ନମସ୍କାର ଦର୍ଶକବନ୍ଧୁ ଏବେ ଏବେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେଲା ଆଉ ଏକ ଖୁସି ଖବର ଯାହାକି ଆପଣମାନେ ସମସ୍ତେ ଜାଣି ନେବା ଅତ୍ୟନ୍ତ ଜରୁରୀ ଏବେ କେନ୍ଦ୍ର ସରକାର ସମସ୍ତ ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଜାରି କରିଛନ୍ତି ବହୁତ ବଡ଼ ଖୁସିର ଖବର ଆପଣଙ୍କୁ ସବୁ ଏହି ଜିନିଷ ମିଳିବାକୁ ଯାଉଅଛି ରାସନ କାର୍ଡ ମାଧ୍ୟମରେ |ସମସ୍ତ ରାସନ କାର୍ଡ ଧାରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ରହିଛି ବହୁତ ବଡ଼ ଉପହାର |
ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା ତେବେ ଦର୍ଶକବନ୍ଧୁ ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଆସି ଯାଇଛି ଖୁସିର ଖବର ଏବେ ମାତ୍ର ଆପଣ ବାହହୁତ କମ ଟଙ୍କାରେ ପାଇ ପାରିବେ ଗ୍ୟାସ ସିଲିଣ୍ଡର ତେବେ ଏହା ଯୋଗାଇବେ ରାଜ୍ୟ ସରକାର |ତେବେ ଗତ କିଛିଦିନ ହେଲା କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ହ୍ରାସ କରିବା ପାଇଁ ରାସନ କାର୍ଡ ଧାରୀ ସରକାରଙ୍କ ଠାରୁ ଏକ ଉପହାର ପାଇବାକୁ ଯାଉଛନ୍ତି |
କେନ୍ଦ୍ର ସରକାର ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରିବା ପରେ ଗୋଆ ସରକାର ବହୁତ ବଡ଼ ଘୋଷଣା ମଧ୍ୟ ଜାରି କରିଛନ୍ତି |ରାସନ କାର୍ଡ ଘୋଷଣା ପରେ ରାଜ୍ୟ ସରକାର ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ଧାରୀ ମାନେ 428 ଟଙ୍କାର ସିଲିଣ୍ଡର ପାଇବେ |
ଏହି ଯୋଜନା ସାହାଯ୍ୟରେ ରାଜ୍ୟରେ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ଧାରୀଙ୍କୁ ସିଲିଣ୍ଡର ଉପରେ 275 ଟଙ୍କା ସବ୍ସିସି ପ୍ରଦାନ କରାଯିବ |ରକ୍ଷା ବନ୍ଧନ ଅବସରରେ ସିଲିଣ୍ଡର ମୂଲ୍ୟ 200 ଟଙ୍କା ହ୍ରାସ ହେବା ପରେ କମ ମୂଲ୍ୟରେ ସମସ୍ତଙ୍କୁ ଯୋଗାଇ ଦେଉଛନ୍ତି ଗ୍ୟାସ ସିଲିଣ୍ଡର ତେବେ ଏହା ଥିଲା ରାସନ କାର୍ଡ ଧାରୀଙ୍କ ପାଇଁ ବହୁତ ବଡ଼ ଖୁସିର ଖବର |