ଦୁଃଖଦ ଖବର ,ଆରପାରିରେ ଏହି ଲୋକପ୍ରିୟ ଅଭିନେତ୍ରୀ ,ଶୋକରେ ପୁରା ଫିଲ୍ମ ଜଗତ,ହେ Prabhu ଆଉ କେତେ ଜଣ…
