ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଲାଗିଲା ବହୁତ ବଡ଼ ଝଟକା ,ଆଉ Film କରିବେନି ଅଭିନେତ୍ରୀ ଭୂମିକା ଦାସ ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ ଏମିତି ….ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ଭୂମିକା ଦାସଙ୍କୁ ତ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଶୁଣିବାକୁ ମିଳୁଛି ଭୂମିକା ଦାସ ଆଉ ସିନେମା କରିବେ ନାହିଁ ବୋଲି ତେବେ ଆସନ୍ତୁ ଜାଣିବା କଣ ରହିଛି | ଅଭିନେତ୍ରୀ ଭୂମିକା ଦାସ ଶିଶୁ କଳାକାର ଭାବରେ ନିଜର ଅଭିନୟ ଆରମ୍ଭ କରିଥିଲେ ବର୍ତ୍ତମାନ ସେ ଲିଡ଼ ହିରୋଇନ ଭାବରେ ଚଳଚ୍ଚିତ୍ର ଜଗତରେ ଅଭିନୟ କରୁଛନ୍ତି |

ଅନେକ ସମୟରେ ଫିଲ୍ମ ସୁଟିଙ୍ଗ ସମୟରେ କିଛି ଘଟଣା ଏବଂ ଅଘଟଣ ଦେଖିବାକୁ ମିଳିଥାଏ | ତେବେ ନିକଟରେ ଏକ ଓଡ଼ିଆ ଫିଲ୍ମର ସୁଟିଙ୍ଗ ବେଳେ ଘଟିଥିଲା ଏପରି କିଛି ଘଟଣା ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ସୁଟିଙ୍ଗ ସମୟରେ ଭୂମିକା ଦାସ ପାଣି ଭିତରେ ସୁଟିଙ୍ଗ କରୁଥିଲେ |

ସେଥିରେ ଅଘଟଣ ଘଟିଥିଲା ମାତ୍ର ଏହି ସମୟରେ ସହକର୍ମୀ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ |ସୂଚନା ମୁତାବକ ଯବାନ ଘରଙ୍କ ସଂଘର୍ଷ ଭରା କାହାଣୀକୁ ପରିବାର କୁ ନେଇ ଏକ ଓଡ଼ିଆ ଫିଲ୍ମ ଅପରାଜନ ଟ୍ୱେଏଲ ୱାଇଫ ସେଭେଣ୍ଟିର ସୁଟିଙ୍ଗ ଚାଲିଥିଲା |

କଟକର ଆଠଗଡ଼ ଅଞ୍ଚଳରେ ଫିଲ୍ମର ପ୍ରମୁଖ ଅଭିନେତ୍ରୀ ଭୂମିକା ଦାସ ଗୁରୁତର ହୋଇଥିବା ବେଳେ ଫିଲ୍ମକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା ତେବେ ଭୂମିକା ପାଣି ଭିତରେ ଭୟଭୀତ ହୋଇ ପଡ଼ିଥିଲେ ତେବେ ସେ ସୁସ୍ଥ ହେବା ପରେ ପୁଣି ସିନେମାକୁ ଫେରିବେ |

Leave a Reply

Your email address will not be published. Required fields are marked *