ରବୀନ୍ଦ୍ର ଜାଡେଜା ଭାଙ୍ଗିଲେ ଏହି ବୋଲରଙ୍କ ରେକର୍ଡ ,ଏବେ ହୋଇଗଲେ ନମ୍ବର ୱାନ Bowler ,ଏବେ ଆଉ କେହି ଭାଙ୍ଗି ପାରିବେ ନାହିଁ ….

ନମସ୍କାର ଦର୍ଶକବନ୍ଧୁ ରବୀନ୍ଦ୍ର ଜାଡେଜା ବୋଲିଙ୍ଗ ରେ କଲେ ଯାଦୁ ଏସିଆ କପରେ କଲେ ମହା ରେକର୍ଡ ବନିଗଲେ ଭାରତର ନମ୍ବର 1 ବୋଲର |ନେପାଳ ଏସିଆ କପ 2023 ରେ ଭାରତ ବିପକ୍ଷ ମ୍ୟାଚରେ ଆଶିଷ ଏକ ଅର୍ଦ୍ଧ ଶତକ ଏବଂ ସୋମପାଲ ଙ୍କ ଆକର୍ଷଣୀୟ ବ୍ୟାଟିଙ୍ଗ ଇନିଂସରେ 48.2 ପ୍ରତଶତରେ 230 ରନ ସ୍କୋର କରିଥିଲା |ଏହି ଇନିଂସରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏସିଆ କପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି |

ଏହି ଇନିଂସରେ ରବୀନ୍ଦ୍ର ଜାଡେଜା ଭାରତର ସବୁଠାରୁ ସଫଳ ବୋଲର ଭାବରେ ରହିଛନ୍ତି |ଗତ କାଲି ନେପାଳ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଉତ୍କୃଷ୍ଟ ବୋଲିଙ୍ଗ ମଧ୍ୟ କରିଛନ୍ତି ସେ 40 ରନ ଦେଇ 10 ଓଭରରେ 3 ଟି ଉଇକେଟ ନେଇଛନ୍ତି ଏହା ସହିତ ରବୀନ୍ଦ୍ର ଜାଡେଜା ମିଳିତ ଭାବେ ଏସିଆ କପ ପର୍ଯ୍ୟାୟରେ ସର୍ବାଧିକ ଉଇକେଟ ନେଇ ଭାରତର ଏକ ନମ୍ବର ବୋଲର ହୋଇଛନ୍ତି |

ସେ ପୂର୍ବତନ ବୋଲର ଇରଫାନ ପଠାନ ଙ୍କ ସହିତ ସମକକ୍ଷ ହୋଇଛନ୍ତି ଇରଫାନ ପଠାନଙ୍କ ରେକର୍ଡ ସହିତ ସମକକ୍ଷ |ଇରଫାନ ପଠାନ ନିଜ ନାମରେ 22 ଟି ଉଇକେଟ ନେଇଛନ୍ତି ରବୀନ୍ଦ୍ର ଜାଡେଜା ନିଜ ନାମରେ ଏବେ 22 ଟି ଉଇକେଟ ନେଇଛନ୍ତି |

ଏହି ଇନିଂସରେ ଜାଡେଜା ତିନି ଗୋଟି ବ୍ୟାଟ୍ସ ମ୍ୟାନଙ୍କୁ ତାଙ୍କ ଜାଲରେ ପକାଇଛନ୍ତି ପରବର୍ତୀ ମ୍ୟାଚ ମଧ୍ୟ ସେ ଇରଫାନ ପଠାନଙ୍କୁ ଅତିକ୍ରମ କରିବାର ସୁଯୋଗ ମିଳିବ |ଏଥି ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ନାମ ତୃତୀୟ ସ୍ଥାନରେ ରହିଛି |

Leave a Reply

Your email address will not be published. Required fields are marked *