ମାଡ଼ି ଆସୁଛି ଲଘୁଚାପ ,ଆଜିଠାରୁ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ,ସତର୍କ ସୂଚନା କଲା ପାଣିପାଗ ବିଭାଗ ,ଏହି ସବୁ ଜାଗାରେ ଛେଚିବ ….

ନମସ୍କାର ଦର୍ଶକବନ୍ଧୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ଲଘୁଚାପ ଆରମ୍ଭ ହୋଇଯାଇଛି ଯାହାର ପ୍ରଭାବରେ ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ବର୍ଷାର ପ୍ରଭାବରେ ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ଏବେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ଏହା ଛଡ଼ା ଆଜି ପାଇଁ କିଛି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ଏମିତି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି |

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜ୍ୟରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ବିସ୍ତୃତି ବର୍ଷା ରହିବ ଆଗାମୀ 24 ଘଣ୍ଟାରେ କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବହୁତ ବର୍ଷାର ସମ୍ଭାବନା ରହିଛି |

ଏପଟେ ଆକାଶରୁ ଖସୁଛି ମୃତ୍ୟୁ କାଳ ସାଜୁଛି ବଜ୍ରପାତ ଆଖି ;ପିଛୁଳାକେ ଚାଲି ଯାଉଛି ଜୀବନ ଗତ 2 ତାରିକ ଦିନ ବଜ୍ରାଘାତରେ ଚାଲିଯାଇଛି 12 ଜଣଙ୍କ ଜୀବନ ସେହିପରି 14 ଜଣ ଆହାତ ହୋଇଥିବା ବେଳେ 8 ଟି ଗୋରୁ ଗାଈଙ୍କ ମୃ-ତ୍ୟୁ ହୋଇଥିଲା |ତେବେ ବିଜୁଳି ମାରିବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ

ତେବେ ଆଜି ପାଇଁ କୋରାପୁଟ, ନବରଙ୍ଗ ପୁର ଓ ମାଲକାନଗିରି ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି | ଅନ୍ୟପଟେ ଖୋର୍ଦ୍ଧା ,ପୁରୀ ,ଢେଙ୍କାନାଳ ,କେଉଁଝର ,ଅନୁଗୁଳ ,ସମ୍ବଲପୁର ,ସୁବର୍ଣ୍ଣପୁର ,ବୌଦ୍ଧ ,ବରଗଡ଼ ,ରାୟଗଡ଼ା ,ବଲାଙ୍ଗୀରି ,ନୂଆପଡା ,ଗଞ୍ଜାମ ,ଗଜପତି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ହେବାର ସମ୍ଭାବନା ରହିଛି ସେଥିପାଇଁ ଆପଣ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *