ନମସ୍କାର ଦର୍ଶକବନ୍ଧୁ ହାତ ଗୋଡ଼ ନାହିଁ ତଥାପି ହାର ମାନି ନାହାଁନ୍ତି ହାତ ଗୋଡ଼ ନଥାଇ ମଧ୍ୟ ବାଇକ ଚଳାଇ ପରିବାର ଚଳାଉଛନ୍ତି ଏହି ବ୍ୟକ୍ତି କେମିତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଯଦି ମନୁଷ୍ୟ ଖରାପ ପରିସ୍ଥିତିକୁ ସାମ୍ନା କରେ ତେବେ ସେ ଅଧିକ ଶକ୍ତ ହୋଇଯାଏ ଲୋକଙ୍କ ଜୀବନରେ ଅନେକ ଦୁର୍ଘଟଣା ଘଟେ |
ଯେଉଁଥିରେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ କିନ୍ତୁ କିଛି ଲୋକ ଥାଆନ୍ତି ଯେଉଁମାନେ କି ହାର ମାନନ୍ତି ନାହିଁ |ଆପଣ ଅନେକ କାହାଣୀ ଶୁଣିଥିବେ ଏବଂ ଦେଖିଥିବେ ଆଜି ଆମେ ଆପଣଙ୍କୁ ସତ ସତିକା ଏମିତି ଏକ ବ୍ୟକ୍ତିଙ୍କୁ ଦେଖାଉଛୁ |
ଏହି ବ୍ୟକ୍ତିଜଣକ ହେଉଛନ୍ତି ଦିଲ୍ଲୀର ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଯେ ବ୍ୟକ୍ତିଙ୍କ ହାତ ନାହିଁ କିମ୍ବା ଗୋଡ଼ ନାହିଁ ତଥାପି ସେ ଗାଡି ଚଳାଇ ରୋଜଗାର କରୁଛନ୍ତି |ଫୋଟରେ ଦେଖାଯାଉଛି ଏହି ବ୍ୟକ୍ତିଜଣକ ଚଲାଉଥିବା ଗାଡ଼ିଟି ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି |
ବାଇକଟିକୁ ଏକ ଠେଲା ଗାଡ଼ି ସହିତ ଯୋଡ଼ାଯାଇ ତାକୁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି |ଏପରି ଭାବରେ ବ୍ୟକ୍ତିଜଣକ ବାଇକରେ ଜିନିଷ ନେବା ଆଣିବା କରି ରୋଜଗାର କରୁଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଚଳାଉ ଥାଆନ୍ତି |