ନମସ୍କାର ଦର୍ଶକବନ୍ଧୁ ସେପ୍ଟେମ୍ବର ମାସ 6 ତାରିକ ପାଳନ ହେବାକୁ ଯାଉଅଛି ଏହି ବର୍ଷର ଜନ୍ମାଷ୍ଟମୀ ପର୍ବ ଏହି ଜନ୍ମାଷ୍ଟମୀ ଠାରୁ ଏହି ଛଅ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି |କୃଷ୍ଣ ଜନ୍ମାଷ୍ଟମୀର ପାଳନ ପର୍ବ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପୁରା ଭାରତ ବର୍ଷରେ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବଟିକୁ ବହୁତ ଧୁମଧାମରେ ପାଳନ କରାଯାଇଥାଏ |ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ରୂପରେ ପାଳନ କରାଯାଇଥାଏ ଏବଂ ଜନ୍ମାଷ୍ଟମୀର ରାତ୍ରିକୁ ମାହୋରାତ୍ରି ମଧ୍ୟ କୁହାଯାଇଥାଏ ଏଥିପାଇଁ ଜନ୍ମାଷ୍ଟମୀର ରାତ୍ରିକୁ ବିଶେଷ ମହତ୍ୱପୂର୍ଣ୍ଣ ମନା ଯାଇଥାଏ କାହିଁକିନା କୁହାଯାଇଥାଏ କି ଏହି ରାତ୍ରିରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ଯାହାର ଉପରେ ପଡ଼ିଥାଏ ତାଙ୍କର ସମସ୍ତ ଇଛା ପୂରଣ ହୋଇଥାଏ |ସେଥିପାଇଁ ଏହି ଜନ୍ମାଷ୍ଟମୀ ଠାରୁ ଏହି ଚାରିଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି ଏହି ପବିତ୍ର ଜନ୍ମାଷ୍ଟମୀରେ ବନୁଅଛି ବୃଦ୍ଧି ଯୋଗ ଯାହା ଫଳରେ କିଛି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଧନର ଲାଭ ହେବାକୁ ଯାଉଅଛି ଆସନ୍ତୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା |
ତୁଳା ରାଶି -ଏହି ରାଶିର ଲୋକମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଅଛି ଏହି ରାଶିମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ସବୁ ଦୂର ହେବାରେ ଲାଗିବ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ ଏମାନେ କୌଣସି କ୍ଷେତ୍ରରେ ଧନ ପ୍ରାପ୍ତି କରିବେ |ପ୍ରେମୀ ଏବଂ ପ୍ରେମିକ ମାନେ ସଫଳ ହେବେ ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବ |ପରିବାରରେ ମାଙ୍ଗଳିକ ଏବଂ ଧାର୍ମିକ କାର୍ଯ୍ୟର ଅନୁଷ୍ଠିତ ହୋଇପାରେ ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ |
ସିଂହ ରାଶି -ଏହି ରାଶିର ଲୋକମାନଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଅଛି ଏହି ଜନ୍ମାଷ୍ଟମୀ ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ବିଶେଷ କୃପା ପ୍ରାପ୍ତି ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆର୍ଥିକ ସମସ୍ୟା ରହିବ ନାହିଁ ବେପାର ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିମାନଙ୍କୁ ଲାଭ ପ୍ରାପ୍ତି ହେବ ଏହି ରାଶିର ଲୋକମାନଙ୍କୁ ସମାଜରେ ମାନ ସମ୍ମାନ ବଢିବ ଏବଂ ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି କରାଜାରୁ ଆପଣଙ୍କୁ ମୁକ୍ତି ମିଳିଯିବ |ସନ୍ତାନ ମାନଙ୍କ ପାଖରୁ ଖୁସି ଖବର ମିଳିବ |
ମିଥୁନ ରାଶି -ଏହି ରାଶିର ଲୋକମାନଙ୍କୁ ପବିତ୍ର ଜନ୍ମାଷ୍ଟମୀ ଠାରୁ ସେମାନଙ୍କ ଭାଗ୍ୟର ସମ୍ପୂର୍ଣ୍ଣ ସାଦ ଦେବାକୁ ଯାଉଛି ଏମାନେ ନିଜ ବଳ ସାହାଯ୍ୟରେ ସମସ୍ତ କାର୍ଯ୍ୟ ହାସଲ କରିବେ ଏବଂ ଏହି ରାଶିର ଲୋକମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏମାନେ ଏମାନଙ୍କ ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ଲାଭ କରିବେ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି |ଏହି ସମୟ ମଧ୍ୟରେ ଆପଣଙ୍କୁ ଧନ ଲାଭର ଯୋଗ ରହିଛି |
କୁମ୍ଭ ରାଶି -ଏହି ରାଶିର ଲୋକମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି ଏହି ଜନ୍ମାଷ୍ଟମୀ ପରଠାରୁ ସେମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ ଏହି ବିଶେଷ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଯିବ |ଏମାନଙ୍କୁ ଆକସ୍ମିକ ଧନ ପ୍ରାପ୍ତି ମଧ୍ୟ ହୋଇପାରେ ଘର ଏବଂ ପରିବାରରେ ଖୁସିର ମାହାଲ ବନି ରହିବ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ |